Sign in
Sign in
Recover your password.
A password will be e-mailed to you.
୫ ସୁଦ୍ଧା ଶ୍ରୀମନ୍ଦିର ନ ଖୋଲିଲେ ଅନଶନରେ ବସିବେ ଦାମୋଦର ମହାସୁଆର
ପୁରୀ/ଅନିମେଶ ପଟ୍ଟନାୟକ: ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଛି । ପ୍ରଶାସନ ତରଫରୁ ମିଳୁଥିବା ଆର୍ଥିକ ସହାୟତାରେ ପରିବାର ପ୍ରତିପୋଷଣ ସମ୍ଭବ ହେଉନାହିଁ । ଆର୍ଥିକ ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ତେଣୁ ଅଗଷ୍ଟ ୫ ତାରିଖ ସୁଦ୍ଧା ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଶ୍ରୀମନ୍ଦିର ନ…
ହଠାତ୍ ନିଆଁ ଲାଗି ଦୋକାନ ଛାରଖାର।
ଟିଟିଲାଗଡ, (ଗୌରବ ଦର୍ଜୀ)-ଟିଟିଲାଗଡ଼ ସହର ର ହାଟପଦା ପଡା ରେ ଥିବା ମୁଖ୍ୟ ମାର୍କେଟ ରେ ଆଜି ହଠାତ ନିଆଁ ଲାଗି ହୁ ହୁ ହୋଇ ଜଳୁଥିବା ଦେଖି ହଇଚଇ ଖେଳିଯାଇଛି। ହାଟପଦା ପଡା ସ୍ଥିତ ନ୍ୟୁ ବାବୁଲାଲ ଦୋକାନ ରେ ନିଆଁ ଲାଗିଛି। ଲକ୍ଷ ଲକ୍ଷ ଟଙ୍କା ର ସାମଗ୍ରୀ ଜଳି ପୋଡି ପାଉଁଶ ହୋଇ ଯାଇଛି।…
ଏଫସିଆଇ କାର୍ଯ୍ୟଳୟ ସମ୍ମୁଖରେ ବିଜେଡି ର ଗଣଧାରଣା ।
ଟିଟଲାଗଡ ,(ଗୌରବ ଦର୍ଜୀ)-କେନ୍ଦ୍ର ସରକାର ଙ୍କ ଭାରତୀୟ ଖାଦ୍ୟ ନିଗମ ବିଭାଗ ରାଜ୍ୟ ସରକାରଙ୍କ ପାଖରୁ ଧାନ ଓ ଚାଉଳ କ୍ରୟରେ ଅନିୟମିତତା କରୁଥିବା ବେଳେ କେନ୍ଦ୍ର ସରକାର ଚାଷୀ ମାନଂକ ଉପଯୁକ୍ତ ମୂଲ୍ୟ ପ୍ରଦାନ କରୁନଥିବା ଅଭିଯୋଗ ରେ ଓଡ଼ିଶା ରାଜ୍ୟ ସାରା ବିଜେଡି ଦଳ ତରଫରୁ ସମସ୍ତ ଏଫସିଆଇ…
ତାଳଜୁରୀରେ କଙ୍ଗାରୁକୋର୍ଟ,ପୋଲିସ ନିଦା ବିଷ୍ଣୁ !
ନ୍ୟାୟ ଆଶାରେ ପରିବାର ହତାଶ,ସତ୍ୟତା ତଦନ୍ତ କରି ବିହିତ ପଦକ୍ଷେପ ନେବେ କି ଜିଲ୍ଲା ପୋଲିସ ମୁଖିଆ !!!
ପାଟଣାଗଡ଼(ସ୍ୱତନ୍ତ୍ର ପ୍ରତିନିଧି ଯତୀନ୍ଦ୍ର ନନ୍ଦ ): ପୋଲିସର କାମ ହେଲା ସାଧାରଣ ଜନତାଙ୍କୁ ସୁରକ୍ଷା ଦେବା ଓ ଶାନ୍ତି ଶୃଙ୍ଖଳା ବଜାୟ ରଖିବା !ହେଲେ ଆମ ଅଖଣ୍ଡ ଭାରତ ବର୍ଷ ସ୍ୱାଧୀନ…
ନାବାର୍ଡର ପ୍ରତିଷ୍ଠା ଦିବସରେ ସମ୍ମାନିତ ହେଲେ ରାୟଗଡର ଚାଷୀ
ରାୟଗଡ଼ରୁ ସରୋଜ କୁମାର ସାହୁ: ଆଜି ଜାତୀୟ ଗ୍ରାମ୍ୟ ଓ କୃଷି ବିକାସ ବ୍ୟାଙ୍କ (ନାବାର୍ଡ) ର ୪୦ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ରାଜ୍ୟ ରାଜଭବନରୁ ସିଧା ଭିଡିଓ କନ୍ଫେରେନସିଂ ମାଧ୍ୟମରେ ଆୟୋଜିତ ବର୍ଣ୍ଣାତ୍ୟ କାର୍ଯ୍ୟକ୍ରମରେ ଓଡିଶାର ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ମୁଖ୍ୟ ଅତିଥି…
ଦୁର୍ଘଟଣାରେ ଗୁରୁତର ବ୍ୟକ୍ତିଙ୍କ ଚିକିତ୍ସା କରାଇ ଘରକୁ ପଠାଇଲେ ମନ୍ତ୍ରୀ ସୁଶାନ୍ତ ସିଂ
ବରଗଡ଼ :- ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ସୁଶାନ୍ତ ସିଂ ଙ୍କର ଜନସେବା ବାବଦରେ ସମସ୍ତେ ପରିଚିତ । ରାଜନୀତି ରେ ଆସିବା ପୂର୍ବରୁ ସେ କ୍ରମାଗତ ଭାବରେ ଆଜି ପର୍ଯନ୍ତ ଲୋକଙ୍କ ସେବାରେ ସେ ନିଜକୁ ସମ୍ପୁର୍ଣ୍ଣ ଭାବରେ ନିୟୋଜିତ କରି ରଖିଛନ୍ତି ।ମୁଖ୍ୟତଃ କହିବାକୁ ଗଲେ ଯଦି କୋଣସି ଲୋକର…
ସମସ୍ତଙ୍କୁ ଧନ୍ୟବାଦ-ମୁଖ୍ୟମନ୍ତ୍ରୀ
ଭଲରେ ଭଲରେ ସରିଲା ମହାପ୍ରଭୁଙ୍କ ନବଦିନ ଯାତ୍ରା
ଭୁବନେଶ୍ୱର(ଶାସକ ପ୍ରଶାସକ) : କୋଭିଡ କଟକଣା ମଧ୍ୟରେ ସମସ୍ତଙ୍କ ସହଯୋଗରେ ମହାପ୍ରଭୁଙ୍କ ନବଦିନ ଯାତ୍ରା ସୁରୁଖୁରୁରେ ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆନନ୍ଦ ପ୍ରକାଶ କରିଛନ୍ତି। ଏହି କଠିନ ପରିସ୍ଥିତିରେ…
ଏଫସିଆଇ ସମ୍ମୁଖରେ ବିଜୁ ଜନତା ଦଳର ଗଣଧାରଣା
ବରଗଡ :- ବର୍ତ୍ତମାନ ଅନ୍ନଦାତା ବିଭିନ୍ନ ସମସ୍ୟାକୁ ନେଇ ରାଜରାସ୍ତାରେ ପ୍ରଦର୍ଶନ କରୁଛି । ଚାଷୀ ମାନଙ୍କ ସୁବିଧା କରିବା ପରିବର୍ତ୍ତେ କେନ୍ଦ୍ର ସରକାର ସେମାନଙ୍କର ଉପରେ ପ୍ରତକ୍ଷ ଓ ପରୋକ୍ଷ ଭାବରେ ନାନା ପ୍ରକାରର ଦାଉ ସାଧୁଚନ୍ତି । ବିଗତ ଆଠ ମାସରୁ ଉର୍ଦ୍ବ ସମୟ ବିତି ଯାଇଛି ଦିଲ୍ଲୀ ରେ…
ଅସୁରକ୍ଷିତ ପଦ୍ମପୁର କଚେରୀ ପରିସର, ମାତିଛନ୍ତି ଗାଡି ଚୋର
ଏତଲା ପଞ୍ଜୀକରଣ ପରେ ଫଳ ଶୂନ, ଏତଲାକାରୀଙ୍କ ଉଣା ହେଉଛି ମନ
ପଦ୍ମପୁର(ଶାସକ ପ୍ରଶାସକ)- ବଡ଼ବଡ଼ ଅକ୍ଷର ସାଇନ ବୋର୍ଡ ଲେଖାହୋଇଛି, ଆଦର୍ଶ ଥାନା ପଦ୍ମପୁର ଜିଲ୍ଲା -ବରଗଡ଼ | ଭାରି ସୁନ୍ଦର ଦେଖିବାକୁ ବି ଲାଗୁଛି | ଆହୁରି ବଡ଼ବଡ଼ ଅକ୍ଷରରେ ଲେଖା ହୋଇଛି ଆପଣଙ୍କ ସେବାରେ ପଦ୍ମପୁର ଥାନା |…
ସମ୍ ରେ କୋଭିଡରୁ ସୁସ୍ଥ ହେଲେ ୯୪ ବର୍ଷୀୟ ବ୍ୟକ୍ତି
ଭୁବନେଶ୍ୱର, ୨୦/୦୭: ସମ୍ କୋଭିଡ ହସ୍ପିଟାଲ୍ରେ କୋଭିଡ୍-୧୯ କୁ ପୁଣି ପରାସ୍ତ କଲେ ଜଣେ ବୟୋଜ୍ୟେଷ୍ଠ । ପୁରୀ ଅଂଚଳର ୯୪ ବର୍ଷୀୟ ବ୍ୟକ୍ତି ସୁରଥ ରାଉତରାୟ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କୋଭିଡ ସଂକ୍ରମିତ ହେବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ସମ୍ କୋଭିଡ…