Sign in
Sign in
Recover your password.
A password will be e-mailed to you.
ବିଧାୟିକାଙ୍କ ସହାୟତାରେ ଜୋଖିପାଲି ଗ୍ରାମ ହେଲା ବିଶୋଧନ
ବରଗଡ଼: ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଜୋଖିପାଲି ଗ୍ରାମକୁ ବୁଧବାର ଦିନ ସକାଳେ ବିଶୋଧନ କରାଯାଇଛି | ଗାଁରେ କିଛି ଜଣ ବ୍ୟକ୍ତି କରୋନା ରୋଗରେ ଆକ୍ରାନ୍ତ ଥିବାରୁ ଗାଁର ସୁରକ୍ଷା ଦୃଷ୍ଟିରୁ ଗାଁର କିଛି ସଚେତନ ନାଗରିକ ବିଜେପୁର ବିଧାୟିକା ଶ୍ରୀମତୀ ରୀତା ସାହୁଙ୍କୁ ଅନୁରୋଧ କରିଥିଲେ |…
କୋଭିଡ଼ ପରିଚାଳନା ପାଇଁ ବିଏମସିକୁ ଆଉ କୋଡ଼ିଏ କୋଟି ଟଙ୍କା ମଂଜୁର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଭୁବନେଶ୍ୱରରେ କୋଭିଡ଼ ମହାମାରୀର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ,ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିରୁ ଆଉ କୋଡ଼ିଏ କୋଟି ଟଙ୍କା ମଂଜୁର କରିଛନ୍ତି । ସୂଚନାଯୋଗ୍ୟ ଯେ ପୂର୍ବରୁ ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ କୁ 77କୋଟି ଟଙ୍କା…
ସରକାରଙ୍କ ପରିଚାଳନାଗତ ତ୍ରୁଟି ଯୋଗୁଁ ଦେଶବାସୀ ଦୟନୀୟ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି-ନିରଞ୍ଜନ
ଭୁବନେଶ୍ୱର--ଗତ ଦୁଇବର୍ଷ ଧରି ସାରା ପୃଥିବୀରେ ବିଶେଷ କରି ଆମ ଦେଶ ଭାରତରେ କରୋନା ମହାମାରୀ ଯେପରି ଭାବେ ବ୍ୟାପିଛି ଏହିପରି ରୋଗ ପୃଥିବୀ ଇତିହାସରେ କେବେ ଦେଖାଯାଇନଥିଲା।କରୋନା ମହାମାରିରେ ସଂକ୍ରମିତ ହୋଇ ଲକ୍ଷ ଲକ୍ଷ ଲୋକ ମୂର୍ତ୍ୟୁମୁଖରେ ପଡିଚାଲିଛନ୍ତି।ଅର୍ଥନୈତିକ ଦୃଷ୍ଟିରୁ…
ଭୂମିହୀନ ମହିଳାଙ୍କୁ ମିଳୁନି ନ୍ୟାୟ
ଭଦ୍ରକ ବ୍ଲକ୍(ସୀତାକାନ୍ତ ପାଢ଼ୀ) : ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗଣିଜାଙ୍ଗ ହାସିନପୁର ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଭୂମିହୀନ ମହିଳାଙ୍କୁ ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି | ସୂଚନାଅନୁଯାୟୀ ହାସିନପୁର ଗ୍ରାମର ଭୂମିହୀନ ମହିଳା…
ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର
ଗୁଣୁପୁର:(ସୁବ୍ରତ କୁମାର ପଣ୍ଡା) : ରବି ଋତୁରେ ଧାନ କିଣା ବିକାରେ ବ୍ୟାପକ ଅବ୍ୟବସ୍ଥା, ଅଦିନିଆ ବର୍ଷା ଯୋଗୁଁ ଚାଷୀଙ୍କ ଫସଲ ନଷ୍ଟ ଓ ଚାଷୀଙ୍କ ଅନ୍ୟାନ୍ୟ ସମସ୍ୟା କୁ ନେଇ ଆଜି ଉପଜିଲ୍ଲାପାଳ ଙ୍କ ନିକଟରେ ଦାବି ଜଣାଇଲେ ଭାରତୀୟ ଜନତା ପାର୍ଟି ର କୃଷକ ମୋର୍ଚ୍ଚା | ମେ ୧ ତାରିଖରୁ ରବି…
ଝାଡ଼ଖଣ୍ଡରେ ବାରିପଦାର ଯୁବକ ଡେଭିଡ ହତ୍ୟା ମାମଲା: ଅଭିଯୁକ୍ତ ବଂଶୀ ଓ ନରେନ୍ଦ୍ର ଗିରଫ, କୋର୍ଟ ଚାଲାଣ
ଝାଡ଼ଖଣ୍ଡରୁ ମିଳିଲା ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଏବଂ ମୃତକଙ୍କ ଲୁଗାପଟା : ଦୋଷ ମାନିଲା ବଂଶୀ
ବାରିପଦା,/ ଦିଲ୍ଲୀପ ମହାନ୍ତି : ୨୦୧୭ ଏପ୍ରିଲ ମାସରୁ ଦୀର୍ଘ୪ ୪ ବର୍ଷ ହେବ ନିଖୋଜ ଥିବା ବାରିପଦାର ଯୁବକ ବିଶ୍ଵଜିତ ବେହେରା ଓରଫ ଡେଭିଡ ହତ୍ୟା ମାମଲାରେ ବାରିପଦା ଟାଉନ ଥାନା ପୁଲିସ ଦୁଇ…
କେନ୍ଦ୍ରୀୟ ବାତ୍ୟା ଅନୁଧ୍ୟାନକାରୀ ଟିମକୁ ଭେଟିଲେ ବିଜେପି ଉଚ୍ଚସ୍ତରୀୟ ପ୍ରତିନିଧିଦଳ
ବାତ୍ୟା ପୂର୍ବ ପ୍ରସ୍ତୁତି, ପରିଚାଳନା, କ୍ଷୟକ୍ଷତି ଏବଂ ସ୍ଥାୟୀ ସମାଧାନ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଛୁ : ପ୍ରତାପ ଷଡଙ୍ଗୀ
ଭୂବନେଶ୍ୱର: ବାତ୍ୟା ୟଶ୍ ଯିବାର ଯିବାର ଆଜିକୁ ୧୪ ଦିନ ବିତିଲାଣି । ବାତ୍ୟା ଓ ବନ୍ୟା କାରଣରୁ ଭଦ୍ରକ, ବାଲେଶ୍ୱର, ମୟୁରଭଂଜ, କେନ୍ଦ୍ରାପଡା, ଯାଜପୁର,…
୧୦୦ ଲିଟର ଦେଶୀ ରନ୍ଧା ମଦ ସହିତ ଦୁଇଟି ମୋଟର ସାଇକେଲ : ୨ଜଣେ ଗିରଫ ।
ଭଦ୍ରକ ବ୍ଲକ୍(ସୀତାକାନ୍ତ ପାଢ଼ୀ): ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ନିରୀକ୍ଷକ ଶ୍ରୀ କ୍ଷୀତିସ ଦାସ ଏବଂ ଭଦ୍ରକ ଭାମ୍ୟମାଣ ସ୍କ୍ୱାଡ ଭାରପ୍ରାପ୍ତ ଅଧିକାରୀ ଶ୍ରୀ ବ୍ରଜମୋହନ ମଲିକ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଭଦ୍ରକ ଟାଉନ୍ ଥାନା ଅନ୍ତର୍ଗତ ,ବେଲମଳା…
କୋଭିଡ ମୁକାବିଲା : ଏବେ ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ଶିଶୁ ମାନଙ୍କ ସ୍ବାସ୍ଥ୍ୟର ସୁରକ୍ଷା
ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର, ତାଲିମ ନେବେ ୧୧୧୪ ଡାକ୍ତର
ଦୈନିକ ଟିକାଦାନକୁ ୩ ଲକ୍ଷକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
କମ୍ ସକ୍ରମଣ ହାର ଥିବା ଜିଲ୍ଲାରେ ଅନ୍ ଲକ୍ ପ୍ରକ୍ରିୟା ଆରମ୍ଭ ବିଷୟ ସରକାର ବିଚାର କରୁଛନ୍ତି ମୁଖ୍ୟମନ୍ତ୍ରୀ…
ଏଏମ୍/ଏନ୍ଏସ୍ ଇଣ୍ଡିଆ ପକ୍ଷରୁ ଓଡିଶାରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ
ଭୁବନେଶ୍ୱର:- ନିଜର ସମସ୍ତ କର୍ମଚାରୀ, ସେମାନଙ୍କ ପରିବାର ଓ ବିଜିନେସ୍ ଆସୋସିଏଟଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଏଏମ୍/ଏନ୍ଏସ୍ ଇଣ୍ଡିଆ ସିରମ୍ ଇନଷ୍ଟିଟ୍ୟୁଟ ଠାରୁ ୩୩୦୦୦ କୋଭିସିଲଡ୍ ଟୀକା କ୍ରୟ କରିଛି । ଏହି ଟୀକା ୧୮ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ପ୍ରଦାନ କରାଯିବ…