Sign in
Sign in
Recover your password.
A password will be e-mailed to you.
“ନିୟମଗିରି ଅଞ୍ଚଳରେ ଗୋଟିଏ ଜାତି ବର୍ଗକୁ କରାଯାଉଛି ଅଣଦେଖା”
ଅଭିଯୋଗ କରି ନିୟମଗିରି ସୁରକ୍ଷା ସମିତି ପକ୍ଷରୁ ଵୈଠକ ଅନୁଷ୍ଠିତ।
କଲ୍ୟାସିଂହପୁର/ପ୍ରଦୀପ ଦଲାଇ: ରାୟଗଡା ଜିଲ୍ଲାର ନିୟମଗିରି ଅଞ୍ଚଳର ପାର୍ସାଲି ପଞ୍ଚାୟତ ଅଧିନରେ ଅନେକ ଦିନରୁ ଅନୁସୂଚିତ ଜାତି ଓ ଜନଜାତି ଲୋକମାନେ ବସବାସ କରି ଆସୁଛନ୍ତି। ନିୟମଗିରି ପାହାଡ଼ ଅଞ୍ଚଳରେ ଏଇ ଅଧିବାସୀ ମାନେ…
ନିର୍ମାଣଧିନ ସିଏନଆଇ ଚର୍ଚ୍ଚ ପରିଦର୍ଶନ କଲେ ଯୁବନେତା ଅର୍କେଶ
ଭୁବନେଶ୍ୱର (ନିରୋଜ ମିଶ୍ର) : ବଲାଙ୍ଗିରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବଦାନରେ ନିର୍ମାଣଧିନ ଥିବା ସିଏନଆଇ ଚର୍ଚ୍ଚକୁ ପରିଦର୍ଶନ କଲେ ବଲାଙ୍ଗିର ଯୁବନେତା ଅର୍କେଶ ନାରାୟଣ ସିଂହଦେଓ । ସୂଚନାଯୋଗ୍ୟ ଯେ ଗତ ଫେବୃୟାରୀ ମାସ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ…
ଚର୍ଚ୍ଚାରେ ଚଣ୍ଡିଖୋଲ ଆର୍ ଟି ଓ, ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଛି
ଚଣ୍ଡିଖୋଲରୁ ପ୍ରଫୁଲ ସାହୁ :ଅତୀତରେ ଭୂତଗାଡି କେଳାଙ୍କlରିରେ ଉବୁ ଟୁବୁ ଚଣ୍ଡିଖୋଲ ଆର୍ ଟି ଓ, ସାରାରଜ୍ୟରେ ବହୁ ଦୁର୍ନାମ ସାଉଁଟି ଥିବା ବେଳେ,ଏବେ ଏହାର ତଦନ୍ତ କେଉଁ ଦିଗରେ ବୋଲି ଥୋକାଏ ଫୁସୁରୁ ଫାଶୁରୁ ହେଉଛନ୍ତି | ଆଉ ଥୋକାଏଙ୍କ ଅଭିଯୋଗ ଅନୁଯାୟୀ , ଦିନଦିପହରେ ରାଜରାସ୍ତାରେ ଲଘୁ…
ଶିଳ୍ପାୟନର ସାଇଡ ଏଫେକ୍ଟ: ଏମାନଙ୍କର ଶେଷ ଯାତ୍ରା କଂସେଇ ଖାନା !!
ସରକାରଙ୍କ ପ୍ରୋତ୍ସାହନର ଅଭାବ ସହ ସଚେତନତାର ଅଭାବ ଯୋଗୁଁ ଲୋପ ପାଇବ ଗୋ ବଂଶ
ସମ୍ବଲପୁର -ରମାକାନ୍ତ ବିଶ୍ବାଳ : ଆଉ କିଛିଦିନ ପରେ ବିଲରେ ଧାନ ଉଠିବ ସବୁଜ ଧାନକୁ ଦେଖି ନିରିହ ଗାଈଗୋରୁ ମାନେ ବିଲରେ ପଶି ଖାଇବା ଆରମ୍ଭ କଲେ ଗୋରୁଗାଈଙ୍କୁ କଂସେଇ ଖାନାକୁ ନେଇଯାଉଥିବା ଦଲାଲ ମାନଙ୍କ…
ନରମିଲା ସମ୍ବଲପୁର ପୋଲିସ:ଗୋହତ୍ୟା ବିରୋଧରେ ମାନବ ଶୄଙ୍ଖଲ ସ୍ଥଗିତ
ସମ୍ବଲପୁର/ ରମାକାନ୍ତ ବିଶ୍ବାଳ : ହନୁମାନ ଜୟନ୍ତି ସମନ୍ନୟ ସମିତିର ଦାବିକୁ ଗୁରୁତ୍ୱ ଦେଇଛି ସମ୍ବଲପୁର ପୋଲିସ ପ୍ରଶାସନ । ସହରରେ ଆଗକୁ ଆଉ ଗୋହତ୍ୟା ହେବ ନାହିଁ ବୋଲି ପ୍ରତିଶୃତି ଦେଇଛନ୍ତି ସମ୍ବଲପୁର ଜିଲ୍ଲା ପୋଲିସ ମୁଖିଆ । ତେଣୁ ଆସନ୍ତା ୨୧ ତାରିଖ ଦିନ ହେବାକୁ ଥିବା ସମ୍ବଲପୁର…
ଜିଲ୍ଲା ପର୍ଯବେକ୍ଷକଙ୍କର ଜିଲ୍ଲା ପରିଦର୍ଶନ :ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା
ବରଗଡ :- ପ୍ରଥମ ଥର କରି ବିଜୁ ଜନତା ଦଳ ର ବରଗଡ ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ତଥା ଓଡିଶା ସରକାରଙ୍କ ଅର୍ଥ ଏବଂ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରି ଓ ବରଗଡ ଜିଲ୍ଲା ପର୍ଯ୍ୟବେକ୍ଷକ ଢେଙ୍କାନାଳ ବିଧାୟକ ଶ୍ରୀ ସୁଧୀର ସାମଲଙ୍କୁ ବରଗଡ ଜିଲ୍ଲା ବିଜୁ ଜନତା ଦଳ ତରଫରୁ ସ୍ୱାଗତ ସମ୍ବର୍ଧନା…
ଜୁଲାଇ ୧୯ରେ ମୁଖ୍ୟମନ୍ତ୍ରୀ ନବୀନ ଲୋକାର୍ପଣ କରିବେ ବହୁ ପ୍ରତିକ୍ଷିତ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ପ୍ରଥମ…
SUBARNAREKHA
ପ୍ରଥମ ପର୍ଯ୍ୟାୟରେ ବାରିପଦା, ବେତନଟୀ,ମୋରଡ଼ା, ଶୁଳିଆପଦା ଓ ରାସଗୋବିନ୍ଦପୁର ବ୍ଲକର ୯୪ ଗ୍ରାମର ୧୫,୩୫୯ ହେକ୍ଟର ଜମିକୁ ମିଳିବ ଜଳସେଚନର ସୁବିଧା
ବାରିପଦା(ଦିଲ୍ଲୀପ ମହାନ୍ତି )- ଜୁଲାଇ ୧୯ରେ ମୁଖ୍ୟମନ୍ତ୍ରୀ ନବୀନ ଲୋକାର୍ପଣ କରିବେ ବହୁ ପ୍ରତିକ୍ଷିତ…
ବରଗଡ଼ ଜିଲ୍ଲାର ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟରେ ଟ୍ବିଟର ଏକାଉଣ୍ଟ ଖୋଲିବା ପାଇଁ ଅନୁରୋଧ
ପଦ୍ମପୁର(ଶାସକପ୍ରଶାସକ)- ବର୍ତ୍ତମାନ ସୋସିଆଲ ମିଡିଆର ବ୍ୟବହାର କରି ଟ୍ବିଟର ମାଧ୍ୟମରେ ବହୁ ସାମାଜିକ କର୍ମୀ ଲୋକଙ୍କ ସମସ୍ୟାର ଅଭିଯୋଗ ସିଧାସଳଖ ଭାବେ ସରକାରଙ୍କ ପାଖରେ କରି ପାରୁଛନ୍ତି। କିନ୍ତୁ ଲୋକଙ୍କ ସମସ୍ୟାର ଅଭିଯୋଗ କରିବା ପାଇଁ ସରକାରଙ୍କ ବିଭାଗ ଅନୁସାରେ ଟ୍ବିଟର ଏକାଉଣ୍ଟ…
ବିଜେପିକୁ ଆଗକୁ ନେବା ପାଇଁ ବ୍ୟାପକ ଯୋଜନା ପ୍ରସ୍ତୁତ କରୁ ମହିଳା ମୋର୍ଚ୍ଚା – ଧର୍ମେନ୍ଦ୍ର ପ୍ରଧାନ
ମହିଳାମୋର୍ଚ୍ଚାର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ମହିଳାଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଅଗ୍ରାଧିକାର ଦେଇ କାର୍ଯ୍ୟ କରିବ ମହିଳାମୋର୍ଚ୍ଚା:ସ୍ମୃତି ପଟ୍ଟନାୟକ
ଭାରତର ରାଜନୈତିକ ଦୃଷ୍ଟିକୋଣରୁ ମହିଳାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି: ସମୀର ମହାନ୍ତି…
“ସ୍କୁଲ ଖୋଲିବା ନିଷ୍ପତି ପରେ ଅମାନିଆ କୋଚିଂ ସେଂଟରରେ ହେବ ଭିଡ଼” !
ଭୁବନେଶ୍ୱର : ଭୁବନେଶ୍ୱରରେ କରୋନା ମହାମାରୀ ତୀବ୍ର ହୋଇ ୩ୟ ଲହରୀ ପାଖାପାଖି ପହଂଚି ଗଲାଣି ଅନୁମାନ କରାଯାଉଛି । ଭୁବନେଶ୍ୱର ଓ କଟକରେ ପଜିଟିଭ୍ ସଂଖ୍ୟା ନ କମି ସ୍ଥିର ହୋଇ ରହିଛି । ଏହି ସମୟରେ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ ଖୋଲିବା ନିଷ୍ପତି ଯୋଗୁଁ ଅମାନିଆମାନେ କୋଚିଂ ସେଂଟର ଖୋଲବା…