Sign in
Sign in
Recover your password.
A password will be e-mailed to you.
ନେହୁରୁ ଯୁବକେନ୍ଦ୍ର ଓ ୟୁନିସେଫ ପକ୍ଷରୁ ସଚେତନତଧର୍ମୀ ମିଳିତ ଆଲୋଚନାଚକ୍ର ।
ମାଲକାନଗିରି (ବି ଶ୍ରୀନିବାସ ପାତ୍ର) ନେହୁରୁ ଯୁବକେନ୍ଦ୍ର ମାଲକାନଗିରି ଦ୍ୱାରା ଏକ ତିନିଦିନିଆ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ଟି ନେହୁରୁ ଯୁବକେନ୍ଦ୍ର ସଙ୍ଘଠନ ଓଡ଼ିଶା ଏବଂ ୟୁନିସେଫ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଆୟୋଜିତ କରାଯାଇଥିଲା । ଉକ୍ତ…
୧୮ରୁ୪୪ ବୟସ ଟୀକାକରଣ କେନ୍ଦ୍ରକୁ ଉଦଘାଟନ କଲେ ଜିଲ୍ଲାପାଳ ।
ମାଲକାନଗିରି: ମାଲକାନଗିରି ପୌରାଞ୍ଚଳର ହାଟପଦା ସ୍ଥିତ ବୁଟିଗୁଡା ସ୍କୁଲ ପ୍ରକୋଷ୍ଠରେ ମାଲକାନଗିରି ଜିଲ୍ଲାପାଳ ୱାଇ ବିଜୟଙ୍କ ଦ୍ବାରା କରୋନା ଟିକା କେନ୍ଦ୍ରକୁ ଉଦ୍ଘାଟନ କରାଯାଇଛି ।ଏହି କରୋନା ଟିକା ୧୮ ରୁ ୪୪ ବର୍ଷ ବୟସର ବ୍ଯକ୍ତିମାନଙ୍କୁ ଦିଆ ଯିବ । ଏଥିପାଇଁ ବିବିଗୁଡା,ଏକ୍ସ…
ଅନେକଙ୍କ ଜୀବନ ବଞ୍ଚାଉଛି ରାଜ୍ୟ ସରକାରଙ୍କ ୧୦୪ ସ୍ୱାସ୍ଥ୍ୟ ସେବା
ଗତବର୍ଷ ଠାରୁ ନିରନ୍ତର ଭାବେ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କୁ ସଚେତନ କରେଇ ଆସୁଛନ୍ତି ଶିକ୍ଷକ ଦିବସ ସାହୁ
ଭୁବନେଶ୍ୱର : ଓଡ଼ିଶା ସରକାର ଙ୍କ ରାଜ୍ୟରେ କୋଭିଡ-୧୯ ସଂକ୍ରାନ୍ତିୟ ସେବା ନିମନ୍ତେ ଏକ ଗତବର୍ଷ ଠାରୁ ସଂପୂର୍ଣ୍ଣ ଦେୟମୁକ୍ତ ଟେଲିମେଡ଼ିସିନ୍ ହେଲ୍ପଲାଇନ୍…
ବିଜେପି ପକ୍ଷରୁ ରକ୍ତଦାନ ଶିବିର ।
ପଦ୍ମପୁର-ରକ୍ତ ଦାନ ମହତ ଦାନ । ରକ୍ତ ଅଭାବ ରୁ ପ୍ରତିଦିନ ଶହ ଶହ ଲୋକ ମୃତ୍ୟୁ ବରଣ କରୁଥିବା ସମୟରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ତରଫରୁ ପାଇକମାଲ ବ୍ଲକ କୁଦୋଗୁଡା ( ଭୁବନେଶ୍ଵପୂର ) ଗ୍ରାମ ଠରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଥିଲା। ପଦ୍ମପୁର ପୂର୍ବତନ ବିଧାୟକ…
ଡ୍ରଗ୍ସ କାରବାର ବିରୋଧରେ ଅଧିକ କଠୋର ଓ ସୁଦୃଢ ହେବ ଏସ୍ଟିଏଫ୍ : ଡିଜିପି
ଭୁବନେଶ୍ୱର (ଶାସକ ପ୍ରଶାସକ) : ଡ୍ରଗ୍ସ କାରବାର ବିରୋଧରେ ଓଡ଼ିଶା ପୁଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଡ୍ରଗ୍ସ କାରବାର ଦମନ କରିବାରେ ସ୍ପେଶାଲ ଟାସ୍କଫୋର୍ସ(ଏସ୍ଟିଏଫ୍) ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଏକ…
ଯେତେବେଳେ କରୋନା ସଂକ୍ରମିତଙ୍କ ପାଖରେ ନିଜ ଲୋକ ନଥାନ୍ତି, ସେତେବେଳେ ନିଜର ହୋଇଥାନ୍ତି ସମ୍ କୋଭିଡ୍ ଓ ସମ୍ ଅଲ୍ଟିମେଟ୍…
ଭୁବନେଶ୍ୱର : ପରିବାରର କେହି କରୋନା ସଂକ୍ରମିତ ହୋଇଗଲେ ଆମେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ବ୍ୟତିବ୍ୟସ୍ତ ହୋଇଉଠୁଛୁ । ଏହି ଅଦୃଶ୍ୟ ଶତ୍ରୁ ଦ୍ୱାରା କବଳିତ ହେବା ପରେ ସେହି ଆତ୍ମିୟ ଜଣଙ୍କ ପାଖରେ ଯଦି କେହି ନିଜ ଲୋକ ରହିପାରିବା ସମ୍ଭବପର ନ ହୁଏ ତେବେ ଉଭୟ ସଂକ୍ରମିତ ଏବଂ ପରିବାର…
ପାରଳାଖେମୁଣ୍ଡିରେ ସହରରେ ୨ୟ ଦିନରେ ୧୮ରୁ ୪୪ ବର୍ଷ ବ୍ୟକ୍ତିଙ୍କ ପାଇଁ ପ୍ରଥମ ଡୋଜ୍ ଟୀକାକରଣ କାର୍ଯ୍ୟକ୍ରମ
https://www.youtube.com/watch?v=CLvcvQ2_f14
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦୀର୍ଘ ଦିନର ଅପେକ୍ଷା ପରେ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ତଥା ପୌରପରିଷଦରେ ଆରମ୍ଭ ହୋଇଛି ୧୮ରୁ ୪୪ ବର୍ଷ ବ୍ୟକ୍ତିଙ୍କ ପ୍ରଥମ ଡୋଜ୍…
ଜନ ବିକାଶ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଜନ ବିକାଶ ସ୍ବେଛାସେବୀ ଅନୁଷ୍ଠାନ ଦ୍ଵାରା ଆଜି କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକର ସାରଂଗଡ ଗ୍ରାମପଂଚୟତ ଠାରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି I ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ଡ.ବୃନ୍ଦା ଡି, ଉପଜିଲ୍ଲାପାଳ ଡ.ସୁଭଙ୍କର…
ଦେଶ ଉଦ୍ଦେଶ୍ୟରେ ୨୦୧ଟି ସିଏନଜି ଷ୍ଟେସନକୁ ଉତ୍ସର୍ଗ କଲେ କେନ୍ଦ୍ରମନ୍ତ୍ରୀ
ଆଗାମୀ ଦିନରେ ୧୦ ହଜାର ସିଏନଜି ଷ୍ଟେସନ ପ୍ରତିଷ୍ଠା ସହ ୫ କୋଟି ପିଏନଜି ସଂଯୋଗ ଲକ୍ଷ୍ୟ- ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର,– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପେଟ୍ରୋଲିୟମ ଓ ଗ୍ୟାସ ମନ୍ତ୍ରଣାଳୟର ପରିବେଶ ସୁରକ୍ଷା ତଥା ସମସ୍ତଙ୍କ ପାଖରେ ସ୍ୱଚ୍ଛ ଇନ୍ଧନ…
ପ୍ରବାସରେ ଥାଇ ବି ମାଟି ପ୍ରତି ଦାୟିତ୍ୱ ଭୁଲି ନାହାନ୍ତି ଡାକ୍ତର ଯୋଷୀ
ଭୁବନେଶ୍ୱର (ନିରୋଜ ମିଶ୍ର) : ପ୍ରବାସରେ ଥାଇ ବି ମାଟି ପ୍ରତି ଦାୟିତ୍ୱ ଭୁଲି ନାହାନ୍ତି | ମହାମାରୀ କରୋନା ସମୟରେ ନିଜ ଜନ୍ମମାଟି ପାଇଁ ସହଯୋଗର ହାତ ବଢ଼ାଇଛନ୍ତି ଓଡ଼ିଆ ଡାକ୍ତର ଚିତ୍ତରଂଜନ ଯୋଷୀ। ବର୍ତ୍ତମାନ କରୋନା ମହାମାରୀ ସମୟରେ ଅକ୍ସିଜେନ ପାଇଁ ରୋଗୀ ଛଟପଟ। ଆଉ ଏଭଳି ସମୟରେ ନିଜ…