Sign in
Sign in
Recover your password.
A password will be e-mailed to you.
ସ୍କୁଲ ଖୋଲିବା ନିଷ୍ପତ୍ତିକୁ ଅଭିଭାବକ ସଂଘର ବିରୋଧ
ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ ଖୋଲିବା ନିଷ୍ପତ୍ତି ଦୁର୍ଭାଗ୍ୟଜନକ
ଭୁବନେଶ୍ୱର: ବର୍ତମାନ ମହାମାରୀ ତୀବ୍ର ବେଗରେ ବଢି ଚାଲୁଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ସଂଖ୍ୟା କମିବାରେ ନାମ ଧରୁ ନାହିଁ । ଏତିକି ବେଳେ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ ଖୋଲିବା ନିଷ୍ପତ୍ତି ଦୁର୍ଭାଗ୍ୟଜନକ…
ବାହୁଡ଼ା ସୁନାବେଶ ପାଇଁ ସୋମବାରରୁ ବୁଧବାର ପୁରୀରେ ୧୪୪
ପୁରୀ/ଅନିମେଶ ପଟ୍ଟନାୟକ : ବାହୁଡ଼ା ସୁନାବେଶ ପାଇଁ କଟକଣା ଜାରି କଲା ପ୍ରଶାସନ । ମୋମବାର ୧୯ତାରିଖ ରାତି ୮ଟାରୁ ୨୧ତାରିଖ ରାତି ୮ ଟା ଯାଏଁ ସହରରେ ୧୪୪ ଧାରା ଲାଗୁ କରାଯିବ। ଏହି ସମୟ ମଧ୍ୟରେ ବଡଦାଣ୍ତ, ବଡଦାଣ୍ତରେ ଥିବା ସମସ୍ତ କୋଠାଘରର ଛାତ ଓ ବାଲକୋନିରେ ପ୍ରବେଶ ଉପରେ କଟକଣା ଯାରି…
ତାରା ଏବଂ ସଂଗ୍ରାମଙ୍କୁ ଭେଟିଲେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଓ ଏଆଇସିସି ସମ୍ପାଦକ ଜି ରୁଦ୍ରରାଜୁ
ଡାକ୍ତର ସହ ଫୋନ ରେ କଥା ହୋଇ ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବୁଝିଲେ ପିସିସି ସଭାପତି
ଭୁବନେଶ୍ୱର-ଜୟପୁରର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ଶ୍ରୀ ତାରା ପ୍ରସାଦ ବାହିନୀପତି ଗତ କିଛି ଦିନ ପୂର୍ବେ କୋରୋନା ସଂକ୍ରମିତ ହୋଇ ଏକ ଘରୋଇ କୋଭିଡ ହସ୍ପିଟାଲ ରେ ଚିକିତ୍ସିତ ହୋଇ…
ତ୍ରିଶଙ୍କୁ ଅବସ୍ଥାରେ ରାଜେନ୍ଦ୍ର କଲେଜର ବିଶ୍ୱବିଦ୍ୟାଳୟ ମାନ୍ୟତା : ତେଜୁଛି ଅସନ୍ତୋଷ !
ବଲାଙ୍ଗୀର/ ନିରୋଜ ମିଶ୍ର : ଜିଲ୍ଲାର ସର୍ବ ପୁରାତନ ରାଜେନ୍ଦ୍ର କଲେଜକୁ ଗତ 2020 ମସିହାରେ ରାଜ୍ୟ ସରକାର ବିଶ୍ୱ ବିଦ୍ୟାଳୟର ମାନ୍ୟତା ଦେଇଥିଲେ । ମାତ୍ର ୟୁଜିସି ଏଥିରେ ଆପତ୍ତି ଉଠାଇ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବାକୁ ମନା କରିଦେଇଛି । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇ ଥିବାବେଳେ…
ଆୟୁର୍ବେଦ ମହାବିଦ୍ୟାଳୟ ପରିଦର୍ଶନ କଲେ ନରସିଂହ
ବିଧାୟକ ପାଣ୍ଠିରୁ ଡିଜିଟାଲ ଷ୍ଟଡି ବୋର୍ଡ କରିବେ ପ୍ରଦାନ, ଇ-ଲାଇବ୍ରେରୀ ପାଇଁ ଉଦ୍ୟମ କରାଯିବ - ନରସିଂହ
ବଲାଙ୍ଗିର(ନିରୋଜ ମିଶ୍ର) - ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସ୍ଥାନୀୟ ଶାରଦେଶ୍ୱରୀ ଆୟୁର୍ବେଦ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ସମାଧାନ ପାଇଁ ପରିଦର୍ଶନରେ ଯାଇଥିଲେ । ରାଜ୍ୟର…
ପାୱାର ଅଫ୍ ଆଟର୍ଣ୍ଣି ଉପରେ ଧାର୍ଯ୍ୟ ଷ୍ଟାମ୍ପ ଡ୍ୟୁଟିକୁ କମାଇବା ପ୍ରସ୍ତାବକୁ କ୍ରେଡାଇର ସ୍ୱାଗତ
" କରୋନା କାଳରେ ଓଡିଶା ରିୟଲ ଇଷ୍ଟେଟ୍ କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ପ୍ରୋତ୍ସାହିତ କରିବ"
ଭୁବନେଶ୍ୱର / ଶାସକ ପ୍ରଶାସକ : ବିଲ୍ଡରମାନଙ୍କୁ ରିୟଲ ଇଷ୍ଟେଟ୍ ପ୍ରୋଜେକ୍ଟ ଡେଭଲପ କରିବା ପାଇଁ ଦିଆଯାଉଥିବା ପାୱାର ଅଫ୍ ଆଟର୍ଣ୍ଣି ଉପରେ ଧାର୍ଯ୍ୟ ଷ୍ଟାମ୍ପ ଡ୍ୟୁଟିକୁ କମାଇବା ପାଇଁ ରାଜ୍ୟ…
“ସି.ଇ.ଟି ମହାବିଦ୍ୟାଳୟକୁ ଏକକ ବିଶ୍ବବିଦ୍ୟାଳୟ ମାନ୍ୟତା ନିଷ୍ପତ୍ତି ଐତିହାସିକ “
ମୁଖ୍ୟମନ୍ତ୍ରୀଙ୍କୁ ଯୁବ ବିଜେଡ଼ି ପକ୍ଷରୁ ଧନ୍ୟବାଦ।
ଭୁବନେଶ୍ୱର:- ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡ଼ିଶା କ୍ୟାବିନେଟରେ ସି.ଇ.ଟି ମହାବିଦ୍ୟାଳୟ କୁ ଏକକ ବିଶ୍ବବିଦ୍ୟାଳୟ ର ସ୍ବତନ୍ତ୍ର ମାନ୍ୟତା ପ୍ରଦାନ ଓଡ଼ିଶା ସରକାରଙ୍କ ଏକ ଐତିହାସିକ…
ଲୋକଙ୍କ ପାଖରେ ପହଂଚି ସେମାନଙ୍କ ମୁହଁରୁ ସମସ୍ୟା ବୁଝିଲେ ମନ୍ତ୍ରୀ
ଅଫିସରଙ୍କୁ ସାଙ୍ଗରେ ନେଇ ବିଭିନ୍ନ ପଂଚାୟତରେ ବୁଲି ଉନ୍ନୟନ କାର୍ଯ୍ୟର କଲେ ସମୀକ୍ଷା
ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ବିଧାୟକ ତଥା କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଶନିବାର ଦିନ ଓଡ଼ଗାଁ ବ୍ଳକର…
ସିଇଟିକୁ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା
କ୍ୟାବିନେଟରେ ୧୫ ପ୍ରସ୍ତାବକୁ ମଞ୍ଜୁରୀ
ଭୁବନେଶ୍ୱର : ବଦଳିବ ବହୁ ପୁରାତନ ସରକାରୀ ବୈଷୟିକ ମହାବିଦ୍ୟାଳୟ ସିଇଟିଏ ନାଁ | ପାଇବ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା | କଲେଜ ଅଫ ଇଂଜିନୟରିଂ ପରିବର୍ତ୍ତେ ପାଲଟିବା ଓଡ଼ିଶା ଟେକ୍ନୋଲୋଜି ଓ ଗବେଷଣା ବିଶ୍ୱବିଦ୍ୟାଳୟ (ଓୟୁଟିଆର) | ଏଠାରେ …
ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ବିଭିନ୍ନ କ୍ଷେତ୍ର ପରିଦର୍ଶନ l
ରାୟଗଡ-(ସରୋଜ ସାହୁ )-ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ରାୟଗଡ ଶ୍ରୀ ସୁଶାନ୍ତ କୁମାର ମଲ୍ଲିକଙ୍କ ଜିଲ୍ଲାର କୋଲନରା , ରାମନାଗୁଡ଼ା ବ୍ଲକର ବିଭିନ୍ନ ପ୍ରାନ୍ତରେ ଚାଲିଥିବା କାର୍ଯ୍ୟର କ୍ଷେତ୍ର ପରିଦର୍ଶନ କରିଛନ୍ତି । କୋଲନରl ବ୍ଲକର କୁଲଟିଗୁଡା ସ୍ଥିତ କେନ୍ଦ୍ରୀୟ ଚାରା ଉତ୍ପାଦନ…