ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ପିସିସି  ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ଅଧ୍ୟକ୍ଷ ନିଯୁକ୍ତ 

ଭୁବନେଶ୍ୱର- କଂଗ୍ରେସର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ଗଣମାଧ୍ୟମରେ କଂଗ୍ରେସର ଚେହେରା ଭାବେ ଜଣାଶୁଣା ଶ୍ରୀ ଗଣେଶ୍ୱର ବେହେରାଙ୍କୁ  ଏଆଇସିସି ପକ୍ଷରୁ ଆଜି ପ୍ରଦେଶ ଗଣମାଧ୍ୟମ ଓ ଯୋଗାଯୋଗ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି | ।   ୨୦୧୯ ନିର୍ବାଚନରେ କଂଗ୍ରେସର ଶୋଚନୀୟ…

ବିଭିଷଣଙ୍କ ଉପରେ କେବେ ପଡିବ ପ୍ରଶାସନର ସଦୟ ନଜର !!

ପଦ୍ମପୁର(ଶାସକପ୍ରଶାସକ)- ଗରିବ ଅସହାୟ ଲୋକମାନେ ପକ୍କା ଘରେ ସୁବିଧାରେ ରହିପାରିବେ ସେଥିପାଇଁ ସରକାର ବିଜୁ ପକ୍କା ଘର ଯୋଜନା ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଲୋକଙ୍କୁ ପକ୍କାଘର ଯୋଗାଇ ଦେଉଛନ୍ତି । ହେଲେ ପଞ୍ଚାୟତ ସ୍ତରୀୟ ଓ ବ୍ଳକ ସ୍ତରୀୟ ଅସାଧୁ କର୍ମଚାରୀ ମାନଙ୍କ ଖାମଖିଆଲି…

ଓଡିଶା  ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀଙ୍କ ବାଙ୍କୀ ଗସ୍ତ

କ୍ଷେତ୍ର ପରିଦର୍ଶନ କରିବା ସହ କୃଷକ ଏବଂ ପାଣିପଂଚାୟତ ସଦସ୍ୟମାନଙ୍କ ସହିତ କଲେ ଆଲୋଚନା ଭୁବନେଶ୍ୱର (ଶାସକ ପ୍ରଶାସକ) :ଆଜି  ଓଡିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ବାଙ୍କୀ ବିଧାୟକ ଶ୍ରୀ ଦେବୀ ରଂଜନ ତ୍ରିପାଠୀଙ୍କ ସହିତ କଟକ ଜିଲ୍ଲା ବାଙ୍କୀ ବିଧାନସଭା ମଣ୍ଡଳୀ ଗସ୍ତ…

ଲୋଇସିଂହା : ଅଘୋଷିତ ବିଦୁତ କାଟ ଓ ଦରବୃଦ୍ଧି କୁ ବିରୋଧ କରି ବିଜେପି ମୋର୍ଚ୍ଚା ପକ୍ଷରୁ ବିଦ୍ୟୁତ କାର୍ଯ୍ୟାଳୟରେ…

ଲୋଇସିଂହା (ସନ୍ତୋଷ କୁମାର ଠାକୁର ): ଅଘୋଷିତ ବିଦୁତ କାଟ ଓ ଦରବୃଦ୍ଧି ଯୋଗୁଁ ବିଜେପି ମୋର୍ଚ୍ଚା ପକ୍ଷରୁ ଲୋଇସିଂହା ବିଦୁତ କାର୍ଯ୍ୟାଳୟରେ ଏକ ସ୍ମାରକ ଦାବୀପତ୍ର ପ୍ରଦାନ କରାଯାଇଛି l ଦାବିରେ ମୁଖ୍ୟ ଉଦେଶ୍ୟ ହେଲା ବର୍ଦ୍ଧିତ ବିଦୁତ  ଶୁଳ୍କ ପ୍ରତ୍ୟହାର କରାଯାଉ l ବେଆଇନ ଭାବେ ୧୦୦ ୟୁନିଟ…

ଦୁଇଗୋଟି ରକ୍ତଦାନ ଶିବିରରୁ ଏକ ଶହ ବାଇଶି ୟୁନିଟ ରକ୍ତ ସଂଗ୍ରହ

ରକ୍ତଦାନ ଶିବିର ଆୟୋଜନ କରି ନିଜର ଜନ୍ମଦିନ ପାଳନ କଲେ ସମାଜସେବୀ ବରଗଡ:- କରୋନା ମହାମରୀର ଘଡିସନ୍ଧି ମୁହୂର୍ତ୍ତରେ ରକ୍ତଭଣ୍ଡାର ଗୁଡିକରୁ ରକ୍ତାଭାବକୁ ଏଡ଼ାଇବା ସକାଶେ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ଓଡିଶା ମୋ ପରିବାର, ବିଜୁ ଜନତା ଦଳ ତରଫରୁ ଜୀବନବିନ୍ଦୁ…

ଚାଷୀକୁ ମିଳିଲା ସୁବର୍ଣ୍ଣରେଖା ପାଣି, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ 

ମୟୁରଭଂଜର ୫ଟି ବ୍ଲକର  ୯୪ଟି ଗାଁର ୧୫୩୫୯ ହେକ୍ଟର ଜମିକୁ ଗଲା ପାଣି ମୋ ପାଇଁ ମୟୂରଭଞ୍ଜ ଜିଲ୍ଲା  ସ୍ଵତନ୍ତ୍ର ଗୁରୁତ୍ଵ ବହନ କରେ -ମୁଖ୍ୟମନ୍ତ୍ରୀ ଆଗାମୀ ୨ -୩ ବର୍ଷ ମଧ୍ୟରେ ରାଜ୍ୟରେ ୧୫ ଟି ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ  ସବୁ ଘରକୁ ପାଇପ ପାଣି ଯୋଗାଇବାରେ ଦେଶର…

ଅହେତୁକ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି , ଅଘୋଷିତ ବିଜୁଳି କାଟ ଓ ଲୋ-ଭୋଲ୍ଟେଜ ପ୍ରତିବାଦରେ ଜିଲ୍ଲା ଭାଜପା ପକ୍ଷରୁ ଘେରାଉ

 ରାଜ୍ୟପାଳଙ୍କ  ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଅହେତୁକ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ସାଙ୍ଗକୁ ଅଘୋଷିତ ବିଦ୍ୟୁତ୍ କାଟ ଓ ଲୋ- ଭୋଲ୍ଟେଜ ପ୍ରଭୃତି ସମସ୍ୟା ପ୍ରତିବାଦରେ ଆଜି ଜିଲ୍ଲା ଭାଜପା ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଟିପିଏସଓଡ଼ିଏଲ ତଥା…

ଦରବୃଦ୍ଧି ଓ ଚାଷୀମାନଙ୍କର ସମସ୍ୟାକୁ ନେଇ କଂଗ୍ରେସ ତରଫରୁ ବ୍ଲକ ସମ୍ମୁଖରେ ଧାରଣା

ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ସମ୍ମୁଖରେ ଆଜି ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ଶାନ୍ତିପୂର୍ଣ୍ଣ ଧାରଣା ଦିଆ ଯାଇଥିଲା । କୋବିଡ଼ କଟକଣା କୁ ପାଳନ କରି ଅଳ୍ପ କିଛି କର୍ମୀ ଙ୍କୁ ନେଇ ଦଳ ତରଫରୁ ଏହି ଧାରଣା ପ୍ରଦର୍ଶନ କରାଯାଇଥିଲା ।   ପ୍ରାପ୍ତ ସୂଚନା ଅନୁସାରେ…

ବିଜୁ ମହିଳା ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର, ରକ୍ତଦାନ କଲେ ମହିଳା

ଭୁବନେଶ୍ୱର :  କରୋନା ମହାମାରୀ  ସମୟରେ ରକ୍ତ ସଙ୍କଟ ଦୂର କରିବାକୁ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ରକ୍ତଦାନ ଶିବିରରେ  ମହିଳା ସ୍ୱେଚ୍ଛାକୃତ ରକ୍ତଦାନ କରିଛନ୍ତି । କୋଭିଡ୍‌-୧୯…

ରାସ୍ତା ପାର୍ଶ୍ବ ଉନ୍ନତିକରଣ କାର୍ଯ୍ୟର ଶୁଭାରମ୍ଭ କଲେ ଉତ୍ତର ବିଧାୟକ

ଭୁବନେଶ୍ୱର : ୱାର୍ଡ ନଂ - ୧ ଅନ୍ତର୍ଗତ ପ୍ରଶାନ୍ତି ବିହାର କଲୋନୀରେ ୨୫,୬୭,୮୭୯ ଟଙ୍କା ଅଟକଳ ମୂଲ୍ୟର ମୁଖ୍ୟ ରାସ୍ତା ପାର୍ଶ୍ୱର ଉର୍ଣ୍ଣତି କରଣ ନିମନ୍ତେ ଆଜି ଉତ୍ତର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ ରାଉତଙ୍କର ଦ୍ୱାରା ଉଦ୍ଘାଟନ କରାଯାଇଥିଲା,  ଏହି କାର୍ଯ୍ୟକ୍ରମ ରେ ୱାର୍ଡ ନଂ-୨ର ପୂର୍ବତନ…