Sign in
Sign in
Recover your password.
A password will be e-mailed to you.
ଟେଲି ସାନ୍ଦ୍ରତା ବୃଦ୍ଧି ଓ ଡାଟା ସେଣ୍ଟର ଟେଣ୍ଡର କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ନିର୍ଦେଶ
ବିଭାଗୀୟ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା
ଇଣ୍ଟିଗ୍ରେଟେଡ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟର ତଦାରଖ
ଭୁବନେଶ୍ୱର(ଶାସକ ପ୍ରଶାସକ)- ଇଲେକଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଆଜି ଭରଚୁଆଲ…
ବୈତରଣୀ ବାମ ଓ ଦକ୍ଷିଣପାର୍ଶ୍ୱ ନଦୀବନ୍ଧରେ ସ୍ଲୁଇସ୍ ଗେଟ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସଂପର୍କରେ…
ଭୁବନେଶ୍ୱର(ଶାସକ ପ୍ରଶାସକ) : ଯାଜପୁର ଜିଲ୍ଲା କୋରେଇ ବିଧାନସଭା ମଣ୍ଡଳୀ ଓ କେଉଁଝର ଜିଲ୍ଲା ଘସିପୁରା ନିର୍ବାଚନ ମଣ୍ଡଳୀର ଯେଉଁସବୁ ଅଂଚଳରେ ବୈତରଣୀ ବାମ ପାର୍ଶ୍ୱ ଏବଂ ଦକ୍ଷିଣ ପାର୍ଶ୍ୱ ନଦୀ ବନ୍ଧ ସୁଦୃଢୀକରଣକାର୍ଯ୍ୟ କରାଯାଇଛି, ସେସବୁର କେତେକ ଜରୁରୀ ଆବଶ୍ୟକତା ଥିବା ଅନ୍ତତଃ…
ମଧ୍ୟ ରାତ୍ରିର ମର୍ମନ୍ତୁଦ ସଡକ ଦୁର୍ଘଟଣା
କଣ୍ଟେନର ଗାଡି ଓଲଟି ୩୦ ଗୋରୁ ସହିତ ଜଣେ ମୃତ
ବରଗଡ :- ଗତକାଲି ବିଳମ୍ବିତ ରାତି ରେ ଗୋରୁ ଚୋରା ଚାଲାଣ କରୁଥିବା ଏକ କଣ୍ଟେନର ଗାଡି ବରପାଲି ଥାନା ଅନ୍ତର୍ଗତ ଟିଙ୍ଗିପାଳି ମହଦା ନିକଟରେ ଦୁର୍ଘଟଣା ହୋଇ ଓଲଟି ପଡିଥିଲା । ଏହି ଦୁର୍ଘଟଣା ର ଖବର ପାଇବା ମାତ୍ରେ ବରପାଲି ଥାନା ଅଧିକାରୀ…
ସମ୍ କୋଭିଡ ହସ୍ପିଟାଲରୁ ସୁସ୍ଥ ହେଲେ ୨୦ ବର୍ଷିୀୟ ଯୁବକ: ଦୀର୍ଘ ଦିନ ଧରି ଥିଲେ ଭେଂଟିଲେଟରରେ
ଭୁବନେଶ୍ୱର: କରୋନା ମହାମାରୀ ଘାତକ ସତ ତେବେ ଏହାକୁ ପରାସ୍ତ କରିବା ଅସମ୍ଭବ ନୁହେଁ । ଏହି କଥାକୁ ପ୍ରମାଣିତ କରିଛନ୍ତି ଜଣେ ୨୦ ବର୍ଷର ଯୁବକ । ସମ୍ କୋଭିଡ୍ ହସ୍ପିଟାଲରେ କରୋନାକୁ ପରାସ୍ତ କରି ଘରକୁ ଫେରିଛନ୍ତି ପ୍ରତୀକ୍ଷ କାଦାମ୍ବାଲୁ । ଦୀର୍ଘ ଏକ ମାସ ଧରି ଏହି ଅଦୃଶ୍ୟ ଶତୃ ସହିତ ଯୁଦ୍ଧ…
ଜୁନ ମାସ ପାଇଁ ହିତାଧିକାରୀମାନଙ୍କୁ ଶୁଖିଲା ରାସନ୍ ବଣ୍ଟନ
ରାଜ୍ୟର ପ୍ରାୟ ୪୧ ଲକ୍ଷ ହିତାଧିକାରୀଙ୍କ ସମେତ ୨୧୧୮ ଜଣ ପ୍ରବାସୀ ମହିଳା ଓ ଶିଶୁ ଉପକୃତ
ଭୁବନେଶ୍ୱର: କୋଭିଡ୍ ମହାମାରୀର ଦ୍ୱିତୀୟ ଲହର ପରିପ୍ରେକ୍ଷୀରେ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ପରିଚାଳିତ ସମନ୍ୱିତ ଶିଶୁବିକାଶ ଯୋଜନା ଅଧୀନରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ…
କରୋନା ଯୋଦ୍ଧାଙ୍କୁ ସମ୍ମାନିତ କଲେ ମା ଘର ସଦସ୍ୟା
ମାଲକାନଗିରି : ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘର ସଭାପତି ଦୁର୍ଯ୍ୟୋଧନ ପାତ୍ରଙ୍କ ନେତୃତ୍ୱରେ ସଙ୍ଘର ସଦସ୍ୟ ମାନେ ବିଗତ ଏକ ମାସ ଧରି ସଚେତନତା କାର୍ଯ୍ୟକ୍ରମକୁ ହାତକୁ ନେଇ ଗାଁ ଗାଁ ବୁଲି କୋଭିଡ19 ସଚେତନତା ରଥ ମାଧ୍ୟମରେ ଲୋକଙ୍କୁ ସଚେତନତା କରିଆସୁଥିଲେ।ଏହି ସଚେତନତା…
ଉତ୍କଳ ସାହିତ୍ୟ ସମାଜର ସାଧାରଣ ସଂପାଦିକାଙ୍କ ପରଲୋକରେ ଶୋକ
ବ୍ୟାସନଗର -. ଉତ୍କଳ ସାହିତ୍ୟ ସମାଜର ସାଧାରଣ ସଂପାଦିକା ମିନାକ୍ଷୀ ଦେବୀଙ୍କ ପରଲୋକରେ, ଯାଜପୁର ଜିଲ୍ଲା ଲେଖିକା ସଂସଦ ତରଫରୁ ଗଭୀର ଶୋକବ୍ୟକ୍ତ କରାଯାଇଛି . ସଂସଦର ସଭାପତି ହିରଣ୍ୟମୟୀ ମହାନ୍ତି , ସଂପାଦିକା ବ୍ରଜେଶ୍ବରୀ ସିଂହ , ଉପଦେଷ୍ଟା ଧିପ୍ରଭା ଦେବୀ , ଉପସଭାପତି ପ୍ରମିଳା…
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ଚଳିତ ବର୍ଷର ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ
"ପରୀକ୍ଷା ଠାରୁ ଛାତ୍ରଛାତ୍ରୀଙ୍କ ଜୀବନ ବହୁ ଅଧିକ ଗୁରୁତ୍ବପୂର୍ଣ୍ଣ । "
ଭୁବନେଶ୍ୱର : ସାରା ଦେଶରେ କୋଭିଡ ମହାମାରୀର ଦ୍ବାତୀୟ ଲହର ବର୍ତ୍ତମାନ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି । ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ପିଲାମାନଙ୍କ ପାଠପଢା ଓ ଲୋକମାନଙ୍କର ଜୀବନଜୀବିକା ।…
ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ‘ଉଡ଼ ଫାୟାର’ର ଅଭିନବ ପଦକ୍ଷେପ
ଭୁବନେଶ୍ୱର/ ଚକ୍ରଧର ମାଝୀ : ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ‘ଉଡ଼ ଫାୟାର’ ପକ୍ଷରୁ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । ଏକ ନିଆରା ଢଙ୍ଗରେ ‘ଉଡ଼ ଫାୟାର’ ବିଶ୍ୱ ପରିବେଶ ସପ୍ତାହ ପାଳନ କରୁଛି । ଖାଦ୍ୟ ଅଡର଼୍ର ଦେଲେ ଖାଦ୍ୟ ସହ ଗଛର ମଞ୍ଜି ମାଗଣାରେ ଦିଆଯାଉଛି । ଯାହାଫଳରେ ପରିବେଶର…
ଚୋରୀ ଜିନିଷ କିଣି ବନ୍ଧା ହେଲେ ମହିଳାଙ୍କ ସମେତ ଦୁଇ
ବାରିପଦା,(ଦିଲ୍ଲୀପ ମହାନ୍ତି): - ବାରିପଦା ସଦର ଥାନା ଅନ୍ତର୍ଗତ ଶ୍ୟାମଖୁଣ୍ଟା ବ୍ଲକ ତେଲିବିଲା ଗ୍ରାମରୁ ଡ୍ରେନ ଉପରେ କଭର ପଡିବା ନିମନ୍ତେ ଥିବା ସେଣ୍ଟରିଂ ଉପକରଣ କିଣି ଜଣେ ମହିଳାଙ୍କ ସମେତ ଦୁଇ ଗିରଫ ହୋଇଛନ୍ତି। ଗିରଫ ଦୁଇ ଜଣ ଯାକ କବାଡି କାରବାର କରୁଥିବା ପୁଲିସ ସୂତ୍ରରୁ ପ୍ରକାଶ।…