ପୋଖରୀ ରେ ବୁଡ଼ି ଦୁଇ ନାବାଳିକା ମୃତ

ତିହିଡ଼ି (ସେଖ ଅବଦୁଲ ଫିତର) : ବାସୁଦେବପୁର ବ୍ଲକ ନାୟକାଣିଡିହ ଥାନା ଗୋବିନ୍ଦପୁର ପଞ୍ଚାୟତ ବ୍ରଜାନନ୍ଦପୁର ଗ୍ରାମରେ ଅଘଟଣ। ପୋଖରୀରେ ବୁଡିଯାଇ ଦୁଇ ନାବାଳିକା ଭଉଣୀଙ୍କ ମୃତ୍ୟୁ ହୋଇଛି। ଖବର ଅନୁଯାୟୀ କୌଣସି କାରଣରୁ ଘର ନିକଟରେ ଥିବା ଏକ ପୋଖରୀରେ ଦୁଇ ଭଉଣୀ ପଡି ଯାଇଥିଲେ। ଏହା ଦେଖି…

ଆନ୍ଧ୍ର ଓଡିଶା ସୀମାନ୍ତ  ଚେକିଂ ପୋଏଣ୍ଟ କେରଡା ଗସ୍ତ କରି  ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ  l 

ରାୟଗଡ/ସରୋଜ ସାହୁ - ଆଜି ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଆନ୍ଧ୍ର ଓଡିଶା ସୀମାନ୍ତ କେରଡା ଚେକ ପଏଣ୍ଟ ଗସ୍ତ କରି ଯାଞ୍ଚ ପ୍ରକ୍ରିୟା ଅନୁଧ୍ୟାନ କରିଥିଲେ l ସେଠାରେ ନିୟୋଜିତ ପୋଲିସ କର୍ମଚାରୀ, ପରିବହନ କର୍ମଚାରୀ, ଶିକ୍ଷକ ଆଦିଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋଚନା…

ବାଚସ୍ପତି ବହିଷ୍କୃତ 

ବଲାଙ୍ଗିର(ସନ୍ତୋଷ କୁମାର ଠାକୁର ): ବଲାଙ୍ଗିର ପାଟଣାଗଡର ପୂର୍ବତନ ଏସଡିଏମଓଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ଦୁର୍ନୀତି ଓ ବେଆଇନ କାର୍ଯ୍ୟ ଅଭିଯୋଗରେ ବାଚସ୍ପତି ଦାସ ବହିଷ୍କୃତ ହୋଇଛନ୍ତି । ଖବର ଅନୁସାରେ, ପୁରୀ ଜିଲ୍ଲା ଗୋପରେ ଗର୍ଭ ନିରୂପଣ ଆଇନ ଉଲ୍ଲଙ୍ଘନ କରିଥିବାରୁ…

ଶୀତଳଷଷ୍ଠୀ କମିଟିର ମହାନଗର ନିଗମ କାର୍ଯ୍ୟାଳୟ ଘେରାଉ

https://www.youtube.com/watch?v=oBdTMKTwJWA ସମ୍ବଲପୁର/ରମାକାନ୍ତ ବିଶ୍ୱାଳ :  ସମ୍ବଲପୁର ର ପ୍ରଶିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଆଉ କେଇ ଦିନ ବାକି ଥିବାବେଳେ ମହାନଗର ନିଗମ ଯାତ୍ରା ଆୟୋଜନ ରେ ଅସହଯୋଗ କରୁଥିବା ଅଭିଯୋଗ କରିଛି ଯାତ୍ରା କମିଟି ।ଏନେଇ ନନ୍ଦପଡା ଶୀତଳଷଷ୍ଠୀ ଯାତ୍ରା…

୨୦୦ ଲିଟର ଦେଶୀ ରନ୍ଧା ମଦ ସହିତ ମୋଟର ସାଇକେଲ ଜବତ, ୩ ଗିରଫ ।

ଭଦ୍ରକ ବ୍ଲକ (ସୀତାକାନ୍ତ ପାଢ଼ୀ): ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ନିର୍ଦ୍ଦେଶକ୍ରମେ ଓ  ଉପ-ଜିଲ୍ଲାପାଳ ଶ୍ରୀ ପିତାମ୍ବର ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ନିରୀକ୍ଷକ ଶ୍ରୀ ଧନେଶ୍ୱର ବରାଡ଼ ଏବଂ ତିହିଡ଼ି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ…

୭ଟି ଜିଲ୍ଲାରେ ୭ଟି ଅକ୍ସିଜେନ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ରଖିଲେ ମୁଖ୍ୟମନ୍ତ୍ରୀ : ୨୯.୪୧ କୋଟି ଟଙ୍କାର ବିଭିନ୍ନ …

ବାଲେଶ୍ବରରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସହାୟତାରେ ଅତିରିକ୍ତ ସ୍ବାସ୍ଥ୍ୟ କେନ୍ଦ୍ର, କଟକରେ ଫୁସଫୁସ ମେଡିସିନ୍‌ ସଂକ୍ରାନ୍ତୀୟ ଉତ୍କର୍ଷ କେନ୍ଦ୍ର, ଡେଙ୍ଗୁ ଡାଇରିଆ ୱାର୍ଡ ଓ ରକ୍ତ ବର୍ଗୀକରଣ ୟୁନିଟ୍‌ର ଉଦ୍‌ଘାଟନ, ନବରଙ୍ଗପୁରରେ RT PCR ଟେଷ୍ଟ ଲାବୋରେଟୋରୀ ଉଦ୍‌ଘାଟିତ ବିଭିନ୍ନ…

କ୍ୟୁଏସ୍ ୱାଲର୍ଡ ୟୁନିଭରସିଟି ରାଙ୍କିଙ୍ଗସରେ  ସୋଆ

ଭୁବନେଶ୍ୱର, : ସମ୍ମାନଜନକ କ୍ୟୁଏସ୍ ୱାଲର୍ଡ ୟୁନିଭରସିଟି ରାଙ୍କିଙ୍ଗସ୍ ୨୦୨୨ ସଂସ୍କରଣରେ ଓଡ଼ିଶାରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ସ୍ଥାନ ପାଇବାର ସଫଳତା ଅର୍ଜନ କରିଛି । ମଙ୍ଗଳବାର ପ୍ରକାଶିତ ଏହି ରାଙ୍କିଙ୍ଗସରେ  ସ୍ଥାନ ପାଇଥିବା ଭାରତର ୩୫ଟି ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକ ମଧ୍ୟରେ…

ଉପାନ୍ତ ଅଂଚଳରେ ବିଜୁ ଜନତା ଦଳର ରକ୍ତ ଦାନ ଶିବିର 

ବରଗଡ :- ବର୍ତ୍ତମାନ ପ୍ରବଳ ଖରା ସହିତ କୋରୋନା ମହାମାରୀର ଭୟ ସାଧାରଣ ଜନତାଙ୍କୁ ଅସ୍ତବ୍ୟସ୍ତ କରି ପକାଉଛି । ଅନ୍ୟପଟେ କ୍ରମାଗତ ଭାବରେ ବିଭିନ୍ନ ରକ୍ତ ଭଣ୍ଡାର ଗୁଡିକରେ ରକ୍ତର ଘୋର ଅଭାବ ଦେଖିବାକୁ ମିଳୁଛି । ଓଡ଼ିଶାରେ କରୋନା ମହାମାରୀ ସମୟରେ "ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ" ବୋଲି…

ଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ବଜାୟ ରଖିଲା କିଟ୍‍

ଟାଇମସ ହାଇଅର ଏଜୁକେସନ୍‍ ଏସିଆ ୟୁନିଭର୍ସିଟ ରାଙ୍କିଙ୍ଗ ଭୁବନେଶ୍ୱର, : ଦି ଟାଇମସ ହାଇଅର ଏଜୁକେସନ୍‍ ଏସିଆ ୟୁନିଭର୍ସିଟି ରାଙ୍କିଂ ୨୦୨୧ରେ କିଟ୍‍ ବିଶ୍ୱବିଦ୍ୟାଳୟ ଉତ୍ତମ ପ୍ରଦର୍ଶନ କରିଛି। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ‘ଦି ଟାଇମସ ହାଇଅର ଏଜୁକେସନ୍‍’ ପକ୍ଷରୁ ବିଶ୍ୱସ୍ତରୀୟ ଏସିଆ…

ରେଳ ଫାଟକ ପାର ହେବା ସମୟରେ ନିରାପତ୍ତା ନିୟମ ପାଳନ କରନ୍ତୁ: ପୂର୍ବତଟ ରେଳପଥର ମହାପ୍ରବନ୍ଧକ

ଆନ୍ତର୍ଜାତିକ ଲେଭେଲ କ୍ରସିଂ ସଚେତନତା ଦିବସ  ଭୁବନେଶ୍ୱର(ଶାସକ ପ୍ରଶାସକ): ସଡ଼କ ବ୍ୟବହାରକାରୀମାନେ ରେଳ ଫାଟକ ପାର ହେଉଥିଲାବେଳେ ନିରାପତ୍ତା ନିୟମକୁ କଡ଼ାକଡ଼ି ଭାବେ ଅନୁପାଳନ କରିବା ଲାଗି ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଅନୁରାଧ କରିଛନ୍ତିି । ଅନ୍ତର୍ଜାତିକ ଲେଭଲ…