Sign in
Sign in
Recover your password.
A password will be e-mailed to you.
ଅସହାୟଙ୍କ ସେବାରେ ସମର୍ପିତ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢେଇ ।
ପଦ୍ମପୁର(ନିଲୁ ଦୀପ)- ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର ବ୍ଳକ ଖଲିଆପାଲି ଗ୍ରାମ ପଂଚାୟତର ଚକମକଜୁରି, ଖଲିଆପାଲି, ସାହାଜବାହାଲ, ବାଦିମାଲ ଓ ଗଇଲଗୁଡା କୁଷ୍ଠାଶ୍ରମରେ ମହେନ୍ଦ୍ର ବଢେଇ ଦ୍ବାରା ପ୍ରଦତ୍ତ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି।କୁଷ୍ଠାଶ୍ରମ ଅନ୍ତେବାସୀମାନଂକର ସୁବିଧା ପାଇଁ…
ଲୋକାର୍ପିତ ହେଲା କୋଭିଡ୍ ସଚେତନତା ରଥ
୧୦ଟି ଜିଲ୍ଲା ଓ ୨ ମହାନଗର ନିଗମ ଅଞ୍ଚଳରେ ହେବ ପ୍ରଚାର ଅଭିଯାନ
ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ସୂଚନା ଓ ଲୋକସଂପର୍କ ବିଭାଗ ଏବଂୟୁନିସେଫ୍, ଓଡ଼ିଶାର ମିଳିତ ଉଦ୍ୟମରେ ୧୦ଟି ଜିଲ୍ଲା ଓ ୨ଟି ମହାନଗର ନିଗମ ନିମନ୍ତେ ପ୍ରସ୍ତୁତ ସଚେତନତା ରଥ ଲୋକାର୍ପିତ ହୋଇଛିା…
ରାସ୍ତାରେ ବୁଲୁଥିବା ପ୍ରାଣୀଙ୍କ ପାଇଁ ତୃତୀୟ ପର୍ଯ୍ୟାୟରେ ୬୭.୫୨ ଲକ୍ଷ ମଂଜୁର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟରେ ବୁଲା ପ୍ରାଣୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୬୭.୫୨ ଲକ୍ଷ ଟଙ୍କା ମଞ୍ଜୁର ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅର୍ଥ ରାଶିକୁ ମଞ୍ଜୁର ଦେଇଛନ୍ତି । ଅସହାୟ ଭାବେ ବୁଲୁଥିବା ଗାଈଗୋରୁ ଓ କୁକୁରଙ୍କୁ ଖାଦ୍ୟ ଯୋଗାଇବାକୁ ଖର୍ଚ୍ଚ…
ସପ୍ତଗିରିଙ୍କୁ ଏଆଇସିସି ସଂପାଦକ ପଦ ସହ ଛତିଶଗଡ ପ୍ରଭାରୀ ଦାୟିତ୍ୱ
ନୂଆଦିଲ୍ଲୀ : କୋରାପୁଟ ସାଂସଦ ଶ୍ରୀ ସପ୍ତଗିରି ଶଙ୍କର ଉଲାକାଙ୍କୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ତ୍ୱ | ତାଙ୍କ ଉପରେ ଆସ୍ଥା ପ୍ରକଟ କରି କଂଗ୍ରେସର ଜାତୀୟ ନେତୃତ୍ୱ ଦେଇଛନ୍ତି ଏଆଇସିସି ସଂପାଦକ ପଦ | ଏହାସହିତ ଛତିଶଗଡ ସହ ପ୍ରଭାରୀ ଦାୟିତ୍ଵ ମଧ୍ୟ ଦିଆ ଯାଇଛି କଂଗ୍ରେସର ଟାଣୁଆ ଯୁବ…
ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ପାଣିଗ୍ରାହୀଙ୍କ ପରଲୋକ
ପଦ୍ମପୁର (ଶାସକ ପ୍ରଶାସକ): ପଦ୍ମପୁର ସହରର ହନୁମାନ ପଡା ନିବାସୀ ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ପାଣିଗ୍ରାହୀଙ୍କ ଆଜି ସକାଳେ ନୂଆପଡ଼ା ସ୍ଥିତ ହସ୍ପିଟାଲ ରେ ୮୦ ବର୍ଷ ବୟସରେ ପରଲୋକ ଘଟିଛି । ପାଇକମାଲ ବ୍ଲକ ଅନ୍ତର୍ଗତ ତୁମରିପାଏନ୍ ଗାଁରେ ଜନ୍ମିତ ସ୍ବର୍ଗତ ପାଣିଗ୍ରାହୀ ସତୁରି ଦଶକ ରେ…
ଭଉଁରିରେ ମହାପ୍ରଭୁଙ୍କ ଚକ ଡେରା ନୀତି ସମ୍ପନ୍ନ
ପୁରୀ: ଆଜି ଶ୍ରୀକ୍ଷେତ୍ର ଭଉଁରି । ଚନ୍ଦନ ଯାତ୍ରାର ଶେଷ ଦିନ । ଏହି ଦିନ ଶ୍ରୀଜିଉମାନଙ୍କ ରଥ ଚକା ଡେରା ନୀତି ସମ୍ପନ୍ନ ପରମ୍ପରା ମଧ୍ୟ ଅଛି । ପରମ୍ପରା ଅନୁଯାଇ ଆଜି ତିନି ରଥର ଚକଡେରା ନୀତି ସମ୍ପନ୍ନ କରାଯାଇଛି ।
ଶ୍ରୀମନ୍ଦିରରୁ ତିନି ଠାକୁରଙ୍କ ଆଜ୍ଞାମାଳ ଆସିବାପରେ ତିନି ରଥର…
ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଭାବେ ଯୋଗଦେଲେ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ
ଶୃଙ୍ଖଳା, ନିଷ୍ଠା ଓ ଅଭିନବତ୍ୱ ଉପରେ ଗୁରୁତ୍ୱ
ଭୁବନେଶ୍ୱର : ସୂଚନା ଓ ଲୋକସଂପର୍କ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ଉପରେ ନୂତନ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଗୁରୁତ୍ୱ ଆରୋପ କରଛନ୍ତିା ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଶ୍ରୀ ତ୍ରିପାଠୀ ଆଜି ବିଭାଗର ନୂତନ…
ବିଜେଡି ରାଜ୍ୟ କାର୍ଯ୍ୟଳୟରେ ସ୍ୱର୍ଗତ ବିଜୟଶ୍ରୀ ରାଉତରାୟ ଙ୍କୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଜୁ ଜନତା ଦଳର ଉପସଭାପତି ପୂର୍ବତନ ମନ୍ତ୍ରୀ ତଥା ଜନନେତା ସ୍ୱର୍ଗତ ବିଜୟଶ୍ରୀ ରାଉତରାୟଙ୍କ ପାର୍ଥିବ ଶରୀର ଆଜି ସକାଳ ୭:୩୦ ମିନିଟ୍ ସମୟରେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟଳୟରେ ପହଁଞ୍ଚିଥିଲା ।ସେଠାରେ ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ତଥା ବିଧାୟକ…
ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ
ଗତମାସରେ ବାଲେଶ୍ୱର ବିର୍ଲା ଟାୟାର ନିକଟରେ ଘଟିଥିବା ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ଯୁବକଙ୍କ ଭାଇ ବର୍ତ୍ତି ଯାଇଥିବା ଯୁବକଙ୍କୁ ଦାୟୀ କରି ହୋଇଛି ଆକ୍ରମଣ
ବାରିପଦା, / ଦିଲ୍ଲୀପ ମହାନ୍ତି :- ଗତ ମାସ ୧୪ ତାରିଖ ବିଳମ୍ବିତ ରାତିରେ ବାଲେଶ୍ଵର ବିର୍ଲା ଟାୟାର ନିକଟସ୍ଥ ଓଭରବ୍ରିଜ…
ଟିକା ପାଇଁ ଗ୍ଲୋବାଲ ଟେଣ୍ଡରରେ ସରକାରଙ୍କ ଆନ୍ତରିକତା ନାହିଁ – ନରସିଂହ
"ପ୍ରଧାନମନ୍ତ୍ରୀ ମୋଦି ଯେପରି କରୋନା ଟିକା, କରୋନା ଓ ତାର ଚିକିତ୍ସାକୁ ନେଇ ମିଥ୍ୟା ଭାଷଣ ଦେଇ ପରେ ଲୋକ ହସା ହେଉଛନ୍ତି ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ସେଭଳି ନ ହୁଅନ୍ତୁ"
ବଲାଙ୍ଗିର,/ ନିରୋଜ ମିଶ୍ର - କରୋନା ଟିକା କିଣାକୁ ନେଇ ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡର ଏକ ପ୍ରହସନ ବୋଲି…