କୋଭିଡ ହସ୍ପିଟାଲ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ରୋଗୀଙ୍କ ସହିତ କଥା ହେଲେ, ଜିଲ୍ଲାପାଳଙ୍କ ସହିତ ଆଲୋଚନା କଲେ କୋଭିଡ ହସ୍ପିଟାଲ ସ୍ଥାନାନ୍ତର ନେଇ ମତ ରଖିଲେ ବାରିପଦା/ଦିଲ୍ଲୀପ ମହାନ୍ତି : ବାରିପଦା କୋଭିଡ ହସ୍ପିଟାଲକୁ ନେଇ ବିବାଦ ବଢ଼ିବାରେ ଲାଗିଛି।  ଆଜି ଏନେଇ କ୍ଷେତ୍ର ପରିଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।…

ଆନ୍ତର୍ଜାତିକ ପିତୃ-ମାତୃ ଦିବସ ପାଳନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆନ୍ତର୍ଜାତିକ ପିତୃ, ମାତୃ ଦିବସ ଅବସରରେ ଆଜି ଅପରାହ୍ନରେ କବି  ବିଚିତ୍ରାନନ୍ଦ ବେବର୍ତ୍ତା , ସଦସ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ,ଗଜପତିଙ୍କ ପୌରହିତ୍ୟରେ ଏକ ଭର୍ଚୁଆଲ୍ ମାଧ୍ୟମରେ ସ୍ଵରଚିତ କବିତା ଆସର ଅନୁଷ୍ଠିତ ହୋଇସାରିଛି । ପିତା…

ପ୍ରଫୁଲ ବାବୁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ପୌରପରିଷଦ ଅଧୀନରେ ଥିବା ଚିକିତ୍ସାଳୟରେ ଡ୍ରେସର ଭାବେ ୧୯୮୪ ମସିହା ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଲୋକଙ୍କ ସେବା କରିଆସୁଥିଲେ ପ୍ରଫୁଲ କୁମାର ବେହେରା ।  ତାଙ୍କ ସେବା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଛାଡ଼ି ଅଲଗା…

ବିଏମଏସ ପରିଚାଳିତ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘ ପକ୍ଷରୁ  ଦଶ ଦଫା ସମ୍ବଳିତ ଦାବିପତ୍ର 

ରାୟଗଡ଼ା(ସରୋଜ କୁମାର ସାହୁ):ଅଖିଳ ଭାରତୀୟ କନଷ୍ଟକସନ ମଜଦୁର ମହା ସଂଘର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘ ତରଫରୁ ରାଜ୍ୟ ବ୍ୟାପି ଜିଲ୍ଲା ଶ୍ରମ ଅଧିକାରୀଙ୍କ ଜରିଆରେ ଶ୍ରମିକ ମାନଙ୍କୁ ବିଭିନ୍ନ ସମସ୍ୟାକୁ ନେଇ…

” ଓଡ଼ିଶା ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଏବଂ ଅଭିନବୀକରଣ ପ୍ରୋତ୍ସାହନ ଯୋଜନା ଏକ ସମୟୋପଯୋଗୀ ପଦକ୍ଷେପ “

ମୁଖ୍ୟମନ୍ତ୍ରୀଙ୍କ ଏହି ଦୂରଦୃଷ୍ଟିସଂପନ୍ନ ପଦକ୍ଷେପ ରାଜ୍ୟରେ ଗବେଷଣା ସଂସ୍କୃତିକୁ ବ୍ୟାପକ କରିବ : ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ସାହୁ ଭୁବନେଶ୍ୱର(ଶାସକ ପ୍ରଶାସକ) :ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଗବେଷଣାକୁ ଅଧିକ ବ୍ୟାପକ ଏବଂ ଗବେଷଣା ସଂସ୍କୃତିକୁ ଆଗେଇ ନେବା ଦିଗରେ ଓଡ଼ିଶା…

ଅବକାରୀ ବିଭାଗର ଚଢ଼ାଉ: ୬.୧କେଜି ଓଜନର ଗଞ୍ଜେଇ ଜବତ, ଜଣେ ଗିରଫ ।

ପଦ୍ମପୁର- ପଦ୍ମପୁର ଗାଇସିଲାଟ ରୋଡ଼ ଠାରେ ବେଆଇନ ଭାବେ ଗଞ୍ଜେଇ ରଖି ବିକ୍ରି କରୁଥିବା ଅଭିଯୋଗ ହେବାପରେ ପଦ୍ମପୁର ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ଚଢାଉରେ ୬.୧ କେଜି ଓଜନର ଗଞ୍ଜେଇ ଜବତ କରିବା ସହିତ ସୁବାସ ପଧାନ ନାମକ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି । ଅବକାରୀ…

ଝାରବନ୍ଧ ଜୁନିୟର କଲେଜ ରେ ନୂତନ ଅଧ୍ୟକ୍ଷ ଙ୍କ ଯୋଗଦାନ

ଝାରବନ୍ଧ -ମନୋହର ଦାଶ:ଝାରବନ୍ଧ ସ୍ଥିତ ଜୁନିୟର କଲେଜ ରେ ଆଜି ନୂତନ ଅଧ୍ୟକ୍ଷ ଭାବରେ ଅର୍ଥଶାସ୍ତ୍ର ବିଭାଗର ବରିଷ୍ଠ ଅଧ୍ୟାପକ ଶ୍ରୀଯୁକ୍ତ ପ୍ରମୋଦ କୁମାର ସାହୁ ଦାୟିତ୍ଵ ଗ୍ରହଣ କରିଛନ୍ତି। ପ୍ରକାଶ ଥାଉକି ଶ୍ରୀଯୁକ୍ତ ସାହୁ ମହାମରୀ କରୋନା ସମୟରେ କଲେଜ ବନ୍ଦ ଥିବା ଯୋଗୁ ଗତବର୍ଷ ଲକ୍ ଡାଉନ…

କୋଭିଡରେ ସ୍ବାମୀଙ୍କୁ  ହରାଇଥିବା ମହିଳା ଏବଂ ବାପା ମାଙ୍କୁ ହରାଇଥିବା ପିଲାମାନଙ୍କ ପାଇଁ ୧୫ ଦିନ ଭିତରେ ପେନ୍‌ସନ୍‌…

https://www.youtube.com/watch?v=ClRAjuMmTHg କୋଭିଡ ମୁକାବିଲା:  ମୁଖ୍ୟମନ୍ତ୍ରୀ ନେଲେ ସମୀକ୍ଷା ସମସ୍ତ ସାମାଜିକ ନିରାପତ୍ତା ଯୋଜନାର ହିତାଧିକାରୀଙ୍କୁ ୩ ମାସର ଆଗୁଆ ପେନ୍‌ସନ ତୃତୀୟ ଲହର ପାଇଁ ପ୍ରସ୍ତୁତି ଆରମ୍ଭ କର, ପିଲାମାନଙ୍କ ଯତ୍ନ ଉପରେ ସ୍ବତନ୍ତ୍ର ଫୋକସ୍‌…

ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡକୁ ଅଧିକ କ୍ରିୟାଶୀଳ କରାଯିବ : ମନ୍ତ୍ରୀ ଡ. ସାହୁ

ଭୁବନେଶ୍ୱର(ଶାସକ ପ୍ରଶାସକ) : ପ୍ରାଣୀମାନଙ୍କ ମଙ୍ଗଳ ସାଧନ ଓ ସେମାନଙ୍କ ପ୍ରତି ହେଉଥିବା ନିଷ୍ଠୁର ଆଚରଣରୁ ସୁରକ୍ଷା ପ୍ରଦାନ କରିବା ଦିଗରେ ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛିା ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡକୁ ଅଧିକ କ୍ରିୟାଶୀଳ କରିବା ନିମନ୍ତେ ଏହାକୁ ଅଧିକ…

ବାହା ଭୋଜି ଚାଲିଥିଲା, ପହଞ୍ଚିଗଲେ ପ୍ରେମିକା

ନୟାଗଡ଼(ବିଶ୍ୱଜିତ ନାୟକ) - ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ତେନ୍ତୁଳିଆପଲ୍ଲୀ ଗ୍ରାମର ବାପୁନୀ ନାୟକ ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ସହିତ ଦୀର୍ଘ ଦିନ ଧରି ପ୍ରେମ ସଂପର୍କ ସ୍ଥାପନ କରିଆସୁଥିଲେ ଏବଂ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ମଧ୍ୟ…