Sign in
Sign in
Recover your password.
A password will be e-mailed to you.
ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ପ୍ରତିବାଦରେ ଭଦ୍ରକରେ କଂଗ୍ରେସର ଗଣଧାରଣା ।
ଭଦ୍ରକ ବ୍ଲକ୍,(ସୀତାକାନ୍ତ ପାଢ଼ୀ)କରୋନା କାଳରେ ଖାଉଟିଙ୍କ ମହଙ୍ଗା ମାଡ଼ । ତୈଳଦର ହୁ ହୁ ହୋଇ ବଢୁଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଦାମ ବି ବଢୁଛି । ପେଟ୍ରୋଲ ଓ ଡିଜେଲ୍ ଦରବୃଦ୍ଧି ପ୍ରତିବାଦରେ ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପେଟ୍ରୋଲ ପମ୍ପ ଆଗରେ ୪ ଘଣ୍ଟିଆ ଗଣଧାରଣ ଦିଆଯାଇଛି…
ତୈଳ ଦର ବୃଦ୍ଧି କୁ ନେଇ ନଗର କଂଗ୍ରେସ ର ପ୍ରତିବାଦ।
ଟିଟିଲାଗଡ, ( ଗୌରବ ଦର୍ଜୀ)-ଦିନକୁ ଦିନ ଦେଶ ରେ ସମସ୍ତ ପ୍ରକାର ଦ୍ରବ୍ୟ ର ଦର ବୃଦ୍ଧି ପାଇବା ରେ ଲାଗିଛି। ସେହିପରି ବିଶୋଧିତ ତୈଳ ଯଥା ପେଟ୍ରୋଲ ଓ ଡିଜେଲ୍ ର ଦର ବୃଦ୍ଧି ପାଇବା ରେ ଲାଗିଛି। ଦେଶ ର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଦର ୧୦୦ ଛୁଇଁଥିବା ବେଳେ କେତେକ ସ୍ଥାନରେ ୧୦୦ କୁ ମଧ୍ୟ…
ନାବାଳିକା ର ବିବାହ ବନ୍ଦ କରିବାରେ ସଫଳ ହେଲା ଚାଇଲ୍ଡ ଲାଇନ
୧୫ ବର୍ଷ ର ନାବାଳିକା ସହ ୩୬ ବର୍ଷ ର ଯୁବକ ର ହେବାକୁ ଯାଉଥିଲା ବିବାହ।
ଟିଟିଲାଗଡ, ( ଗୌରବ ଦର୍ଜୀ)-ଆଜି ଟିଟିଲାଗଡ ସ୍ଥିତ ମହାବୀର ଧର୍ମଶାଳା ରେ ଏକ ନାବାଳିକା ର ବିବାହ ହେଉଥିବା ଖବର ପାଇ ଚାଇଲ୍ଡ ଲାଇନ ଓ ଟିଟିଲାଗଡ ପୋଲିସ ପହଞ୍ଚିଥିଲେ। ଟିଟିଲାଗଡ ସହର ର ଜଣେ ୩୬ ବର୍ଷୀୟ ଯୁବକ ସହ …
ପେଟ୍ରୋଲ ଦର ଵୃଦ୍ଧି ପ୍ରତିବାଦ: କନ୍ଧମାଳ ଜିଲ୍ଲାରେ ଥିବା ପେଟ୍ରୋଲ ପମ୍ପ ସମ୍ମୁଖରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ
ଗଗନ କୁମାର ପ୍ରଧାନ(ଘୁ.ଉଦୟଗିରି): କଂଗ୍ରେସ ଦଳର ନିଷ୍ପତି କ୍ରମେ ଆଜି କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ପେଟ୍ରୋଲ ପମ୍ପ ସମ୍ମୁଖରେ ପେଟ୍ରୋଲ ଦର ଵୃଦ୍ଧି ପ୍ରତିବାଦରେ କଂଗ୍ରେସ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି I ଟିକାବାଲି ବ୍ଲକ କଂଗ୍ରେସ କମିଟି ସଭାପତି ଗୋକୁଳ ପ୍ରଧାନଙ୍କ…
ପେଟ୍ରୋଲ ଡ଼ିଜେଲ,ଓ ରନ୍ଧନ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧିକୁ ନେଇ ଜିଲ୍ଲା କଂଗ୍ରେସର ଧାରଣା ସହ ଆନ୍ଦୋଳନ।
ବଲାଙ୍ଗୀର /ନିରୋଜ ମିଶ୍ର :ବଲାଙ୍ଗୀର ଜିଲ୍ଲା କଂଗ୍ରେସ ତରଫରୁ ଆଜି ସହର ମଧ୍ୟରେ ଥବା ସମସ୍ତ ପେଟ୍ରୋଲ ଡ଼ିଜେଲ ପମ୍ପ ଗୁଡ଼ିକରେ ଜିଲ୍ଲା କଂଗ୍ରେସ,ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ର ମିଳିତ ଉଦ୍ୟମରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଯେଉଁଥିରେ ଦିନକୁ ଦିନ ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନ ଗ୍ୟାସ…
ସାମ୍ଭାବ୍ୟ ଲଘୁଚାପ ଜନୀତ ବର୍ଷା ପାଇଁ ଜିଲ୍ଲା ପାଳଙ୍କ ସତର୍କ ସୂଚନା ।
ଭଦ୍ରକ: ( ସତ୍ୟଭୂଷଣ ସ୍ବାମୀ ): ସାମ୍ଭାବ୍ୟ ଲଘୁଚାପ ଜନୀତ ବର୍ଷାଜଳ ପ୍ରଭାବରୁ ଜନସାଧାରଣଙ୍କୁ ନିରାପତ୍ତା ଦେବା ପାଇଁ ସ୍ଵତନ୍ତ୍ର ରିଲିଫ୍ କମିସନରଙ୍କ ସୂଚନା ଓ ନିର୍ଦ୍ଦେଶାନୁଯାୟୀ ଭଦ୍ରକ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ତହସିଲ, ବ୍ଲକ୍ ଓ ବିଜୁଳି ଡିପାର୍ଟମେଣ୍ଟକୁ ୨୪ ଘଣ୍ଟିଆ କଣ୍ଟ୍ରୋଲ…
“କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା” ଆବେଦନ ଶେଷ ତାରିଖ ଘୁଂଚିଲା
ଭୁବନେଶ୍ୱର : "ଓଡିଶା ରାଜ୍ୟ କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ଉଦ୍ଦିଷ୍ଟ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା -2016" ଅଧୀନରେ ଆବେଦନ ଗ୍ରହଣ କରିବାର ଶେଷ ତାରିଖ ୨୬.୦୬.୨୦୧୧ କୁ ବୃଦ୍ଧି କରାଯାଇଛି ସରକାର | ଏ ବିଷୟରେ ରା଼କ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଶ୍ରୀ ମାନସ ରଞ୍ଜନ…
ପୁଲିସ ମାଓବାଦୀ ଗୁଳିବିନିମୟ, ଜଣେ କ୍ୟାଡର ମାଓବାଦୀ ମୃତ
ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର ଅନ୍ତର୍ଗତ ଝାଞ୍ଜପାହାଡ଼ ଅଞ୍ଚଳ ର ଜଙ୍ଗଲରେ ରେ ଗତ ରାତିରେ ପୋଲିସ ଓ ମାଓବାଦୀ ମାନଙ୍କର ମଧ୍ୟରେ ଗୁଳିବିନିମୟ ହୋଇ ଜଣେ କ୍ୟାଡର ମାଓବାଦୀ ମୃତ୍ୟୁ ହୋଇଥିବା ପୋଲିସ ଡିଜି ଅଭୟ ଆଜି ସକାଳେ ସୂଚନା ଦେଇଛନ୍ତି । ମୃତ ମାଓବାଦୀ ନିକଟରୁ ଏକ ଏକେ 47 ରାଇଫଲ ସହିତ…
ଉପାନ୍ତ ଅଂଚଳରେ ବିଜେଡିର ରକ୍ତଦାନ ଶିବିର
ବରଗଡ଼ :- ରାଜ୍ୟରୁ ରକ୍ତ ର ଅଭାବକୁ ଦୂର କରିବା ନିମନ୍ତେ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କର ନିର୍ଦେଶରେ ବିଜୁ ଜନତା ଦଳର ଓଡିଶା ମୋ ପରିବାର ତରଫରୁ କ୍ରମାଗତ ଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ସଫଳତାର ସହିତ ତାକ୍ତଦାନ ଶିବିରର…
ବିଜୁ ଏକ୍ସପ୍ରେସ ୱେରୁ ଜବରଦଖଲ ଉଚ୍ଛେଦ
ବରଗଡ :- ବିଜୁ ଏକ୍ସପ୍ରେସ ୱେ ରାଜ୍ୟ ସରକାରଙ୍କର ଏକ ମହତ୍ୱକାଂକ୍ଷୀ ପ୍ରକଳ୍ପ । ଏହି ରାସ୍ତା କାମ ସମ୍ପୂର୍ଣ୍ଣ ହେଲେ ଅଞ୍ଚଳରେ ଗମନାଗମନ ବିକାଶ ହେବା ସହିତ ଲୋକଙ୍କର ଆର୍ଥିକ ଅବସ୍ଥାରେ ଅନେକ ପରିବର୍ତ୍ତନ ଆସିବ । ମୁଖତଃ କହିବାକୁ ଗଲେ ଏହି ରାସ୍ତା କାମ ସମ୍ପୂର୍ଣ୍ଣ ହେବାପରେ ଅଂଚଳର…