Sign in
Sign in
Recover your password.
A password will be e-mailed to you.
ଦୁର୍ବିପାକ ଉପରେ ବିଜେପିର ରାଜନୀତି ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ: ବିଜେଡି
ଭୁବନେଶ୍ୱର: ବାତ୍ୟା, ବନ୍ୟା ଓ କୋଭିଡ ମହାମାରୀ ଭଳି ଦୈବୀ ଦୁର୍ବିପାକ ଉପରେ ରାଜନୀତି କରାଯିବା ଉଚିତ ନୁହେଁ କି ବିଜୁ ଜନତା ଦଳ ଏଥିରେ ଆଦୌ ବିଶ୍ୱାସ କରେନାହିଁ । ହେଲେ ଦୁର୍ଭାଗ୍ୟର ବିଷୟ ଯେ ଓଡିଶା ବିଜେପିର ବିଧାୟକମାନେ କୋଭିଡ ମହାମାରୀକୁ ନେଇ ଯେଭଳି ନିମ୍ନମାନର ରାଜନୀତି କରୁଛନ୍ତି…
ପ୍ରକୃତି ଉପରେ ଅଖଣ୍ଡ ବିଶ୍ୱାସ : କନ୍ଧ ଆଦିବାସୀଙ୍କ ନିଆରା ପର୍ବ “ସଡ୍ରା”
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କରଚବାଡି ପଞ୍ଚାୟତର ପରମଙ୍ଗା ଗ୍ରାମରେ ବସବାସ କରନ୍ତି କନ୍ଧ ଆଦିବାସୀ ସଂପ୍ରଦାୟର ଲୋକେ । ଏଠାକାର ପରିବେଶ ନିଆରା। ପ୍ରକୃତିର ମନୋଲୋଦ୍ଭା ପରିବେଶ ସାଙ୍ଗକୁ ପାହାଡ଼ ପର୍ବତ ଘେରା ସବୁଜ ବନାନୀ ମଧ୍ୟରେ…
ପାରଳାଖେମୁଣ୍ଡି ବିଧାୟକଙ୍କ ଦ୍ବାରା କିନ୍ନରଙ୍କୁ ରାସନ୍ ସାମଗ୍ରୀ ବଣ୍ଟନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ବିଧାୟକ ତଥା ଜିଲ୍ଲା ଭାଜପା ସଭାପତି କେ. ନାରାୟଣ ରାଓ ଶନିବାର ଦିନ ବିଜେପି କାର୍ଯ୍ୟଳୟ ପରିସରରେ କିନ୍ନର ମାନଙ୍କୁ ରାସନ୍ ସାମଗ୍ରୀ ବଣ୍ଟନ କରିଛନ୍ତି।
ବର୍ତ୍ତମାନ ମହାମାରୀ ସମୟରେ ତୃତୀୟ ଲିଙ୍ଗ ବା କିନ୍ନର ମାନେ…
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମୋହନା ବାରିକ ସମାଜର ଦାବିପତ୍ର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବାରିକ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ମୋହନା ତହସିଲଦାର ଓ ବିଡ଼ିଓଙ୍କୁ ପ୍ରଦାନ କରାଯାଇଛି । ଉଭୟ ଅଧିକାରୀଙ୍କ ଅନୁପସ୍ଥିତିରେ ଅତିରିକ୍ତ ତହସିଲଦାର ଆଶିଷ କୁମାର ପ୍ରଧାନ ଓ ଜିପିଇଓ ନରସିଂହ…
ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଭବାନୀପାଟଣାରେ ୨୦୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର କୋଭିଡ ହସ୍ପିଟାଲ ଉଦ୍ଘାଟିତ
ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବାକୁ ପୁଣି ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ, କୋଭିଡ ନିୟମ ପାଳିବାକୁ ନିବେଦନ କଲେ
ଏକବିଂଶ ଶତାଦ୍ଦୀରେ କଳାହାଣ୍ଡିର ରୂପାନ୍ତର ଉଲ୍ଲେଖନୀୟ - ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀଙ୍କ ହୃଦୟରେ ରହିଛି କଳାହାଣ୍ଡି – ଅନିଲ ଅଗ୍ରୱାଲ…
ଜୁନ ୨୧ରେ ସୁନାରାମ ସୋରେନ ପ୍ରତିମୂର୍ତ୍ତି ସମ୍ମୁଖରେ ଆଦିବାସୀ ସରକାରୀ କର୍ମଚାରୀଙ୍କ ସାମୁହିକ କୁଶପୁତ୍ତଳିକା ଦାହ…
ବାରିପଦା(ଦିଲ୍ଲୀପ ମହାନ୍ତି )-ଆସନ୍ତା ଜୁନ ୨୧ ସୋମବାର ବାରିପଦା ସହରର ଭଞ୍ଜପୁରସ୍ଥିତ ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଆଦିବାସୀ ସେଙ୍ଗଲ (ସଶକ୍ତି କରଣ) ଅଭିଯାନ ତରଫରୁ ଆଦିବାସୀ ସରକାରୀ କର୍ମଚାରୀମାନଙ୍କୁ ସଚେତନତା ପାଇଁ ସେମାନଙ୍କର ସାମୁହିକ କୁଣ ପୁତ୍ତଳିକା ଦାହ…
ବୁଗୁଡ଼ାରେ ଉଠା ଦୋକାନିଙ୍କୁ ଆର୍ଥିକ ସହାୟତା ପ୍ରଦାନ
ବୁଗୁଡା : (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଠାଦୋକାନୀ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଥିଲେ। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପ୍ରକାରେ ଲକ ଡାଉନ ଓ ସଟ ଡାଉନ ସମୟରେ ରୋଜଗାର ହରାଇଥିବା ସହରାଞ୍ଚଳର ଉଠା ଦୋକାନୀ ମାନଙ୍କୁ…
ସମ୍ବଲପୁର ପୋଲିସ ଦ୍ବାରା ରେଢ଼ାଖୋଲ ଥାନା ପରିସରରେ ରକ୍ତଦାନ ଶିବିର , ୧୩୦ ୟୁନିଟ ରକ୍ତ ସଂଗ୍ରହ
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ପରିସରରେ ଶନିବାର ସମ୍ବଲପୁର ପୋଲିସ ଦ୍ବାରା ଏକ ସ୍ବତନ୍ତ୍ର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମୋ ସରକାର ୫ଟି ସେଲ ସମ୍ବଲପୁର ଆରକ୍ଷୀ ଅଧିକ୍ଷକ ବତୁଲା ଗଙ୍ଗାଧରଙ୍କ ନିର୍ଦ୍ଦେଶ କ୍ରମେ ଏହି ରକ୍ତଦାନ ଶିବିର…
ଖୋଳଖାଳି ଗ୍ରାମରେ ଟିକାଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ବୁଗୁଡା (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ଗଞାମ ଜିଲ୍ଲା ବୁଗୁଡା ବ୍ଳକ ଖୋଳଖାଳି ଗ୍ରାମପଞ୍ଚାୟତରେ ଦ୍ୱିତୀୟ ପର୍ଯ୍ୟାୟରେ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଟିକାକରଣ କାର୍ଯ୍ୟକ୍ରମ ଖୋଳଖାଳି ସରପଞ୍ଚ ସୂର୍ଯ୍ଯମଣୀ ଗୌଡଙ୍କ ଉପସ୍ଥିତରେ ଗ୍ରାମର ମଣ୍ଡପ ଠାରେ ୪୫ ବର୍ଷରୁ…
ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଚନ୍ଦ୍ରପୁର ବ୍ଲକ ଗସ୍ତ
ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ ଓ ସମୀକ୍ଷା l
ରାୟଗଡ(ସରୋଜ କୁମାର ସାହୁ)-ରାୟଗଡ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମହେଶ୍ୱର ନାଏକଙ୍କ ଚନ୍ଦ୍ରପୁର ବ୍ଲକକୁ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରିଛନ୍ତି l ବ୍ଲକର ତୁରୀଗୁଡା ପଂଚାୟତ ଓ…