Sign in
Sign in
Recover your password.
A password will be e-mailed to you.
ବ୍ରହ୍ମପୁର ରେଲୱେ ଷ୍ଟେସନ୍ ପୁନଃ ବିକାଶ: ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ବ୍ରହ୍ମପୁର ରେଲୱେ ଷ୍ଟେସନ୍ ନୀରିକ୍ଷଣ |
ବ୍ରହ୍ମପୁର/ ଭୁବନେଶ୍ୱର (ଶାସକ ପ୍ରଶାସକ) : ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଆଜି ବ୍ରହ୍ମପୁର ରେଳ ଷ୍ଟେସନ ପରିଦର୍ଶନରେ ଆସି ବିଭିନ୍ନ ପ୍ରକଳ୍ପ ଓ ଯାତ୍ରୀ ସୁବିଧା ନୀରିକ୍ଷଣ କରିବା ସହିତ ଷ୍ଟେସନର ବିକାଶ ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ଯାତ୍ରୀ ସୁବିଧା ଉପରେ…
କୃଷି ଉନ୍ନତ ସହଯୋଗୀ କାର୍ଯ୍ୟକ୍ରମ କୃଷି ଓ କୃଷକଙ୍କ ବିକାଶରେ ବେଶ ସହାୟକ ହେବ : ମନ୍ତ୍ରୀ ଡ. ସାହୁ
"କୃଷକମାନେ ଚାଷ ସଂପର୍କିତ ବହୁମୂଲ୍ୟ ପରାମର୍ଶ ପାଇବା ସହିତ କୃଷି ବିଜ୍ଞାନର ଛାତ୍ରଛାତ୍ରୀମାନେ ଚାଷକାର୍ଯ୍ୟର ପ୍ରତ୍ୟକ୍ଷ ଅନୁଭୂତି ପାଇବେ"
ଭୁବନେଶ୍ୱର(ଶାସକ ପ୍ରଶାସକ)-କୃଷି ଉନ୍ନତ ସହଯୋଗୀ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର କୃଷି ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ସ୍ନାତକ…
ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ l
"କଡାକଡି ଯାଞ୍ଚକରି ଟ୍ରାଫିକ ନିୟମ ଉଲ୍ଲଙ୍ଘନକlରୀଙ୍କ ଠାରୁ ଜରିମାନା ଆଦାୟ ପାଇ ନିର୍ଦେଶ ଦେଲେ ଜିଲ୍ଲାପାଳ "
ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ ସଡ଼କ ସୁରକ୍ଷା କର୍ତୃପକ୍ଷ ଦ୍ୱାରା ଜିଲ୍ଲାସ୍ଥରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଜିଲ୍ଲାପାଳ ତଥା ଅଧ୍ୟକ୍ଷ ଜିଲ୍ଲା ସଡ଼କ ସୁରକ୍ଷା କମିଟିଙ୍କ…
‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍’ ବ୍ୟବସ୍ଥା ଦେଶର ଅନ୍ୟ ସହରମାନଙ୍କରେ ଅନୁକରଣୀୟ ହେବା ଉଚିତ୍: ସଚିବ ,କେନ୍ଦ୍ର ଗୃହ ଓ…
ଏହି ପାନୀୟଜଳ ବ୍ୟବସ୍ଥା ସଂପର୍କରେ ଅନୁଧ୍ୟାନ ପାଇଁ ଦିଲ୍ଲୀ ସରକାରଙ୍କ ଅଧୀକ୍ଷଣ ଯନ୍ତ୍ରୀ ଅଜୟ ଗୁପ୍ତାଙ୍କ ପୁରୀର ବିଭିନ୍ନ ସ୍ଥାନ ପରିଦର୍ଶନ
ଭୁବନେଶ୍ୱର,: ପୁରୀରେ ଗତ ସୋମବାର ଦିନ ଆକାଂକ୍ଷିତ ପ୍ରକଳ୍ପ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍’ ମିଶନ ଉଦ୍ଘାଟନ ପରେ ପୁରୀ ଭାରତରେ ପ୍ରତ୍ୟେକ ଘରେ ୨୪…
“ଜୀବନ ଶାଶ୍ୱତ ଓ ଅମୃତମୟ’: କଥାକାର ରାମଚନ୍ଦ୍ର ବେହେରା
ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଅତିବଡ଼ୀ ପୁରସ୍କାର ପ୍ରଦାନ
ସାରସ୍ୱତ ସାଧନା ପାଇଁ ୧୫ ଜଣ ସମ୍ବର୍ଦ୍ଧିତ
ଭୁବନେଶ୍ୱର(ଶାସକ ପ୍ରଶାସକ): ଆଜି ଓଡ଼ିଶା ସାହିତ୍ୟ ଏକାଡେମୀର ୨୮ତମ ପୁରସ୍କାର ବିତରଣୀ ଉତ୍ସବରେ ଏକାଡେମୀର ସର୍ବୋଚ୍ଚ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ବିଶିଷ୍ଟ…
ବିଧାନସଭାରେ ପି.ଏନ୍.ବି. ଏ.ଟି.ଏମ୍. ଉଦଘାଟିତ
ଭୁବନେଶ୍ୱର: ଆଜି ବିଧାନସଭା ପରିସରରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏ.ଟିଏମ୍. ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର ଯୋଗ ଦେଇ ଏ.ଟିଏମ୍. ଶାଖା ଉଦଘାଟନ କରିଥିଲେ । ବିଧାନସଭା ପରିସରରେ ଏ.ଟିଏମ୍. ଖୋଲିବା ଦ୍ୱାରା ବିଧାନସଭା କର୍ମଚାରୀ…
ଘଂଟାଏ ନପୂରୁଣୁ କାର୍ଯ୍ୟାନୁଷ୍ଠାନ : ଶାସକ ପ୍ରଶାସକର ପ୍ରଭାବ
ବ୍ୟାସନଗର : ଆଜି ଶାସକ ପ୍ରଶାସକ ରେ ଶିଶୁ ଶ୍ରମିକ ନିଉଜ୍ ପରିବେଷଣ ର ଏକ ଘଣ୍ଟା ନ ପୁରୁଣୁ, ଶ୍ରମ ବିଭାଗ ତାର ଅନୁସନ୍ଧାନ କରି ସମ୍ପୃକ୍ତ ଶିଶୁକୁ ତାର ବାପା ମାଆଙ୍କୁ ଡାକି ହସ୍ତାନ୍ତର କରିଛନ୍ତି | ଏହି ପରି ଯାଜପୁର ଜିଲ୍ଲାରେ ବିଭିନ୍ନ ଜାଗାରେ କାମ କରୁଥିବା ଶିଶୁ ମାନଙ୍କୁ ଚିହ୍ନଟ…
ପିପିଲିର ସ୍ୱପ୍ନେଶ୍ୱର ମନ୍ଦିର ଏବଂ ରତ୍ନଚିରା ଉପତ୍ୟକାର ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ ହେଉ
କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି.କିଷାନ ରେଡ୍ଡୀଙ୍କ ହସ୍ତକ୍ଷେପ ଲୋଡିଲେ ଧର୍ମେନ୍ଦ୍ର
ନୂଆଦିଲ୍ଲୀ/ଭୁବନେଶ୍ୱର – ପୁରୀ ଜିଲ୍ଲା ପିପିଲି ତହସିଲ ଅନ୍ତର୍ଗତ ବୀରପୁରୁଷତୋମପୁର ଗ୍ରାମର ସ୍ୱପ୍ନେଶ୍ୱର ମହାଦେବ ମନ୍ଦିରର ସଂରକ୍ଷଣ ତଥା ରତ୍ନଚିରା ମୂହାଣରେ ଥିବା ଐତିହ୍ୟରାଜିର ପୁନରୁଦ୍ଧାର ଓ…
ଓଳାଶୁଣି ଗୁମ୍ଫାକୁ ନେଇ ଭ୍ରମାତ୍ମକ ତଥ୍ୟ ପ୍ରସାରଣ କରିଥିବା ପୋର୍ଟାଲକୁ ନିନ୍ଦା କଲେ ସମାଜସେବୀ
ବଡ଼ଚଣା ରୁ ପ୍ରଫୁଲ୍ଲ କୁମାର ସାହୁ : ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଳକରେ ବହୁ ପ୍ରାଚୀନ କ୍ଷେତ୍ର ମାନ କାହିଁ କେତେ କାଳ ଧରି ବଡ଼ଚଣାର ବିଭବ ମଣ୍ଡନ କରିବା ସହ ,ସାରା ବଡଚଣା କୁ ସବୁ ଜାଗାରେ ପରିଚିତ କରିଛି | ଏହି ବଡଚଣା ମାଟିକୁ ବହୁ ଦୂର ଦୁରାନ୍ତରୁ ବହୁ ପର୍ଯ୍ୟଟକ ଦୈନିକ ଆସନ୍ତି |…
ପରିବେଶ ସୁରକ୍ଷା ନିମନ୍ତେ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ l
ରାୟଗଡ/ ସରୋଜ କୁମାର ସାହୁ:--ପରିବେଶ ସୁରକ୍ଷା ନିମନ୍ତେ ଜାତୀୟ ଗ୍ରୀନ ଟ୍ରିବୁନାଲର ଆଦେଶ ଅନୁଯାୟୀ ଜିଲ୍ଲା ସ୍ଥରରେ ଅଧୁନାତନ ଯୋଜନା ପ୍ରସ୍ତୁତ କରିବା ନିମନ୍ତେ ଏକ ବୈଠକ ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତlରେ ସ୍ଥାନୀୟ ଜିଲ୍ଲା ଗ୍ରାମୀୟ ଉନ୍ନୟନ ସଭାଗୃହରେ…