Sign in
Sign in
Recover your password.
A password will be e-mailed to you.
ସାଧୁଙ୍କୁ ପୋଲିସ ପ୍ରଶାସନର ଦୁର୍ବ୍ୟବହାରର ପ୍ରତିବାଦ : କ୍ରାନ୍ତି ବାବା ସରୁପା ନନ୍ଦ ଗିରିଙ୍କ ଆମରଣ ଅନଶନ।
କଲ୍ୟାଣସିଂହପୁର//ପ୍ରଦିପ ଦଲାଇ : କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ସରଧାପୁର ପଞ୍ଚାୟତର ଭାଗବତ ଆଶ୍ରମର ବାବା ପୂଜ୍ୟ ଗୋବିନ୍ଦ ଚରଣ ଦାସଙ୍କୁ ସେଠାକାର ପୋଲିସ ଏ. ଏସ.ଆଈ ପବିତ୍ର ମହୋନ ପଟ୍ଟନାୟକ ଡ୍ୟୁଟି ସମୟରେ ମାଦକ ଦ୍ରବ୍ୟ ସେବନ କରି ବିନା କାରଣ ରେ ବାବା ଙ୍କୁ ଅଶ୍ବିଳ ଭାଷା…
ଟ୍ରେନ୍ ପାସେଞ୍ଜରମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା
● 21 ଟି ଦୂରଗାମୀ ବିଶେଷ ଟ୍ରେନ ଜୁଲାଇ ମାସ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ପୁରୀ ପରିବର୍ତ୍ତେ ଖୋର୍ଦ୍ଧା ରୋଡ଼ ଷ୍ଟେସନ ପର୍ଯ୍ୟନ୍ତ ଚଳାଚଳ କରିବ ଏବଂ ସେଠାରୁ ଯାତ୍ରା ପ୍ରାରମ୍ଭ କରିବ |
● 05 ଟି ସାପ୍ତାହିକ ବିଶେଷ ଟ୍ରେନ ନିର୍ଦ୍ଦିଷ୍ଟ ଦିନମାନଙ୍କରେ ପୁରୀ ପରିବର୍ତ୍ତେ ଖୋର୍ଦ୍ଧା ରୋଡ଼…
ସ୍ବାସ୍ଥ୍ୟ ସେବାର ମଙ୍ଗ ଧରିଛି ନଗର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ୟୁନିଟ ।
https://www.youtube.com/watch?v=Lqu_6_i70gM
ସମ୍ବଲପୁର /ରମାକାନ୍ତ ବିଶ୍ବାଳ: ସମ୍ବଲପୁର ମହାନଗର ଭଳି ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ସହିତ ସଚେତନତାର ମଙ୍ଗ ଧରିଛି ନଗର ଭ୍ରାମ୍ୟମାଣ ସ୍ୱାସ୍ଥସେବା ୟୁନିଟ ।
ମହାନଗର ହୋଇଥିଲେବି ଅତି ଦୁର୍ଗମ କୁହାଯାଉଥିବା ବୁର୍ଲା ସହରର…
ଭିଜିଲାନ୍ସ ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗରେ ଓଡିଶା ସୂଚନା ସେବା ସଂଘ ତରଫରୁ ଗଭୀର ଶୋକ
ଭୁବନେଶ୍ୱର (ଶାସକ ପ୍ରଶାସକ) ବରିଷ୍ଠ ଆଇପିଏସ ଅଫିସର ତଥା ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗରେ ଓଡିଶା ସୂଚନା ସେବା ସଂଘ ତରଫରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ଜଣେ ଦକ୍ଷ ପୋଲିସ ଅଧିକାରୀ ଭାବେ ଡଃ. ପାଣିଗ୍ରାହୀଙ୍କର କର୍ତ୍ତବ୍ୟନିଷ୍ଠା, ଜଣେ…
ବର ହେବା ଭାଗ୍ୟରେ ନାହିଁ ,କରୋନାରେ ଗଲେ ଆରପାରିକୁ ।
ତିହିଡ଼ି (ସେଖ ଅବଦୁଲ ଫିତର): ବିବାହ ସାମଗ୍ରୀ ମଧ୍ୟ କିଣା ସରିଥିଲା । ହେଲେ ଏ କରୋନା ରୂପି ରାକ୍ଷସ ଛଡେଇନେଲା ମା ଠାରୁ ପୁଅକୁ ।ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଅସୁରାଳୀ ଅଞ୍ଚଳର ନାଥ ସାହିରେ । ପ୍ରାଣବନ୍ଧୁ ନାଥାଙ୍କ ୨୮ ବର୍ଷର ପୁଅ ଚନ୍ଦ୍ରମଣି ଗତ ୧୧…
ଭିତ୍ତିପ୍ରସ୍ଥର ସ୍ଥାପନ ସମାରୋହକୁ ବୟକଟ କଲା ବିଜେପି
ବାରିପଦା, (ଦିଲ୍ଲୀପ ମହାନ୍ତି )-: ଜୁନ ୧୮ ବାରିପଦାସ୍ଥିତ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଜିଲ୍ଲାରେ ଦୁଇ ଅକ୍ସୀଜେନ ପ୍ଲାଣ୍ଟର ଭିତ୍ତିପ୍ରସ୍ଥର କାର୍ଯ୍ୟକ୍ରମ ଭାରଚ୍ୟୁଆଲ ମୋଡ଼ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭ ଦେଇଛନ୍ତି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ…
“ନିୟତି” ମାନସିକ ଅନଗ୍ରସ ବିଦ୍ୟାଳୟର ୧୮ରୁ ଉର୍ଦ୍ଧ୍ବ ବର୍ଷର ଛାତ୍ର ଛାତ୍ରୀଙ୍କ ଦ୍ଵିତୀୟ ପର୍ଯ୍ୟାୟରେ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ତଥା ପୌର-ପରିଷଦରେ ଆରମ୍ଭ ହୋଇଛି ଦ୍ଵିତୀୟ ପର୍ଯ୍ୟାୟ ୧୮ରୁ ୪୪ ବର୍ଷ ବ୍ୟକ୍ତିଙ୍କ ପ୍ରଥମ ଡୋଜ୍ କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମ ।
ଏହି ଟୀକାକରଣ କାର୍ଯ୍ୟକ୍ରମ ସହରରେ ୧୭ ଓ ୧୮ ତାରିଖ ୨ ଦିନ…
ଭଦ୍ରକରେ ବିଭିନ୍ନ ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିସି ମାଧ୍ୟମରେ ଭିତ୍ତି ପ୍ରସ୍ତର ସ୍ଥାପନ ।
ଭଦ୍ରକବ୍ଲକ୍,(ସୀତାକାନ୍ତ ପାଢ଼ୀ)-ଓଡ଼ିଶାରେ ସ୍ୱାସ୍ଥ୍ୟ ସେବାର ଉନ୍ନତି ନିମନ୍ତେ ଆଜି ଭରଚୁଆଲ ମଧ୍ୟମରେ ବିଭିନ୍ନ ପ୍ରକଳ୍ପର ଭିତ୍ତିି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଉପଲକ୍ଷେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲିକୁଇଡ ମେଡିକାଲ ଅକ୍ସିଜେନ (୬ କେଏଲ) ସଂରକ୍ଷଣ ଓ…
ଭାରଚ୍ୟୁଆଲ ମୋଡ଼ରେ ମୟୂରଭଞ୍ଜରେ ଦୁଇଟି ଅକ୍ସୀଜେନ ପ୍ଲାଣ୍ଟ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ବାରିପଦା,(ଦିଲ୍ଲୀପ ମହାନ୍ତି ): ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାସ୍ଥିତ ପିଆରଏମ ମେଡିକାଲ କଲେଜ ଓ ହାଡ଼ପିଟାଲରେ ରାଜ୍ୟ ସରକାର ପ୍ରତିଷ୍ଠା କଲେ ଦୁଇଟି ଅକ୍ସୀଜେନ ପ୍ଲାଣ୍ଟ। ୧୩ହଜାର ଲିଟର କ୍ଷମତା ବିଶିଷ୍ଟ ତରଳ ମେଡିକାଲ ଅକ୍ସୀଜେନ(ଏଲଏମଓ) ପ୍ଲାଣ୍ଟ ପିଆରଏମରେ ପ୍ରତିଷ୍ଠା ହେଲା।…
ଜୟ ଶ୍ରୀରାମ ଫାଉଣ୍ଡେସନ ପକ୍ଷରୁ କରୋନା ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧନା
ବୋଲଗଡ଼ରୁ ପଞ୍ଚାନନ ସ୍ବାଇଁ : ସାରା ପୃଥିବୀରେ ଦେଖାଦେଇଥିବା ମହାମାରୀ କରୋନା ରୋଗର ଆରୋଗ୍ୟ ନିମନ୍ତେ ଜୀବନକୁ ପାଣି ଛଡାଇ କରୋନା ଯୋଦ୍ଧା ଭାବରେ କାର୍ଯ୍ୟକରୁଥିବା ଡ଼ାକ୍ତର, ତଥା ଏ ଲଢେଇରେ ସାମିଲ ବିଭିନ୍ନ ମାଧ୍ୟମ ସାମ୍ବାଦିକ,ଅଙ୍ଗନବାଡି କର୍ମି, ଆଶାଦିଦି, ସମାଜସେବୀ, ପୋଲିସ,…