ରେଲୱେ ବୋର୍ଡ ପାସେଞ୍ଜର ଆମେନିଟିଜ୍ ଜାତୀୟ କମିଟିରେ ବିଜେପି ନେତା ଦିଲ୍ଲୀପ ମଲ୍ଲିକ 

ଭୁବନେଶ୍ୱର : ରେଲୱେ ବୋର୍ଡ ପାସେଞ୍ଜର ଆମେନିଟିଜ୍ କମିଟି (ପିଏସି)ର ସର୍ବ ଭାରତୀୟ ସ୍ତରର ସଦସ୍ୟ ଭାବେ ଓଡ଼ିଶାର ବିଜେପିର ଟାଣୁଆ ଯୁବ ନେତା  ଦିଲ୍ଲୀପ ମଲ୍ଲିକଙ୍କୁ  ଭାରତୀୟ ରେଳ ମନ୍ତ୍ରଣାଳୟ ପକ୍ଷରୁ ମନୋନୀତ କରାଯାଇଛି | ପି କେ କୃଷ୍ଣଦାସଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଜାତୀୟ କମିଟିରେ…

ପଦ୍ମପୁର ନିର୍ବାଚନ ମଣ୍ଡଳୀ ବିଜେପି ସାଙ୍ଗଠନିକ ବୈଠକ  ।

ପଦ୍ମପୁର(ଶାସକ ପ୍ରଶାସକ): ପାଇକମାଲ ସ୍ଥିତ ନୃସିଂହନାଥ ଆଇଓସିଏଲ ଅତିଥି ଭବନ ଠାରେ ଭାରତୀୟ ଜନତାପାର୍ଟି ତରଫରୁ ପଦ୍ମପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି  । ବରଗଡ ଜିଲ୍ଲା ଉପ ସଭାପତି ଶ୍ରୀ ସରୋଜ ସାମଲଙ୍କ ପରିଚାଳନାରେ ଅନୁଷ୍ଠିତ ବୈଠକରେ ପୂର୍ବତନ…

ଆରମ୍ଭ ହେଲା ଅଭିନବ କାର୍ଯ୍ୟକ୍ରମ  “ମୋ ବାଡ଼ି-ମୋ ବଗିଚା’

କୃଷି ମନ୍ତ୍ରୀ ଡ. ସାହୁଙ୍କ ଦ୍ୱାରା ରାଜଧାନୀରେ ହେଲା କାର୍ଯ୍ୟକ୍ରମର ଶୁଭାରମ୍ଭ ଭୁବନେଶ୍ୱର(ଶାସକ ପ୍ରଶାସକ) : ଭୁବନେଶ୍ୱରକୁ ସବୁଜସୁନ୍ଦର କରିବା ସହ ତଟକା ଫଳ, ପନିପରିବା ଇତ୍ୟାଦି ନିଜ ବାରିରୁ ପାଇବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ "ମୋ ବାଡ଼ି-ମୋ…

ଅଜଣା ରୋଗ : ୧୫ଦିନରେ ନେଲାଣି ୫ଶିଶୁଙ୍କ ଜୀବନ ।

ଭୟଭୀତ ଗ୍ରାମବାସୀ, ସ୍ୱାସ୍ଥ୍ୟ ବିଭାଗର ନିଦ ଭାଙ୍ଗୁନାହିଁ  ମାଲକାନଗିରି : ମାଲକାନଗିରି ଜିଲ୍ଳା କାଲିମେଳା ବ୍ଲକ ଅନ୍ତର୍ଗତ ସୁଧାଖୁଣ୍ଟା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଆତଙ୍କ  l ଖବର ନେବାରୁ ଜଣାପଡ଼ିଛି ଯେ ବିଗତ ୧୫ ଦିନ ମଧ୍ୟରେ ଅଜଣା ରୋଗରେ ୫ ଜଣ ନିଷ୍ପ୍ରାପ୍ୟ ଶିଶୁ ମୃତ୍ୟୁ…

ଭିଜିଲାନ୍ସ ଖାପଚରେ ଆସିଷ୍ଟାଣ୍ଟ ଇଞ୍ଜିନିୟର : ପ୍ରାଥମିକ ଠାବ ତିନି ମହଲା କୋଠା ଓ ଦ୍ୱିତଳ ମାର୍କେଟ କମ୍ପ୍ଲେକ୍ସ

 ବାରିପଦା ( ଦିଲ୍ଲୀପ ମହାନ୍ତି) : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଂଜ ଜିଲ୍ଲା କୁଳିଅଣା ବ୍ଲକରେ କାର୍ଯ୍ୟରତ ଆସିଷ୍ଟାଣ୍ଟ ଇଞ୍ଜିନିୟର ଧୀରେଇ ମାଝୀ@ହାଁସଦାଙ୍କ ଘରେ ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ଏହି ଚଢାଉ ଏକ ସଂଗରେ ପାଂଚଟି ଜାଗାରେ କରାଯାଉଛି।…

କାରଣ ଯଦି ସତ ତେବେ ସାଙ୍ଘାତିକ : ଜମି ବିକି ନପାରି ବିଷ ପିଇଲେ ବୃଦ୍ଧ ଗଜିନ୍ଦ୍ର !

ତହସିଲ ସମସ୍ୟା କାରଣରୁ ଦୀର୍ଘ ଦିନ ତହସିଲ ଅଫିସକୁ ଦୌଡି ନୟାନ୍ତ ହେଲା ପରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ କିଟନାଶା ପିଇ ଆତ୍ମହତ୍ୟା ଉଦ୍ୟମ କଲେ୬୫ ବର୍ଷୀୟ ଗଜିନ୍ଦ୍ର ! ବରଗଡ: ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ତହସିଲ ଅଫିସ ସମ୍ମୁଖରେ ଆଜି ରାଇସଲପଦର ଗ୍ରାମର ଗଜିନ୍ଦ୍ର ବାରିକ…

ଶ୍ରୀରାମପୁର ଗ୍ରାମ ପଞ୍ଚାୟତରେ  ବିଜେଡିର ମିଶ୍ରଣ ସଭା 

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମ ପଞ୍ଚାୟତ ଠାରେ  ବିଜେଡି ମିଶ୍ରଣ ସଭା  ଆୟୋଜନ ହୋଇଥିଲା I ଏହି ସଭାରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, କନ୍ଧମାଳ ଜିଲ୍ଲା ବିଜେଡିର ମହିଳା ସଭାନେତ୍ରୀ  ପୁନମ କହଁର ,…

‘ମୋ କଲେଜ ଅଭିଯାନ’ ଅଧୀନରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ପୁରାତନ ଛାତ୍ରଛାତ୍ରୀଙ୍କ ବୈଠକ

ଭୁବନେଶ୍ୱର(ଶାସକ ପ୍ରଶାସକ): ନବଗଠିତ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ବିକାଶର ରୂପରେଖରେ ପୁରାତନ ଛାତ୍ରଛାତ୍ରୀମାନେ ବିଶେଷ ଭୂମିକା ଗ୍ରହଣ କରିବେ। ରବିବାର ଦିନ ଆୟୋଜିତ ପୁରାତନ ଛାତ୍ରଛାତ୍ରୀଙ୍କ ପ୍ରଥମ ବୈଠକରେ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି।  ୧୮ ଜୁଲାଇ ୧୯୬୦ ମସିହାରେ…