ଭଦ୍ରକ ବ୍ଲକ,(ସୀତାକାନ୍ତ ପାଢ଼ୀ):- ଗୁରୁ ଦିବସରେ ବବାଲିଆ ନାଚ ଗୁରୁ ବି ଖୁସ୍ ଶିଶ୍ୟ ବି ଖୁସ୍ ଶିକ୍ଷା ଅନୁଷ୍ଠାନ ଆଧୁନିକ ଗିତ ତାଳେ ତାଳେ ଧୁମ୍ ଧଢାକା ନାଚ ଗୁରୁ ଙ୍କ ଗ୍ରହଣରେ ଛାତ୍ର ଛାତ୍ରୀ ଙ୍କ ନାଚ ଘଟଣା କୁ ଆମେ ବିରୋଧ କରୁ ନାହୁ,ହେଲା ସାରା ବିଶ୍ୱ ସମେତ କରୋନାର ଛାପ ନ ଲିଭୁଣୁ ନଥିଲା ବେଳେ ଏଭଳି ନାଚ ଗିତର ଆସର କେତେ ଦୃର ଗ୍ରହଣୀୟ ଆପଣ ନିଜେ ବିଚାର କରନ୍ତୁ, ଏ ଦୃଶ୍ୟ ଭଦ୍ରକ ଜିଲ୍ଲା ଇଛାପୁର କାରୋମେଲ ସ୍କୁଲର ଚିତ୍ର ସାମ୍ନାକୁ ଆସିଛି ସରକାର ସାମାଜିକ ଦୁରତା ଅବଲମ୍ବନ କରି ବିବାହ ଓ ସମାରୋହ ପାଇଁ ଅନୁମତି ଦେଇଛନ୍ତି, ହେଲା ସ୍କୁଲଭଳି ସ୍ଥାନରେ ଏଭଳି ଦୃଶ୍ୟ କୁ କିନ୍ତୁ ଭିନ୍ନ ଏକ ବୟାନ ଦେଉଛି ,ଗୁରୁ ଙ୍କ ଗ୍ରହଣରେ ଛାତ୍ର ଛାତ୍ରୀ କରୋନା କଟକଣା ତଥା ସାମାଜିକ ଦୁରତା ଭଳି ଶଦ୍ଧର ଧଜିଆ ଉଡାଇ ଦେଇଛନ୍ତି ଏଭଳି ସ୍ଥିତିରେ ଛାତ୍ର ଛାତ୍ରୀ କେହି କରୋନା ଆକ୍ରାନ୍ତ ହୁଅନ୍ତି ତାହେଲେ ଏଥିପାଇଁ ଦାଇ କିଏ ରହିବେ।
Sign in
Sign in
Recover your password.
A password will be e-mailed to you.