Sign in
Sign in
Recover your password.
A password will be e-mailed to you.
ଡୁଙ୍ଗୁରିପାଲିରେ କୋଶଳ ସ୍ବାଭିମାନ ରଥକୁ ସ୍ବାଗତ
ସୋନପୁର /ପ୍ରକାଶ ହାତୀ : ରାଜ୍ୟ କୁ କେନ୍ଦ୍ର ସରକାର ଦେଇଥିବା ୮ଲକ୍ଷରୁ ଅଧିକ ପ୍ରଧାନମନ୍ତ୍ରୀ ଆବାସ ଗୃହ ଦେଇଥିବା ହଁ ରାଜ୍ୟ ସରକାର କୋଶଲାଞ୍ଚଳକୁ ସବୁକ୍ଷେତ୍ରରେ ଅବହେଳା କରାଯାଇଥିବା ପ୍ରତିବାଦ କରି କୋଶଳ ଯୋବ ସଙ୍ଗଠନ ପକ୍ଷରୁ ଗତ ୨୨ତାରିଖ ରୁ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଠାରୁ…
ଯାଦବ ବୁଦ୍ଧିଜୀବୀ ପରିଷଦର ଓଡିଶାର ଵୈଠକ ଅନୁଷ୍ଠିତ
ସୋନପୁର /ଡୁଙ୍ଗୁରିପାଲି(ପ୍ରକାଶ ହାତୀ) : ସୁବର୍ଣ୍ଣ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ଠାରେ ରବିବାର ସୋନପୁର ଜିଲ୍ଲା ଯାଦବ ମହାସଭା ସଭାପତି ତପନ ଯୁଆଡି ଙ୍କ ସଭାପତିତ୍ୱରେ ଯାଦବ ବୁଦ୍ଧିଜୀବୀ ପରିଷଦର ଓଡିଶା ର ଏକ ଵୈଠକ ଅନୁଷ୍ଠିତ ହୋଇଥିଲା। ଏହି ଵୈଠକ ବୁଦ୍ଧିଜୀବି ପରିଷଦ ର ଆବାହକ…
ପୁରୀବାସୀଙ୍କ ବିକାଶରେ ଜଳୁଛି ବିଜେପି : ବିଜେଡି
ଭୁବନେଶ୍ୱର: ଦେଶର ପ୍ରଥମ ଡ୍ରିଙ୍କ୍-ଫ୍ରମ-ଟ୍ୟାପ୍ ପ୍ରକଳ୍ପ ପୁରୀରେ କାର୍ଯ୍ୟକାରୀ କରିବା ସହିତ ଲସ ଆଞ୍ଜେଲସ୍ ଓ ସିଙ୍ଗାପୁର ଭଳି ବିଶ୍ୱ ମାନଚିତ୍ରରେ ଓଡିଶା ସ୍ଥାନ ପାଇଥିବାବେଳେ ସୁଜଳ ଯୋଜନାକୁ ସମାଲୋଚନା କରିବା ରାଜ୍ୟ ବିଜେପି ପାଇଁ ଖଟା ଅଙ୍ଗୁରର ପରିସ୍ଥିତି ସୃଷ୍ଟି କରିଛି ।…
ଚତୁର୍ଥ ସ୍ଥମ୍ଭ ଉପରେ ଆକ୍ରମଣ ବିରୋଧରେ ତାତିଲା କନ୍ଧମାଳ ମିଳିତ ସାମ୍ବାଦିକ ମଞ୍ଚ
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲା ରେ ଦିନକୁ ଦିନ ଆକ୍ରମଣ ଘଟଣା ବଢ଼ିବାରେ ଲାଗିଛି I ଯାହାକୁ ନେଇ ଏବେ ବିପଦରେ ଚତୁର୍ଥ ସ୍ଥମ୍ଭ I ଏଥିରୁ ବାଦ ପଡ଼ି ନାହିଁ କନ୍ଧମାଳ ଜିଲ୍ଲା I କନ୍ଧମାଳ ଜିଲ୍ଲାରେ ମଧ୍ୟ ଦିନକୁ ଦିନ ଗଣମାଧ୍ୟମ…
୯ଦଫା ଦାବି ନେଇ୧୨ଘଣ୍ଟିଆ ବନ୍ଦ କଲେ ଦିପ୍ତିପୁର ଶାଖା ମୋଟର ଚାଲକ ସଂଘ
ବରଗଡ଼ : ୯ ଦଫା ଦାବି ନେଇ ଆଜି ୧୨ଘଣ୍ଟିଆ ବରଗଡ଼ ଜିଲ୍ଲା ବନ୍ଦ କୁ ସମର୍ଥନ କଲେ ଦିପ୍ତିପୁର ଶାଖା ମୋଟର ଚାଳକ ସଂଘ। ଦୋକାନ ବଜାର, ସରକାରୀ ବେସରକାରୀ ଅନୁଷ୍ଠାନ,ଚାଲକ ମାନଙ୍କ ପାଇଁ କଲ୍ୟାଣ ପାଣ୍ଠି,ଶ୍ରମ ବିଭାଗ ଦ୍ବାରା ପଞ୍ଜିକରଣ କରାଯିବା,୬୦ଵର୍ଷ ରୁ ଉର୍ଦ୍ଧ୍ବ ଚାଲାକ କୁ ପେନସନ,କରୋନା…
କୋଇଲା ମାଫିଆଙ୍କ ଦ୍ଵାରା ଯୁବକଙ୍କୁ ଆକ୍ରମଣ ; ଥାନାରେ ମାମଲା , ଅସାମୀକୁ ଧରିବାରେ ପୁଲିସ ବିଫଳ!
ଭଦ୍ରକ ବ୍ଲକ(ସୀତାକାନ୍ତ ପାଢ଼ୀ)-: ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଥାନା ମାନଙ୍କରେ ନ୍ୟାୟ ମିଳୁନାହିଁ, ଅଭିଯୋଗକାରୀ ନ୍ୟାୟ ପାଇଁ ଥାନା ଓ ଏସପିଙ୍କ ଅଫିସ ବୁଲୁଥିବା ବେଳେ ଆସାମୀ ମାନେ ନିର୍ଭୟରେ ବୁଲୁଥିବା ଦେଖିବାକୁ ମିଳୁଛି। ଏପରି ଅବସ୍ଥାରେ କିଛି ମାମଲା…
ଦୀପାଙ୍କ ପ୍ରୟାସରେ ୭୪ ହଜାର ଟଙ୍କା ଫେରିପାଇଲେ ଦାଦନ ଶ୍ରମିକ
ବରଗଡ଼ : ବରଗଡ଼ ଜିଲ୍ଲା ବରପାଲି ବ୍ଲକ କାଇଂସିର ଗ୍ରାମର ସାଗର ରଣା ଏବଂ ତାଙ୍କ ପରିବାର ସୁଦୂର ତେଲେଙ୍ଗାନା ରାଜ୍ୟର ରଙ୍ଗାରେଡ୍ଡୀ ଜିଲ୍ଲା ଅନ୍ତର୍ଗତ ନନ୍ଦୋର ଗ୍ରାମର ଏକ ଇଟା ଭାଟିରେ କାମ କରିବା ପାଇଁ ଯାଇଥିଲେ | ସେଠାରେ ଦୀର୍ଘ ୬ ମାସ କାମ କଲାପରେ କେବଳ ୧୦ ହଜାର ଟଙ୍କା ପାଉଣା ଦେଇ…
ବ୍ୟାଙ୍କ ଲୁଟିଲେ ଡକାୟତ
କିରେଇ ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ବନ୍ଧୁକ ମୁନରେ ଡକାୟତି , ୨ଲକ୍ଷ ୮୭ହଜାର ୧୦ଟଙ୍କା ଲୁଟ
ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ:- ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ କିରେଇ ଗ୍ରାମର ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଆଜି ପାଖାପାଖି ଦିନ ୨ ଟା ସମୟରେ ବନ୍ଧୁକ ମୁନରେ ହୋଇଛି ଡ଼କାୟତି | ସୂଚନା…
ଧୃତ ସାର ବ୍ୟବସାୟୀଙ୍କର ଦ୍ୱାରା ଚାଷୀର ସବ୍ସିଡି ଟଙ୍କା ହଡପ !
ବରଗଡ :- ଅନ୍ନଦାତା ଚାଷୀ ବହୁ କଷ୍ଟ କରି , ନିଜେ ଭୋକ ଶୋଷରେ ରହି ଦେଶ ବାସୀଙ୍କୁ ଅନ୍ନ ଯୋଗାଉଛି । ରାଜ୍ୟ ସରକାର ଚାଷୀ ମାନଙ୍କର ଆର୍ଥିକ ଅବସ୍ଥାକୁ ସୁଦୃଢ଼ କରିବା ପାଇଁ ଅନେକ ଯୋଜନା କରୁଛନ୍ତି । ହେଲେ କିଛି ମୁନାଫାଖୋର ଧୃତ ବ୍ୟବସାୟୀ ଓ କିଛି ଅପାରଗ ଅଧିକାରୀ ଙ୍କର ପାଇଁ ଚାଷୀ ସରକାରୀ…
ଭଙ୍ଗା ଘରେ କଟୁଛି ଜୀବନ, ସରକାରୀ ସହାୟତା ହୋଇଛି ସାତ ସପନ
କଲ୍ୟାସିଂହପୁର: ପ୍ରଦିପ ଦଳାଇ:ର୍ଭଙ୍ଗା ଘରେ କଟୁଛି ଜୀବନ ସରକାରୀ ସହାୟତା ହୋଇଛି ସାତ ସପନ |ଏଭଳି ଦେଖିବାକୁ ମିଳିଛି ରାୟଗଡ଼ ଜିଲ୍ଲା ର କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ କନ୍ଧକାତିପାଡ଼ୁ ଅଧିନସ୍ତ କେନ୍ଦୁଗୁଡ଼ା ଛକ ନିକଟରେ ଏକ ଜାଗାରେ ଦୀର୍ଘ ୧୨ ବର୍ଷରୁ ଅଧିକ ହେଲାଣି ଏକ ପରିବାର ଏକ…