ମୋଟର ଚାଳକ ସଙ୍ଘ ପଦ୍ମପୁର ଶାଖା ପକ୍ଷରୁ ପଦ୍ମପୁର ସହରକୁ ୧୨ ଘଣ୍ଟା ପାଇଁ ବନ୍ଦ ଡାକରା ।

ପଦ୍ମପୁର : ମୋଟର ଚାଳକ ମାନଙ୍କ ପ୍ରତି ସରକାର ଅଣଦେଖା କରୁଥିବା ପ୍ରତିବାଦରେ ନଅଦଫା ଦାବି ନେଇ ଓଡ଼ିଶା ରାଜ୍ୟ ମୋଟର ଚାଳକ ସଂଘ ପକ୍ଷରୁ ସାରା ରାଜ୍ୟରେ ବନ୍ଦ ଡାକରା ଦିଆଯାଇଛି । ବରଗଡ଼ ଜିଲ୍ଲା ପଦ୍ମପୁର ମୋଟର ଚାଳକ ଶାଖା ତରଫରୁ ସକାଳ ୬ଠାରୁ ସନ୍ଧ୍ୟା ୬ଟା ଯାଏଁ ଅଞ୍ଚଳର ଦୋକାନ ବଜାର ସହ…

ଗୁଦେରପାଲି ହାଇସ୍କୁଲ ପରିଦର୍ଶନ କଲେ ଜିଲ୍ଲାପାଳ ।

ପଦ୍ମପୁର(ଶାସକପ୍ରଶାସକ)-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ବାପୁଜୀ ଉଚ୍ଚବିଦ୍ୟାଳୟକୁ ସୋମବାର ବରଗଡ଼ ଜିଲ୍ଲାପାଳ ମନିଷା ବାନାର୍ଜୀ, ଗାଇସିଲେଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିରଞ୍ଜନ ସା, ମଙ୍ଗଳ ସଂପ୍ରସାରଣ ଅଧିକାରୀ ସଂଯୁକ୍ତା ମାଝୀ, ବ୍ଳକ ଉପାଧ୍ୟକ୍ଷ ପ୍ରଣୟ କୁମାର…

ଶ୍ରୀଶ୍ରୀ ହରିବଳଦେବ ଜୀଉ ମନ୍ଦିରର ନିମ୍ନମାନର ନବୀକରଣ କାର୍ଯ୍ୟ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଦେଲେ…

ବାରିପଦା(ଦିଲ୍ଲୀପ ମହାନ୍ତି)-ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଜନବିଦିତ ବାରିପଦାରେ ଶ୍ରୀଶ୍ରୀ ହରି ବଳଦେବ ଜୀଉ ବିଜେ ମହାପ୍ରଭୂଙ୍କ ମନ୍ଦିରର ନବୀକରଣ ଓ ସୌନ୍ଦର୍ଯ୍ୟ କରଣ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପ୍ରଥମ ପର୍ଯ୍ୟାୟରେ ୫ କୋଟି ଟଙ୍କା ଯୋଗାଇ ଦେଇଥିଲେ । ଉକ୍ତ ଟଙ୍କାରେ ଭୂବନେଶ୍ୱର…

ଗ୍ରାମୀଣ ଓଡ଼ିଶାର ଦ୍ୱାର ମୁହଁରେ ଡିଜିଟାଲ୍ ପେମେଂଟ୍ ସୁବିଧା ପହଂଚାଇବା ଲାଗି ସିଏସସି ସହ ହାତ ମିଳାଇଲା…

ଭୁବନେଶ୍ୱର, (ଶାସକ ପ୍ରଶାସକ) : ଗ୍ରାହକମାନଙ୍କ ନିକଟରେ ସୁବିଧାରେ ବିଭିନ୍ନ ସେବା ପହଂଚାଇବା ଲାଗି ଟିପିସିଓଡିଏଲ୍ ସର୍ବଦା ଲକ୍ଷ୍ୟ ରଖିଛି ଏବଂ ଗ୍ରାହକ ଉଲ୍ଲାସ ସୃଷ୍ଟି କରିବା ଲାଗି ପ୍ରତିବଦ୍ଧ । ଏକ ଗ୍ରାହକ କୈନ୍ଦ୍ରିକ ସଂସ୍ଥା ଭାବେ ଏହା ନିଜର ଲାଇସେନ୍ସ ଅଂଚଳରେ ଥିବା ଲୋକମାନଙ୍କୁ…

ପାଣି ଭଳି ଖର୍ଚ ହେଉଛି, ଲୋକଙ୍କ କାମରେ ଲାଗୁନାହିଁ

ଭଦ୍ରକରେ ୧୦ ବର୍ଷ ଧରି ଚାଲିଛି ଡ୍ରେନ କାର୍ଯ୍ୟ  ଭଦ୍ରକ:(ସତ୍ୟଭୂଷଣ ସ୍ବାମୀ) : ଭଦ୍ରକ ସହରରେ ଦୀର୍ଘ୧୦ ବର୍ଷ ଧରି ଚାଲିଛି ଡ୍ରେନ କାର୍ଯ୍ୟ । କେଉଁଠି ଡ୍ରେନ ପତଳା ତ କେଉଁଠି ବଙ୍କା | ଆଉ କେଉଁଠି ଡ୍ରେନରେ ପାଣି ଯାଉନାହିଁ ତ ଆଉ କେଉଁଠି ଡ୍ରେନ ଉପରେ ଘର ଓ ଦୋକାନ । ଏମିତି ଚାଲିଛି…

ଖରିଫ ଧାନ ୨୦୨୧-୨୨ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ପ୍ରଚାର ରଥର ଶୁଭାରମ୍ଭ :  ଗାଁ ଗାଁ ବୁଲି ପଞ୍ଜିକରଣ ଉପରେ ସଚେତନ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲା ଖାଉଟି କଲ୍ୟାଣ ଓ ଯୋଗାଣ ବିଭାଗ ଆନୁକୂଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଖରିଫ ଧାନ ୨୦୨୧-୨୨ ସଂଗ୍ରହ ପାଇଁ ଚାଷୀଙ୍କ ନାମ ପଞ୍ଜିକରଣ ପ୍ରଚାର ରଥର ଶୁଭାରମ୍ଭ କାର୍ଯ୍ୟକ୍ରମ…

ଜୈବିକ ପଦ୍ଧତିରେ ଉନ୍ନତ ପ୍ରଣାଳୀରେ ମାଣ୍ଡିଆ ଚାଷ କରିବା ନିମନ୍ତେ ଚାଷୀଙ୍କ ପାଇଁ ବୁଲିଲା ସଚେତନତା ରଥ 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗୁମ୍ମା ଗ୍ରାମ ସ୍ଥିତ କୃଷି ବିଭାଗର କୃଷି ଓ କୃଷକ ସଶକ୍ତିକରଣ କାର୍ଯ୍ୟାଳୟ ପରିସରରେ ଜୈବିକ ପଦ୍ଧତିରେ ଉନ୍ନତ ପ୍ରଣାଳୀରେ ମାଣ୍ଡିଆ ଚାଷ କରି ଅଧିକ ଫସଲ ଉତ୍ପାଦନ କରିବା ଦିଗରେ ସମ୍ପୃକ୍ତ…

ବରିଷ୍ଠ ଆଇନୀଜୀବୀ ତଥା ସିପିଆଇଏମନେତା ପୂର୍ଣ୍ଣ ଚନ୍ଦ୍ର ସାମନ୍ତରାୟ ପରଲୋକ 

ରଣପୁର ରୁ ପ୍ରସନ୍ନ କୁମାର ସାମନ୍ତରାୟ:-ସୋମବାର  ଅପରାହ୍ନରେ ନୟାଗଡ ଜ଼ିଲ୍ଲା ରଣପୁର ଅଞ୍ଚଳର ସି ଆଇ ଟି ୟୁ ର ବରିଷ୍ଠ ଆଇନୀଜୀବୀ ଓ  ରାଜନେତା ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟଙ୍କର ନିଜ ଜନ୍ମମାଟି ରଣପୁର ବ୍ଲକ ର  ଚମ୍ପପେଡ଼ି ସ୍ଥିତ ବାସଭବନ  ରେ ଦେହାନ୍ତ ହୋଇଯାଇଛି l ମୃତ୍ୟୁ ବେଳକୁ ତାଙ୍କୁ…

ବାଇକ ଅଟକାଇ ମୋବାଇଲ, ଏୟାର ବ୍ୟାଗ ଲୁଟି ନେଲେ

ପଦ୍ମପୁର(ଶାସକପ୍ରଶାସକ)-ଗତ କିଛି ଦିନ ହେବ ଭଟିଲି ଉଦେପାଲି ଗାଁ ର ଆଶିଷ କୁମାର ଭୋଇ ସହକାରି ରାଜସ୍ୱ ନିରିକ୍ଷକ ଭାବରେ ଗାଇସିଲେଟ ତହସିଲ କାର୍ଯ୍ୟାଳୟ ରେ ଯୋଗଦେଇଛନ୍ତି। ଶ୍ରୀ ଭୋଇ ପ୍ରତିଦିନ ପରି  ଆଜି ସକାଳେ ମଧ୍ୟ ନିଜ ଗାଁ ଉଦେପାଲି ରୁ ବାହାରି ନିଜ କର୍ମଭୂମି ଗାଇସିଲେଟ କୁ ବାଇକ…

ସ୍ୱାଧୀନତା ଦିବସ-୨୦୨୧ ପାଳନ ସଂପର୍କରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ

କୋଭିଡ୍ ନିୟମାବଳୀ ମଧ୍ୟରେ ପାଳିତ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଭୁବନେଶ୍ୱର(ଶାସକ ପ୍ରଶାସକ) : ଚଳିତ ବର୍ଷ ୭୫ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ କୋଭିଡ୍ ମାର୍ଗଦର୍ଶିକା ମଧ୍ୟରେ ୟୁନିଟ୍-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ…