ସେପ୍ଟେମ୍ବର ପାଇଁ ଅନଲକ ଗାଇଡ୍ଲାଇନ : ସପ୍ତାହାନ୍ତ ସଟଡାଉନ ହଟିଲା, ପୌରାଞ୍ଚଳରେ ନାଇଟ କର୍ଫ୍ୟୁ

0 2

ସେପ୍ଟେମ୍ବର ପାଇଁ ଅନଲକ ଗାଇଡ୍ଲାଇନ ଘୋଷିତ |  ସପ୍ତାହାନ୍ତ ସଟଡାଉନ ହଟିଲା, ପୌରାଞ୍ଚଳରେ ରାତି ୧୦ରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ |  ​| ସୂଚନା ଦେଲେ ଏସଆରସି ପ୍ରଦୀପ ଜେନା | ବାହାଘର ବ୍ରତଘର ଓ ଅନ୍ତ୍ୟେଷ୍ଟିରେ ୨୫୦ ଲୋକଙ୍କୁ ଅନୁମତି ଦିଆଯାଇଛି |  ଅନୁମତି ନେଇ ବାଜା ଲାଇଟ ଓ ଶୋଭାଯାତ୍ରା ପାଇଁ ସର୍ତ୍ତମୂଳକ  ଅନୁମତି ମିଳିଛି | ଅଡିଟୋରିଅମ ସିନେମା ହଲ ଚାଲିବ ପୁରା କ୍ଷମତାରେ | ଆଉ ଦେଖାଇବାକୁ ପଡ଼ିବନି କୋଭିଡି ଟୀକା ସାର୍ଟିଫିକେଟ | ସକାଳ ୫ଟାରୁ ରାତି ୧୦ ଯାଏଁ ମଲ, ଦୋକାନ ବଜାର ଖୋଲିପାରିବ |କୌଣସି ଜିଲ୍ଲାରେ ରହିବନି ସପ୍ତାହାନ୍ତ ସଟଡାଉନ୍ | 

Leave A Reply

Your email address will not be published.