Sign in
Sign in
Recover your password.
A password will be e-mailed to you.
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଜଗତସିଂହପୁର ଓ ପାରାଦ୍ୱୀପଠାରେ ଲିକ୍ୟୁଇଡ୍ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ନିମନ୍ତେ…
ଜଗତସିଂହପୁର/ ଭୁବନେଶ୍ୱର(ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେଲିକୁଇଡ୍ ମେଡିକାଲ ଅକ୍ସିଜେନ୍ ସଂରକ୍ଷଣ ଓ ବଂଣ୍ଟନ ବ୍ୟବସ୍ଥା ସହିତ ଚାପ ଅବଶୋଷଣ ପ୍ରଣାଳୀରେ ମେଡିକାଲ ଅକ୍ସିଜେନ ଉପ୍ପାଦନ ଓ ବଣ୍ଟନ…
ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କଲେ ଭଞ୍ଜନଗର ଉପଜିଲ୍ଲାପାଳ ।
ବୁଗୁଡା (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଜୁନ ୧୮ ତାରିଖ ଦିନ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଶୁଭାରମ୍ଭ କରିଛନ୍ତି। ବୁଗୁଡାକୁ ସବୁଜ ସହରରେ ପରିଣତ କରିବାକୁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ…
ନାବାଳିକା ଛାତ୍ରୀଙ୍କ ଅଶ୍ଲିଳ ଫଟୋ ଭାଇରାଲ କରି ଯୁବକ ଗିରଫ
ବୁଗୁଡ଼ା (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ବୁଗୁଡ଼ା ଥାନା ଅଞ୍ଚଳର ଜୈନିକା ନାବାଳିକାଙ୍କ ଅଶ୍ଲିଳ ଫଟୋ ଭାଇରାଲ୍ କରିବା ଅଭିଯୋଗରେ ବୁଗୁଡ଼ା ପୋଲିସ ଗୁରୁବାର ଦିନ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି l ଗିରଫ ଯୁବକ ଜଣକ ହେଲେ ନୟାଗଡ଼ ଟାଉନର ସନ୍ତୋଷ କୁମାର ମହାରଣା ।…
ବହୁ ପ୍ରତୀକ୍ଷିତ ଅଂଗ ନଦୀ ଉପରେ ହେବ ପୋଲ ନିର୍ମାଣ
ପୋଲ ନିର୍ମାଣ ପାଇଁ ଆରମ୍ଭ ହେଲା ବିଭାଗୀୟ ପ୍ରସ୍ତୁତି
ବରଗଡ଼ :- ସ୍ଥାନୀୟ ଜନସାଧାରଣ ଙ୍କର ଦାବୀ , ବିଭିନ୍ନ ଗଣମାଧ୍ୟମରେ ଲଗାତାର ଖବର ପ୍ରସାରଣ ଏବଂ ସେହି ଖବରକୁ ସମାଜିକ କର୍ମୀ ଦୀପା ବାରିକଙ୍କ ଟ୍ୱିଟ ପରେ ଦୀର୍ଘଦିନ ଧରି ଅଞ୍ଚଳବାସୀଙ୍କ ଦାବୀ ହେଇ ଆସୁଥିବା ବହୁ ପ୍ରତିକ୍ଷିତ ବରଗଡ଼…
ଲାଠ ପରିବାର ତରଫରୁ ସ୍ୱର୍ଗତ ବିକାଶ ଲାଠଙ୍କ ସ୍ମୃତିରେ ପ୍ରଦତ୍ତ ଆମ୍ବୁଲାନ୍ସକୁ ଲୋକାର୍ପିତ କଲେ ମହିଳା ଓ ଶିଶୁ ବିକାଶ…
ଟିଟିଲାଗଡ଼, ( ଗୌରବ ଦର୍ଜୀ): ଆଜି ସ୍ୱର୍ଗତ ବିକାଶ ଲାଠଙ୍କ ସ୍ମୃତିରେ ଲାଠ ପରିବାର ପକ୍ଷରୁ ପ୍ରଦତ୍ତ ତଥା ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ ପରିଚାଳିତ ହେବାକୁ ଥିବା ସବୁ ପ୍ରକାର ସୁବିଧା ଥିବା ଆମ୍ବୁଲାନ୍ସ ଆଜି ଲୋକାର୍ପିତ ହୋଇଛି । ଏହାକୁ ଟିଟିଲାଗଡ଼ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ଓ…
ଉପଖଣ୍ଡ ଚିକିତ୍ସାଳୟର ରୋଗୀ କଲ୍ୟାଣ ସମିତି ଏକଜ୍ୟୁକେଟିଭ କମିଟିର ବୈଠକ
ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡ ସରକାରୀ ଚିକିତ୍ସାଳୟ ରୋଗୀ କଲ୍ୟାଣ ସମିତି ର ଏକଜ୍ୟୁକେଟିଭ କମିଟି ର ବୈଠକ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀମାନ ତ୍ରିଲୋଚନ ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଉପଖଣ୍ଡ ଚିକିତ୍ସାଧିକାରୀ ଡାକ୍ତର ତହସିଲ ସାହୁ ଉପସ୍ଥିତ ସଦସ୍ୟ ମାନଙ୍କୁ…
ଡବଲ ମାସ୍କ ପିନ୍ଧନ୍ତୁ, ଟିକା ନିଶ୍ଚୟ ନିଅନ୍ତୁ-ପୁଣି ନିବେଦନ କଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୮ଟି ଜିଲ୍ଲାରେ ବିଭିନ୍ନ ସ୍ବାସ୍ଥ୍ୟ ଭିତ୍ତିଭୂମି ଓ ଅକ୍ସିଜେନ ପ୍ଲାଣ୍ଟର ଉଦ୍ଘାଟନ
ତୃତୀୟ ଲହରର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରୁହ – ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ…
କୋଭିଡ୍ ସଂକ୍ରମିତଙ୍କ ପାଇଁ ସାହା ପାଲଟିଛନ୍ତି ସୋଆ ଏନ୍ସିସି କ୍ୟାଡେଟ୍
ଭୁବନେଶ୍ୱର,: କୋଭିଡ୍ ମହାମାରୀର କରାଳଛାୟା ମଧ୍ୟରେ ବେସାହାରାଙ୍କ ନିକଟରେ ସାହା ହୋଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏନସିସିର ସ୍ୱେଚ୍ଛାସେବୀ ।
ଏନସିସିର ଏକ ଟିମ୍ କଟକରେ ଏକ ଡିଜିଟାଲ୍ ହେଲ୍ପ ଡେସ୍କ ପ୍ରସ୍ତୁତ କରି ବେସାହାରାଙ୍କୁ ସାହାଯ୍ୟ କରିଛନ୍ତି । ମିଶନ୍ “ଏନସିସି ୟୋଗଦାନ”…
ଭାରତୀୟ ଭେଷଜ ଚିକିତ୍ସା ସଂଘ(ଆଇଏମଏ) ଜିଲ୍ଲା ଶାଖା ପକ୍ଷରୁ ଜାତୀୟ ପ୍ରତିବାଦ ଦିବସ କାର୍ଯ୍ୟକ୍ରମ
https://www.youtube.com/watch?v=zzy-9kLe30A
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଡାକ୍ତର ତଥା ଜୀବନ ରକ୍ଷାକାରୀ ମାନଙ୍କୁ ବିଭିନ୍ନ ବିପଦ ସମୟରେ ଆବଶ୍ୟକ ସରକାରୀ ସୁରକ୍ଷା ଯୋଗାଇ ଦେବା ଦାବିରେ ଆଜି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ପରିସରରେ ଭାରତୀୟ…
ରାୟଗଡ ବଣିକ ସଂଘ ସହ ଜିଲ୍ଳାପାଳଙ୍କ ଆଲୋଚନା
କୋଭିଡ-୧୯ ନିର୍ଦ୍ଦେଶାବଳୀରେ ଦୋକାନବଜାର ଖୋଲିବାକୁ ଜିଲ୍ଳାପାଳଙ୍କ ନିର୍ଦ୍ଦେଶ
ରାୟଗଡ/ସରୋଜ ସାହୁ -ମହାମାରୀ କରୋନା ସଂକ୍ରମଣ ହାର ରାୟଗଡ ଜିଲ୍ଳାରେ ଏକ ପ୍ରକାର ନିୟନ୍ତ୍ରଣରେ ରହିଛି । ରାଜ୍ୟରେ ମଧ୍ୟ ଦୈନିକ ସଂକ୍ରମଣ ହାର ହ୍ରାସ ହେବା ପରେ ରାଜ୍ୟ ସରକାର ଲକଡାଉନ କଟକଣା ଅବଧୀ ସୀମା…