Sign in
Sign in
Recover your password.
A password will be e-mailed to you.
ନିଦା ବିଷ୍ଣୁ ସାଜି ନିଘୋଡ଼ ନିଦରେ ଶୋଇଛି ଶ୍ରମ ବିଭାଗ
ଅଫିସ ଆଗରେ ପରିବା ବିକୁଛନ୍ତି ଛୋଟ ଛୋଟ ପିଲା
ବଡଚଣାରୁ ପ୍ରଫୁଲ୍ଲ କୁମାର ସାହୁ /ବ୍ୟାସନଗରରୁ ବିଶ୍ୱଜିତ ମାଝୀ: ରାଜ୍ୟ ସରକାର ଶ୍ରମିକ ମାନଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଥବାବେଳେ, ଶ୍ରମିକ ଟି ତାହାର କେତେ ଫାଇଦା ପାଉଛି ଏହି ଚିତ୍ରଟି ପ୍ରମାଣିତ କରୁଛି | ଖୋଦ ରାଜ୍ୟ ସରକାର…
ରୋଟାରୀ କ୍ଲବ ପକ୍ଷରୁ ଆୟୋଜିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ୭୫ ୟୁନିଟ ରକ୍ତ ସଂଗୃହୀତ-
ବାରିପଦା(ଦିଲ୍ଲୀପ ମହାନ୍ତି)- ଜୁଲାଇ ୨୭ରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବାରିପଦା ରୋଟାରୀ କ୍ଲବ ପରିସରରେ କ୍ଲବ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଉକ୍ତ ଶିବିରରେ ମୋଟ ୭୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ବେଳେ ରୋଟାରୀ କ୍ଲବର ସଦସ୍ୟ ଓ…
“ଦି କାର ଫେଷ୍ଟିଭାଲ ଅଫ ଲର୍ଡ଼ ଜଗନ୍ନାଥ” ର ଦ୍ୱିତୀୟ ସଂସ୍କରଣ ଲୋକାର୍ପିତ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଶ୍ରୀଜଗନ୍ନାଥ ଚେତନା ସଂପର୍କରେ ଗବେଷଣା ମୂଳକ ପ୍ରବନ୍ଧ ପୁସ୍ତକ "ଦି କାର ଫେଷ୍ଟିଭାଲ ଅଫ ଲର୍ଡ଼ ଜଗନ୍ନାଥ" (The Car Festival of Lord Jagannath).ର ଦ୍ୱିତୀୟ ସଂସ୍କରଣର ଶୁଭ ଲୋକାର୍ପଣ,ଓଡ଼ିଶାର ମହାମହୀମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ଂକ କର କମଳରେ…
ନୂଆ ମହିନ୍ଦ୍ରା ସୁପ୍ରୋ ପ୍ରଫିଟ୍ ଟ୍ରକ୍ ଦେଉଛି ଅଧିକ ମାଇଲେଜ୍ ଓ ପେ’ଲୋଡର ଗ୍ୟାରେଣ୍ଟି
• ବଲିଉଡ୍ ଅଭିନେତା ଅଜୟ ଦେବଗନ ବ୍ରାଣ୍ଡ୍ ଆମ୍ବାସାଡର୍ ନିଯୁକ୍ତ
• ସୁପ୍ରୋ ପ୍ରଫିଟ୍ ଟ୍ରକର ମୂଲ୍ୟ ୫.୪୦ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି
• ଗ୍ରାହକଙ୍କୁ ସର୍ଭିସ୍ ଗ୍ୟାରେଣ୍ଟି ଦିଆଯାଉଛି
ଭୁବନେଶ୍ୱର / ରାଉରକେଲା : ଦେଶର ଅଗ୍ରଣୀ ବାଣିଜ୍ୟିକ ଯାନ ନିର୍ମାତା ମହିନ୍ଦ୍ରା ଆଣ୍ଡ୍…
ଓଡିଶା ନିର୍ମାଣ ନିଗମରେ ପ୍ରକଳ୍ପ ପରିଚାଳନା ସୂଚନା ବ୍ୟବସ୍ଥାର ଶୁଭାରମ୍ଭ
ଭୁବନେଶ୍ୱର (ଶାସକ ପ୍ରଶାସକ) :ଓଡିଶା ନିର୍ମାଣ ନିଗମ ଲିଃ(ଓ.ସି.ସି.ଏଲ୍) ତରଫରୁ କରାଯାଉଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟକୁ ଭଲ ଭାବରେ ତଦାରଖ କରି ପ୍ରକଳ୍ପ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ଉଦ୍ଦେଶ୍ୟରେ ଏକ ଉଚ୍ଚମାନର କମ୍ପ୍ୟୁଟର ବ୍ୟବସ୍ଥାକୃତ ପ୍ରକଳ୍ପ ପରିଚାଳନା ବ୍ୟବସ୍ଥା(…
ଜିଲ୍ଲାପାଳ ରା. ଉଦୟଗରି ବ୍ଲକ ଓ ମୋହନା ବ୍ଲକ ଗସ୍ତ : ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ରା. ଉଦୟଗରି ବ୍ଲକ ଓ ମୋହନା ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ।
ସେ ପ୍ରଥମେ ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ ଗସ୍ତରେ ଆସି ନିର୍ମାଣ ହେବାକୁ ଥିବା ଛେଳିଗଡ ଜଳ…
ରୋସେଇ ଘରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
କଲ୍ୟାସିଂହପୁର/ ପ୍ରଦୀପ ଦଳାଇ:ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତ ଅଧିନସ୍ତରେ ଥିବା ଢ଼େପାଗୁଡା ଗାଁର ପ୍ରାସ୍କା ବିଶ୍ୱନାଥ ନାମକ ଲୋକଙ୍କ ରୋସେଇ ଘରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି,ସୂଚନା ଅନୁସାରେ ଚାଷୀ ପରିବାର ହୋଇଥିବାରୁ ସକାଳୁ ରୋସେଇ…
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପକ୍ଷରୁ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲକୁ ସହାୟତା
ଭୁବନେଶ୍ୱର: କୋଭିଡ ମହାମାରୀ ସମୟରେ ସତର୍କତା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲକୁ ସହାୟତାର ହାତ ବଢ଼ାଇଛି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍କୁ ଚିକିତ୍ସା ପାଇବା ନିମନ୍ତେ ପ୍ରତ୍ୟେକ ଦିନ…
ଓମ ଭ୍ୟାଲି ସ୍କୁଲ ଅଭିଭାବକ ସଂଘ ର ସାମ୍ବାଦିକ ସମ୍ମିଳନୀ
ଟିଟିଲାଗଡ , ( ଗୌରବ ଦର୍ଜୀ)-ଟିଟିଲାଗଡ଼ ସହରରେ ଥିବା ବେସରକାରୀ ଶିକ୍ଷାନୁଷ୍ଠାନ ଓମ ଭ୍ୟାଲି ସ୍କୁଲ ଏବଂ ଅଭିଭାବକ ମଧ୍ୟରେ ସ୍କୁଲର ଫିଜ କୁ ନେଇ ଚାଲିଛି ଆରୋପ ପ୍ରତ୍ୟାରୋପ । ସ୍କୁଲ କମିଟି ବର୍ଦ୍ଧିତ ସ୍କୁଲ ଫିଜ କୁ ନେଇ ସୃଷ୍ଟିକରଣ ମାଧ୍ୟମରେ ଏହା ଫିଜ ବୁଦ୍ଧି ନୁହେଁ ବରଂ ଫିଜ ର…