ଶିକ୍ଷାର ସାମଗ୍ରିକ ବିକାଶ ପାଇଁ ‘ଶିକ୍ଷକ ପର୍ବ’ର କଳ୍ପନା ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ୱବୋଧକୁ ଦର୍ଶାଉଛି- ଧର୍ମେନ୍ଦ୍ର…

ନୂଆଦିଲ୍ଲୀ - କୌଣସି ଦେଶର ବିକାଶ ପାଇଁ ଶିକ୍ଷା ସର୍ବସ୍ପର୍ଶୀ ଏବଂ ସର୍ବବ୍ୟାପୀ ହେବା ଉଚିତ୍ । ତେଣୁ ଆଜି ଦେଶ ଟକିଂ ବୁକସ ଏବଂ ଅଡ଼ିଓ ବୁକସ ଭଳି ଟେକ୍ନୋଲୋଜି ଶିକ୍ଷାକୁ ଏକ ଅଙ୍ଗ ଭାବରେ ଗ୍ରହଣ କରୁଅଛି ବୋଲି ମଙ୍ଗଳବାର ଭିଡିଓ କନ୍ଫରେନ୍ସିଂ ଜରିଆରେ ‘ଶିକ୍ଷକ ପର୍ବ’ର ଉଦ୍ଘାଟନୀ…

ଜନ ଭାଗିଦାରୀ ପୁଣି ଥରେ ଭାରତର ଜାତୀୟ ସ୍ବଭାବ ପାଲଟିଛି : ପ୍ରଧାନମନ୍ତ୍ରୀ

ଶିକ୍ଷା କ୍ଷେତ୍ରରେ ବିଭିନ୍ନ ପ୍ରମୁଖ ଯୋଜନାର କଲେ ଶୁଭାରମ୍ଭ ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଶୁଭାରମ୍ଭ କରାଯାଇଥିବା ନୂତନ ଯୋଜନାଗୁଡ଼ିକ ଶିକ୍ଷା କ୍ଷେତ୍ରରେ ବିପ୍ଳବ ଆଣିବ ଏବଂ ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ବିଶ୍ବ ସ୍ତରରେ ସ୍ବତନ୍ତ୍ର ପରିଚୟ ଦେବ : ପ୍ରଧାନମନ୍ତ୍ରୀ…

ଅବହେଳା ପରିଲକ୍ଷିତ ହେଲେ, ପୁଣି ଲକ୍ଡାଉନ ଫେରିବ : ମୁଖ୍ୟମନ୍ତ୍ରୀ

"ପର୍ବପର୍ବାଣୀ ସମୟରେ ଆମର ଦାୟିତ୍ବପୂର୍ଣ୍ଣ ବ୍ୟବହାର ତୃତୀୟ ଲହରୀକୁ ନିୟନ୍ତ୍ରଣ କରିବାରେ ନିର୍ଣ୍ଣାୟକ ହେବ" ଶିକ୍ଷାନୁଷ୍ଠାନ ଗୁଡିକରେ ଅଚାନକ ପରିଦର୍ଶନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ ଧାର୍ମିକ ଅନୁଷ୍ଠାନ, ଡାକ୍ତରଖାନା, ଅଫିସ ଓ ହାଟ ବଜାରରେ କୋଭିଡ ନିୟମ କଡାକଡି…

ଅସମ୍ପୂର୍ଣ୍ଣ ଓ ନିମ୍ନମାନର କାର୍ଯ୍ୟ ଉପରେ ସ୍ପଷ୍ଟୀକରଣ ଦେଲା ଆରଡ଼ି ବିଭାଗ : ଟଙ୍କା ଆସିଲେ ବାକି କାମ ହେବ

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କ ରହିବା ପାଇଁ ଏକ ଶହ ସଯ୍ୟା ବିଶିଷ୍ଠ ଛାତ୍ରୀ ନିବାସ ସମାଜ ମଙ୍ଗଳ ବିଭାଗର ଆର୍ଥିକ ଅନୁଦାନରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ୧କୋଟି ୩୫ଲକ୍ଷ ୮୪ହଜାର ଟଙ୍କା ବ୍ୟୟ ମୂଲ୍ୟରେ ନିର୍ମାଣ ହୋଇଥିଲା…

ଖପ୍ରାଖୋଲ ବ୍ଳକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବୀରେ କୃଷକ ସଂଘର ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର

ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ)- ଇତି ମଧ୍ୟରେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରାଯିବା ସହ ଚାଷୀମାନଙ୍କୁ ମରୁଡି ସହାୟତା  ପ୍ରଦାନ କରାଯିବାକୁ ନେଇ ଦାବୀ କରାଯାଇଛି । ସୋମବାର ଖପ୍ରାଖୋଲ ବ୍ଳକ କୃଷକ ସଂଘ ପକ୍ଷରୁ ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ…

ଜିଲ୍ଲାସ୍ତରୀୟ ଶିଶୁ ଯତ୍ନ ଓ ସୁରକ୍ଷା ସମ୍ପର୍କିତ ଟାସ୍କଫୋର୍ସ ଓ ପରାମର୍ଶ ଦାତା କମିଟି ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ "ଶିଶୁଙ୍କ ପାଇଁ ଦିନଟିଏ" କାର୍ଯ୍ୟକ୍ରମ ଉଦ୍ଦେଶ ନେଇ ଜିଲ୍ଲାସ୍ତରୀୟ ଶିଶୁ ଯତ୍ନ ଓ ସୁରକ୍ଷା ସମ୍ପର୍କିତ…

ଦୁଇ ବିଜେଡି ନେତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ

ଭୁବନେଶ୍ୱ(ଶାସକ ପ୍ରଶାସକ) : ଆଜି ବିଜୁ ଜନତା ଦଳ ପକ୍ଷରୁ ଦୁଇଜଣ ନେତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯାଇଛି |ସେମାନେ ହେଲେ ରାୟଗଡା ଜିଲ୍ଲା ଗୁଡାରି ବ୍ଲକର କେ ରାମକୃଷ୍ଣ ଓ ରାମନାଗୁଡ଼ା ବ୍ଲକର ମନୋରଞ୍ଜନ ସାହୁ | ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଆଦେଶ କ୍ରମେ ଆଜି…

ଆପୋଲୋ ହସ୍ପିଟାଲ୍ସ ବାଙ୍ଗାଲୋର୍ ଦେଶର ପ୍ରଥମ ହସ୍ପିଟାଲ୍ ଭାବେ ୧୦୦ ରୋବୋଟିକ୍ କାର୍ଡିଆକ୍ ସର୍ଜରି ସମ୍ପନ୍ନ କଲା

ଭୁବନେଶ୍ୱର: ଆପୋଲୋ ହସ୍ପିଟାଲ୍ସ ବାଙ୍ଗାଲୋର୍ ପକ୍ଷରୁ ଘୋଷଣା କରାଯାଇଛି ଯେ ହସ୍ପିଟାର ରୋବୋଟିକ୍-ଆସିଷ୍ଟେଡ୍ କାର୍ଡିଆକ୍ ସର୍ଜରି ୟୁନିଟ୍ ପକ୍ଷରୁ ୧୦୦ ରୋବୋଟିକ୍ କାର୍ଡିଆକ୍ ସର୍ଜରି ସଫଳତାର ସହ ସମାପନ କରାଯାଇଛି । ହସ୍ପିଟାଲ୍ ପକ୍ଷରୁ ଏହା ମଧ୍ୟ ଘୋଷଣା କରାଯାଇଛି ଯେ ୭୦ ମିନିଟରୁ କମ୍…

ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଏଲଜିବିଟିକ୍ୟୁଆଇଏ+ ଗୋଷ୍ଠୀ ପାଇଁ ସ୍ୱତନ୍ତ୍ର ନୀତି ଘୋଷଣା

ଭୁବନେଶ୍ୱର: ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଏଲଜିବିଟିକ୍ୟୁଆଇଏ+ ଗୋଷ୍ଠୀ ମାନଙ୍କ ପାଇଁ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ “କମ୍ ଆଜ୍ ୟୁ ଆର୍’(ଆପଣ ଯେମିତି ସେଭଳି ଆସନ୍ତୁ) ନୀତି ଏହାର କର୍ମଚାରୀ ଓ ଗ୍ରାହକମାନଙ୍କ ଲାଗି ଘୋଷଣା କରାଯାଇଛି ।ଏଭଳି ପଦକ୍ଷେପ ଗ୍ରହଣ କରିବାରେ ଆକ୍ସିସ୍ ବ୍ୟାଙ୍କ ହେଉଛି…

ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ ପକ୍ଷରୁ ଓଡ଼ିଶାରେ ସବୁଜ ଅଭିଯାନ-କ୍ଲବ୍ ଏନର୍ଜି ଓ ବୃକ୍ଷ ମିତ୍ର…

ଭୁବନେଶ୍ୱର: ଆମର ଦୈନନ୍ଦୀନ କାର୍ଯ୍ୟକଳାପରେ ପରିବେଶ ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର । ନିରନ୍ତର ବିକାଶ ଲକ୍ଷ୍ୟ ଓ ମିଳିତ ଭାବେ ଏକ ସବୁଜ ଓ ସ୍ୱଚ୍ଛ ଦୁନିଆ ଗଠନ କରିବା ଲାଗି ଟାଟା ଗ୍ରୁପ୍ର ରହିଥିବା ମୂଲ୍ୟବୋଧ ଅନୁସାରେ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବୁ୍ୟସନ୍ ଲିମିଟେଡ୍…