ସୁନ୍ଦରଗଡରେ ଏମ୍ସ ପ୍ରତିଷ୍ଠା ଦାବି

0 2

ସମ୍ବଲପୁର /ରମାକାନ୍ତ ବିଶ୍ବାଳ :ସୁନ୍ଦରଗଡ଼ ରେ ଏମ୍ସ ପ୍ରତିଷ୍ଠା ଦାବିରେ ଆଜି କୋଶଲ ସେନା ପକ୍ଷରୁ ସମ୍ବଲପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରାଯାଇଛି । କୋଶଲ ସେନା ର ସଭ୍ୟ ମାନେ ସମଲେଶ୍ବରୀ ମନ୍ଦିର ଠାରୁ ଏକ ବାଇକ ସୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ସମ୍ବଲପୁର ଜିଲ୍ଲାପାଳ ଙ୍କ କାଯ୍ୟାଳୟ ବାହାରେ ବିକ୍ଷୋଭ କରିବା ସହ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଥିଲେ। କୋଶଲ ସେନା ଯଥାଶୀଘ୍ର ସୁନ୍ଦରଗଡ ରେ ପ୍ରସ୍ତାବିତ ଏମ୍ସ ଶୀଘ୍ର ପ୍ରତିଷ୍ଠା କରିବାକୁ ଦାବି କରିଛି।

Leave A Reply

Your email address will not be published.