ଆଗଲପୁର : ଏସ୍ ଏଚ୍ ଜି ମହିଳାଙ୍କୁ ଆମ୍ବ ଚାରା ବଣ୍ଟନ

ଲୋଇସିଂହା/ଆଗଲପୁର (ସନ୍ତୋଷ କୁମାର ଠାକୁର ): ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଝରଣୀପାଲି ପଂଚାୟତର ୮୫ ଏସଏଚଜିର ୮୫୦ରୁ ଉର୍ଦ୍ଧ ମହିଳା ମାନଙ୍କୁ ଆମ୍ବଚାରା ବଣ୍ଟନ କରାଯାଇଛି ଓ ଗଛର ଯତ୍ନପାଇଁ ପ୍ରତି ଗ୍ରୁପକୁ ୨ ହଜାର ଟଙ୍କା ଲେଖାଏଁ ପଂଚାୟତ ନିଜସ୍ୱ ପାଣ୍ଠିରୁ ପ୍ରଦାନ କରିଛି l…

ଆଗଲପୁର : ଏସ୍ ଏଚ୍ ଜି ମହିଳାଙ୍କୁ ଆମ୍ବ ଚାରା ବଣ୍ଟନ

ଲୋଇସିଂହା/ଆଗଲପୁର (ସନ୍ତୋଷ କୁମାର ଠାକୁର ): ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଝରଣୀପାଲି ପଂଚାୟତର ୮୫ ଏସଏଚଜିର ୮୫୦ରୁ ଉର୍ଦ୍ଧ ମହିଳା ମାନଙ୍କୁ ଆମ୍ବଚାରା ବଣ୍ଟନ କରାଯାଇଛି ଓ ଗଛର ଯତ୍ନପାଇଁ ପ୍ରତି ଗ୍ରୁପକୁ ୨ ହଜାର ଟଙ୍କା ଲେଖାଏଁ ପଂଚାୟତ ନିଜସ୍ୱ ପାଣ୍ଠିରୁ ପ୍ରଦାନ କରିଛି l…

ଦୁର୍ବଳ ନେଟୱାର୍କ ସହ ଖରାପ ମେସିନ ଯୋଗୁଁ ପିଡିଏସ୍ ବଣ୍ଟନ ବ୍ୟବସ୍ଥାରେ ଶିଥିଳତା ।

ମାଲକାନଗିରି ପଡିଆ- ଗରିବ ଓ ଅସହାୟ ଙ୍କ ପେଟକୁ ଦାନା ଯୋଗାଇବା ପାଇଁ ସରକାର ଙ୍କ ପକ୍ଷରୁ ଖାଦ୍ୟ ସୁରକ୍ଷା ଯୋଜନା ଭଳି ମହତ୍ ଯୋଜନା ରେ କୋଟି କୋଟି ଲୋକଙ୍କୁ ପିଡିଏସ୍ ବ୍ୟବସ୍ଥାରେ ଚାଉଳ, ଗହମ, କିରୋସିନ୍, ଡାଲି ସମେତ ବିଭିନ୍ନ ସାମଗ୍ରୀ ଯୋଗାଇ ଦିଆଯାଉଛି। ଏଥିପାଇଁ ପ୍ରତ୍ୟକ ମାସର ୫…

ମା ଏମିତି ହୋଇପାରେ 

ଘୁ. ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ରାଇକିଆ ଠାରେ ସ୍ବାମୀଓସ୍ତ୍ରୀର କଳହର କରୁଣ ପରିଣତି ଦେଖିବାକୁ ମିଳିଛି I ଏହି କଳହରେ ଚାଲି ଯାଇଛି ଦୁଇ ନିଷ୍ପାପ ଶିଶୁଙ୍କ ଜୀବନ I ଘଟଣା ଅନୁସାରେ ରାଇକିଆ ଖ୍ରୀଷ୍ଟିୟାନ ସାହିର ରାଜେଶ ପାତ୍ର ଏବଂ ଭାଗ୍ୟଲଷ୍ମୀ ପାତ୍ର I କିଛି ଦିନ…

୫୦ ଦିନରେ  ପହଞ୍ଚିଲା ସେବାକାର୍ଯ୍ୟ

ଭୁବନେଶ୍ୱର (ଶାସକ ପ୍ରଶାସକ) : ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତଙ୍କ ନିର୍ଦ୍ଦେଶରେ ଓ ଓଡ଼ିଶା ମୋ ପରିବାର ସଂଯୋଜକ ତଥା ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଡ଼ଃ ପ୍ରକାଶ ତ୍ରିପାଠୀଙ୍କ ସହଯୋଗରେ ଭିଏସନଗର କଲ୍ୟାଣ ମଣ୍ଡପରେ ଏକ ସହାୟତା କେନ୍ଦ୍ର ଖୋଲି ଦୀର୍ଘ ୫୦ଦିନ ଧରି…

ରାଜ୍ୟରେ ଜୁଲାଇ ୨୬ରୁ ଖୋଲିବ ସ୍କୁଲ : ସ୍କୁଲ ଯିବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲା

https://youtu.be/vcSv40bgwIA ଭୁବନେଶ୍ୱର : ରାଜ୍ୟରେ ଜୁଲାଇ ୨୬ରୁ ଖୋଲିବ  ସ୍କୁଲ | ସ୍କୁଲ ଯିବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲା | ଯଦି ପରିସ୍ଥିତି ଅନୁମତି ଦିଏ, ଆପାତତଃ ଅଗଷ୍ଟ ୧୬ରୁ କ୍ଲାସ୍ -୯ ଖୋଲିବାକୁ ସରକାର ଚିନ୍ତା କରୁଛନ୍ତି  | ସେହିପରି ସେପ୍ଟେମ୍ବର ୧୫ ରୁ କ୍ଲାସ୍ ଏକାଦଶ…

ମୟୂରଭଞ୍ଜରେ ହେଉ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ :ଧର୍ମେନ୍ଦ୍ରଙ୍କ ଉଦ୍ଦେଶ୍ୟରେ ଦାବି ରଖିଲା ଭଞ୍ଜ ସେନା

ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ବାରିପଦା: ପୂର୍ବତନ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ଭଳି ଏକ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରଣାଳୟର ଦାୟିତ୍ବ ପ୍ରଦାନ କରାଯାଇଛି। ଆଉ ଶ୍ରୀ ପ୍ରଧାନ ଏହି ନୂତନ ଦାୟିତ୍ବ ନେବା ପରେ ଆଦିବାସୀ…

କୋଟିଏ ଟଙ୍କାର ବ୍ରାଉନ ସୁଗାର ଜବତ ; ୪ ଗିରଫ ।

ଭଦ୍ରକ ବ୍ଲକ୍,(ସୀତାକାନ୍ତ ପାଢ଼ୀ):ଭଦ୍ରକ ଗ୍ରାମାଞ୍ଚଳ ପୋଲିସକୁ ଆଜି ପୁଣି ବଡ ସଫଳତା ମିଳିଛି । କୋଟିଏ ରୁ ଉର୍ଦ୍ଧ ଟଙ୍କାର ବ୍ରାଉନ ସୁଗାର ଜବଦ ସହ ୪ ଜଣକୁ ଗିରଫ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ଏକ ଅଟୋ ଯୋଗେ ଜଳେଶ୍ବରରୁ ଭଦ୍ରକ ଚାଲାଣ ହେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ…

ନିଆଁରେ ପୋଡି ବଧୂହତ୍ୟା ଅଭିଯୋଗ: ସ୍ବାମୀ, ଶ୍ବଶୁର, ଶାଶୁ ଓ ଦିଅର ଥାନାରେ ଅଟକ ।

ପଦ୍ମପୁର (ଶାସକ ପ୍ରଶାସକ)-ବରଗଡ଼ ଜିଲା ପଦ୍ମପୁର ଥାନା ଅଧିନସ୍ଥ ସିଂହନପୁର ଗ୍ରାମରେ ଜଣେ ବିବାହିତ ମହିଳାଙ୍କୁ ପୋଡ଼ି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ପୁଲିସ ଏହି ଘଟଣାରେ ମୃତ ମହିଳାଙ୍କ ସ୍ଵାମୀ, ଶାଶୁ, ଶ୍ୱଶୂର ଓ ଦିଅରଙ୍କୁ ଅଟକ ରଖିଛି ପଦ୍ମପୁର ପୋଲିସ । ବୁଡ଼େନ ଥାନା ଅଧିନସ୍ଥ…

ବିଜେଡିରେ ଯୋଗଦାନ କଲେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ 

ପାଟଣାଗଡ଼ (ଯତୀନ୍ଦ୍ର ନନ୍ଦ )-ବଲାଙ୍ଗୀର ଜିଲ୍ଲା ପାଟଣାଗଡ ନିର୍ବାଚନ ମଣ୍ଡଳୀ ମରୁଆଁ ଠାରେ ଆଜି ଶତାଧିକ  ବିଜେପି ଓ କଂଗ୍ରେସ ବିଜେଡିରେ ଯୋଗଦାନ କରିଛନ୍ତି | ବିଜେଡିର ସ୍ଵଚ୍ଚ ଓ ନିର୍ମଳ ଶାସନରେ ପ୍ରଭାବିତ ହୋଇ ପାଟଣାଗଡ଼  ବିଧାୟକ ସରୋଜ କୁମାର ମେହେରଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ…