Sign in
Sign in
Recover your password.
A password will be e-mailed to you.
କରୋନର ତୃତୀୟ ଲହର କୁ ନେଇ ଶିଶୁ ମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ ।
ପୋଲସରା(ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକ ଚିରିକିପଡା ଶାସନ ପଞ୍ଚାୟତ ଅଙ୍ଗନବାଡି କେନ୍ଦ୍ର ତିନିରେ ସ୍ବାସ୍ଥ୍ୟ ଯାଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ପ୍ରଶାସନ ତରଫରୁ ନିଆଯାଇଥିବା ନିସ୍ପତି ପ୍ରକାରରେ କରୋନାର ତୃତୀୟ ଲହର କୁ ଦୃଷ୍ଟିରେ ରଖି ଆଜି…
ପୁଣି ଜେଲ ଗଲେ ଚର୍ଚ୍ଚିତ ସପନା ଅଗ୍ରୱାଲ।
ଟିଟିଲାଗଡ଼ , (ଗୌରବ ଦର୍ଜୀ): ଟିଟିଲାଗଡ଼ ଉପକାରାଗାରରେ ଲଭ୍-ସେକ୍ସ- ଧୋକା ପରି ଗୁରୁତର ଅଭିଯୋଗ ଆଣି ସହର ରେ ହଇଚଇ ସୃଷ୍ଟି କରିଥିବା ସପନା ଅଗ୍ରୱାଲ କୁ ପୋଲିସ ପୁଣି ଥରେ ଗିରଫ କରି କୋର୍ଟ ଚାଲାଣ ପରେ ଜେଲ୍ ପଠାଇ ଥିବା ସୂଚନା ରହିଛି । କୋର୍ଟ ର ଆଦେଶ କୁ ଉଲଂଘନ କରିଥିବା ଅଭିଯୋଗ ରେ…
ସମ୍ବଲପୁର ଟାଉନ ପୋଲିସକୁ ସଫଳତା : ୯ ଗ୍ରାମ ବ୍ରାଉନ ସୁଗାର ଜବତ, ୫ ଗିରଫ ।
ସମ୍ବଲପୁର/ରମାକାନ୍ତ ବିଶ୍ବାଳ: ସମ୍ବଲପୁର ସହର ରୁ ବିପୁଳ ପରିମାଣର ଧଳା ଜହର (ବ୍ରାଉନ୍ ସୁଗାର) ଜବତ ହୋଇଛି I ଗତ ଏପ୍ରିଲ ୭ ତାରିଖରେ ଟାଉନ ଥାନା ପୋଲିସ ୭.୬ ଗ୍ରାମ ବ୍ରାଉନ ସୁଗର ସହିତ ୩ ଜଣଙ୍କୁ ଗିରଫ କରିଥିଲା । ଜୁନ ୭ ତାରିଖରେ ରେଙ୍ଗାଲି ପୋଲିସ ଓ ସ୍ବତନ୍ତ୍ର ସ୍କାଡ ରମ୍ପେଲା…
ପୁରୀରେ ବିମାନ ବନ୍ଦର ପାଇଁ ସର୍ଭେ କଲା ଏୟାରପୋର୍ଟ ଅଥରିଟି
ପୁରୀ: ବିମାନବନ୍ଦର ପାଇଁ ସର୍ଭେ କଲା ଏୟାରପୋର୍ଟ ଅଥରିଟି । ଗିରଳ କିମ୍ବା ପୁରୀ-କୋଣାର୍କ ମେରାଇନ ଡାଇଭ ରାସ୍ତାରେ ଜାଗା ଚିହ୍ନଟ ପରେ ସର୍ଭେ କରାଯାଇଛି ।
ପୁରୀରେ ହେବ ଆନ୍ତର୍ଜାତିୟ ବିମାନବନ୍ଦର । ଗତ ଜାନୁଆରିରେ ଏ ନେଇ ଏକ ଚିଠି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଲେଖିଥିଲେ ।…
୧୬୯୦.୪୬ କୋଟି ଟଙ୍କାର କୋଭିଡ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଉପକୃତ ହେବେ ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ଗରିବ ଲୋକ, ଆଦିମ ଜନଜାତି, ଏନ୍.ଆର.ଇ.ଜି.ଏ ଶ୍ରମିକ, ଛାତ୍ରଛାତ୍ରୀ
ଭୁବନେଶ୍ୱର (ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ୧୬୯୦ କୋଟି ୪୬ ଲକ୍ଷ…
ପାରଳାଖେମୁଣ୍ଡିରେ ଦ୍ଵିତୀୟ ପର୍ଯ୍ୟାୟ ୧୮ରୁ ୪୪ ବର୍ଷ ବ୍ୟକ୍ତିଙ୍କ ପାଇଁ ପ୍ରଥମ ଡୋଜ୍ ଟୀକାକରଣ କାର୍ଯ୍ୟକ୍ରମ : ୨…
https://www.youtube.com/watch?v=R6pWPpU42Yg
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ତଥା ପୌର-ପରିଷଦରେ ଆରମ୍ଭ ହୋଇଛି ଦ୍ଵିତୀୟ ପର୍ଯ୍ୟାୟ ୧୮ରୁ ୪୪ ବର୍ଷ ବ୍ୟକ୍ତିଙ୍କ ପ୍ରଥମ ଡୋଜ୍ କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମ ।
ଏହି…
ରାୟଗଡ ଜିଲ୍ଳା ପ୍ରଶାସନ ପକ୍ଷରୁ ୫୦ଜଣ ଭିନ୍ନକ୍ଷମଙ୍କୁ ଟୀକାକରଣର ବ୍ୟବସ୍ଥା
ରାୟଗଡ/ସରୋଜ ସାହୁ: ଆଜି ରାୟଗଡ ସହରର ସ୍ତାନୀୟ ଅଶୋକ କଲ୍ୟାଣ ମଣ୍ଡପ ଟୀକାକରଣ କେନ୍ଦ୍ର ସ୍ଥଳୀରେ ୫୦ଜଣ ଭିନ୍ନକ୍ଷମ ଭାଇଭଉଣୀମାନଙ୍କୁ ଟୀକାକରଣ କରାଯାଇଥିଲା । ୧୮ବର୍ଷ ରୁ ୪୪ବର୍ଷିୟ ବୟସ ମଧ୍ୟରେ ଥିବା ଭିନ୍ନକ୍ଷମ ଭାଇଭଉଣୀମାନଙ୍କୁ ଜିଲ୍ଳା ପ୍ରଶାସନ ପକ୍ଷରୁ ଟୀକାକରଣର ସୁବିଧା ଉପଲବ୍ଧ…
“ଇର୍ଷାରେ ଜଳୁଛି ବିଜେପି”
ସରକାରଙ୍କ ସଫଳ କୋଭିଡ ପରିଚାଳନାରେ ବିଜେପି ଇର୍ଷାନ୍ୱିତ: ବିଜେଡି
ଭୁବନେଶ୍ୱର: କୋଭିଡ ମହାମାରୀ ସମୟରେ ସମଗ୍ର ଦେଶକୁ ଜୀବନ ରକ୍ଷାକାରୀ ଅକ୍ସିଜେନ ଯୋଗାଣ ସହିତ ସଫଳ କୋଭିଡ ପରିଚାଳନା ପାଇଁ ଦେଶ ବିଦେଶରୁ ଓଡିଶା ସରକାରଙ୍କୁ ପ୍ରଶଂସା କରାଯାଉଥିବାବେଳେ ବିଜେପି ଏଥିରେ ଇର୍ଷାନ୍ୱିତ…
‘ଉଦ୍ୟମୀ’ ପ୍ରକଳ୍ପ ପାଇଁ ଉତ୍କଳ ଆଲୁମିନା ଓ ଇଡିଆଇଆଇ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
ଭୁବନେଶ୍ୱର/ଟିକିରି : ନିଜ ଚତୁଃପାର୍ଶ୍ୱରେ ବାସ କରୁଥିବା ଜନସମୁଦାୟଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ନିରଳସ ଭାବରେ କାର୍ଯ୍ୟ କରୁଥିବା ଆଦିତ୍ୟ ବିର୍ଲା ଗ୍ରୁପ୍ର ସହଯୋଗୀ କମ୍ପାନୀ ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ…
ସ୍ୱାସ୍ଥ୍ୟ ଭିତିଭୂମିର ଦୟନୀୟ ଚିତ୍ରକୁ ଲୁଚାଇବା ପାଇଁ ଓଡିଶାବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି ରାଜ୍ୟ ସରକାର…
ଭୂବନେଶ୍ୱର : ରାଜ୍ୟର ସ୍ୱାସ୍ଥ୍ୟ ଭିତିଭୂମି ପାଇଁ ଗତକାଲି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୮୫୦୦ କୋଟି ଟଙ୍କା ଘୋଷଣା କରିଛନ୍ତି । ଏହି ବିପୁଳ ଅର୍ଥ ଅତୀତର ନା ବର୍ତମାନର ନା ଭବିଷ୍ୟତରେ ଖର୍ଚ୍ଚ ହେବ ? ଏତେ ବିପୁଳ ପରିମାଣ ଅର୍ଥର ବ୍ରେକ୍ଅପ୍ ତଥା ସଂପୂର୍ଣ୍ଣ ତଥ୍ୟ…