କରୋନା କାଳରେ ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ। 

ପଦ୍ମପୁର(ଶାସକପ୍ରଶାସକ)-କରୋନା କାଳରେ ସରକାରଂକ କୋଭିଡ ନିୟମ ଅନୁସାରେ ଜନସାଧାରଣ ଲକଡାଉନରେ ରହୁଛନ୍ତି।ଗରିବ,ଅସହାୟ ଲୋକ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି।କାମ କରି ଯାଇ ନ ପାରି ଭୋକ ଉପାସରେ ରହୁଛନ୍ତି।ଏପରି ସ୍ଥିତିରେ ଟାଲ ଗ୍ରାମର ମହେନ୍ଦ୍ର ବଢେଇ ,ଅଧୁନା ଡେଲାଂଗ ତହସିଲଦାର ସହଯୋଗ…

ଅନ୍ତଃ ନଦୀ ଜଳାଶୟ ନିର୍ମାଣ କାର୍ଯ୍ୟ ଅଗ୍ରଗତି ସଂପର୍କରେ ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ସମୀକ୍ଷା

ଭୁବନେଶ୍ୱର:ରାଜ୍ୟରେ ପ୍ରବାହିତ ବଡ ବଡ ନଦୀରୁ ସମୁଦ୍ରକୁ ବୋହିଯାଉଥିବା ଜଳକୁ ସଂରକ୍ଷଣ କରି ରଖିବା  ନିମନ୍ତେ  ନଦୀ ଭିତରେ  କେତେକ ସ୍ଥାନରେ ବଡ ବଡ ଅନ୍ତଃ ନଦୀ ଜଳାଶୟ  ( ଇନ୍ ଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକ୍ଚର) ନିର୍ମାଣ ନିମନ୍ତେ  ରାଜ୍ୟ ସରକାରଙ୍କ ତରଫରୁ ଯୋଜନା  ରହିଛି ।  ଏହି ପ୍ରକଳ୍ପର…

ସ୍ୱୟଂ ଅନ ଲାଇନ ଶିକ୍ଷା ପୋର୍ଟାଲରୁ ଓଡ଼ିଆ ଭାଷା ବାଦ ପଡିବା ଘଟଣାରେ କ୍ଷୋଭ ପ୍ରକାଶ କଲେ ମନ୍ତ୍ରୀ ତୁଷାରକାନ୍ତି

   'ଓଡ଼ିଆ ଭାଷାରେ ପାଠ୍ୟ ବିଷୟ ଉପଲବ୍ଧ କରିବା ପାଇଁ  କେନ୍ଦ୍ର ନିକଟରେ ଦାବି ରଖାଯିବ' ଭୁବନେଶ୍ୱର- କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ସ୍ୱୟଂ ଅନଲାଇନ ଶିକ୍ଷା ପୋର୍ଟାଲରୁ  ଓଡ଼ିଆ ଭାଷା ବାଦ ପଡିବା ଘଟଣା ନେଇ  ଇଲେକଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ…

୨୪୦ ଲିଟର ଦେଶୀ ରନ୍ଧା ମଦ ସହିତ  ସ୍କୁଟି ଓ ଅଟୋ ରିକ୍ସା ଜବତ : ୩ ଗିରଫ ।

ଭଦ୍ରକ ବ୍ଲକ୍(ସୀତାକାନ୍ତ ପାଢ଼ୀ): ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ନିର୍ଦ୍ଦେଶକ୍ରମେ ଓ  ଉପ-ଜିଲ୍ଲାପାଳ ଶ୍ରୀ ପିତାମ୍ବର ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଭାମ୍ୟମାଣ ସ୍କ୍ୱାଡ ଭାରପ୍ରାପ୍ତ ଅଧିକାରୀ ଶ୍ରୀ ବ୍ରଜମୋହନ ମଲିକ ଓ ଷ୍ଟାଫମାନଙ୍କୁ ନେଇ…

ବିଶ୍ୱ ପରିବେଶ ଦିବସରେ ସୋଆରେ ପ୍ରଧାନମନ୍ତ୍ରୀଙ୍କ ଲାଇଭ୍ ଷ୍ଟ୍ରିମିଂ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଚଳିତ ସପ୍ତାହରେ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍)ର ଓଡ଼ିଶା କାର୍ଯ୍ୟାଳୟ ପକ୍ଷରୁ ଜୁନ୍ ୫ ତାରିଖରେ ସୋଆରେ…

‘ୟାସ’ ପ୍ରଭାବିତ କୃଷକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା

33%ବା ତାଠାରୁ ଅଧିକ ଫସଲ  ଷତି ସହିଥିବା ଛୋଟ ଓ  ନାମମାତ୍ର ଚାଷୀ ଙ୍କ ପାଇଁ ଇନପୁଟ ସହାୟତା  । 33% ବା ଅଧିକ ଷତି ସହିଥିବା ଛୋଟ ଓ ନାମମାତ୍ର ଚାଷୀ ଙ୍କ  ସ୍ଵଳ୍ପ ମିଆଦୀଋଣ  ମଧ୍ୟମ ମିଆଦୀ ଋଣକୁ ପରିବର୍ତ୍ତନ କୃଷି ଯାନ୍ତ୍ରିକୀକରଣ ପାଇଁ କୋଡ଼ିଏ କୋଟି ଟଙ୍କାର ରିହାତି…

ପୁରୀ ବ୍ୟତୀତ ଓଡିଶାର ସମସ୍ତ ସ୍ଥାନରେ ରଥ ଯାତ୍ରା ନିଷେଧ |

ଭୁବନେଶ୍ୱର : କୋଭିଡ -19 ର ଦ୍ୱିତୀୟ ଲହର ପରିପ୍ରେକ୍ଷୀରେ ଶ୍ରୀଜିଉଙ୍କ ମୁଖ୍ୟ ବିଜେସ୍ଥଳୀ ପୁରୀ ବ୍ୟତୀତ ରାଜ୍ୟର ସମସ୍ତ ସ୍ଥାନରେ ପ୍ରଭୁ ଜଗନ୍ନାଥ ବହୁ ପ୍ରତୀକ୍ଷିତ ରଥଯାତ୍ରା ଉତ୍ସବ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର | ପୁରୀର ରଥଯାତ୍ରା ସମୟରେ…

ବୁର୍ଲା ଭିମସାର ଡାକ୍ତରଖାନାରେ ଶିଳାନ୍ୟାସ ହେଲା ପିଏସଏ ଅକ୍ସିଜେନ ପ୍ଲାଣ୍ଟ

ସମ୍ବଲପୁର /ରମାକାନ୍ତ ବିଶ୍ବାଳ:  ବୁର୍ଲା ଭୀମସାର ସମେତ ରାଜ୍ଯର ୭ଟି ସ୍ଥାନରେ ଶିଳାନ୍ଯାସ ହେଲା ପିଏସଏ ଅକ୍ସିଜେନ ପ୍ଲାଣ୍ଟ । ବୁର୍ଲା ଭୀମସାର କୋଭିଡ ହସ୍ପିଟାଲ ୨ରେ ଏହାକୁ ଭର୍ଚୁଆଲ ମାଧ୍ଯମରେ ଶିଳାନ୍ଯାସ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଭୀମସାର କୋଭିଡ ହସ୍ପିଟାଲରେ ୨ରେ…

ନାରୀଟିଏ ସ୍ୱାଧିନରେ  ବଞ୍ଚିରହୁ 

 ସାବିତ୍ରୀ' ଗୋଟେ ନାରୀର ଡାକ ନା ହୋଇପାରେ,ଗୋଟେ ନାରୀ ଏ ସମାଜକୁ ଭେଟି ଦେଉଥିବା ତା ସତୀତ୍ୱର ପ୍ରମାଣ ହୋଇପାରେ , ଗୋଟେ ନାରୀ ସ୍ୱାମୀ ସ୍ତ୍ରୀର ସମ୍ପର୍କକୁ ଦୀର୍ଘାୟୁ,ଓ ସୁଖଦ କରିବାର ଗୋଟେ ପ୍ରାର୍ଥନାର ଅଭିବ୍ୟକ୍ତି ହୋଇପାରେ ,କିମ୍ବା ମନର ମଣିଷ ପ୍ରତି ଥିବା ଢେର୍ ସାରା ଭଲପାଇବାର ଏକ…

ଓଡିଶା ମୋ ପରିବାର – ଜୀବନ ବିନ୍ଦୁ ଆନୁକୂଲ୍ୟରେ ଯୁବ ବିଜେଡି ପକ୍ଷରୁ ମେଗା ରକ୍ତ ଦାନ ଶିବିର ଉଦଘାଟିତ

ଭୁବନେଶ୍ୱର (ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ "ଓଡ଼ିଶା- ମୋ ପରିବାର" ଜୀବନ ବିନ୍ଦୁ ଆନୁକୁଲ୍ୟରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ବିଜେଡି ରାଜ୍ୟ କାର୍ଯ୍ୟାଳୟ ଠାରେ ସ୍ବେଛାକୃତ ମେଗା ରକ୍ତଦାନ ଶିବିର ଉଦଘାଟିତ…