ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ: ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ କଂଗ୍ରେସ ଭବନଠାରେ ଜିଲ୍ଲା ଛାତ୍ର କଂଗ୍ରେସ ପ୍ରଥମ୍ବକର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଖଡ଼ିଆଳ ବିଧାୟକ ଶ୍ରୀଯୁକ୍ତ ଅଧିରାଜ ମୋହନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିଲେ । ଛାତ୍ର କଂଗ୍ରେସ ସଭାପତି ଅମିତାଵ ପଟେଲ ସଭା କୁ ପରିଚାଳନା କରିଥିବା ବେଳେ ମଞ୍ଚରେ ଉପସ୍ଥିତ ନୂଆପଡା ଜିଲ୍ଲା ଛାତ୍ର କଂଗ୍ରେସ ପ୍ରଭାରୀ ହାର୍ଦିକ ମହାପାତ୍ର, ଖଡ଼ିଆଳ ବ୍ଲକ ସଭାପତି ଶ୍ରୀ ଶ୍ୟାମ ସୁନ୍ଦର କୂଳଦୀପ, ବିଧାନସଭା ଯୁବ କଂଗ୍ରେସ ସଭାପତି ଚନ୍ଦ୍ର ଶେଖର ତାଣ୍ଡି,ବରିଷ୍ଠ କଂଗ୍ରେସ ନେତା ହୀରାଧର ମେହେର, ଯୁବ କଂଗ୍ରେସ ମୁଖପାତ୍ର ବିଭୁଦତ୍ତ ଯୋଶୀ ପ୍ରମୁଖ ମଂଚାସିନ ଥିଲେ, ଏହି ସଭାରେ ମହମ୍ମଦ ଅଫଟାଵ,ରାହୁଲ ଯାଦବ,ତୀର୍ଥ ହଂସ,ବଡ ,ସାନ,ଦ୍ୟୁତି,ବିଭୁ, ଅନିଲ,ଆକାଶ, ତାପସ,ପ୍ରବୀଣ ଓ ଅନେକ ଛାତ୍ର ମାନେ ଉପସ୍ଥିତ ଥିଲେ। ଦଳର ସଂଗଠନ କାର୍ଯ୍ୟରେ ଛାତ୍ର ର ଗୁରୁତ୍ବ ପୂର୍ଣ୍ଣ ଭୂମିକା ରହିଥିବା କହିଛନ୍ତି।
Sign in
Sign in
Recover your password.
A password will be e-mailed to you.