ମରୁଡି ସମୟ ରେ ବର୍ଷା ପାଇଁ ଆଦିବାସୀଙ୍କ ପ୍ରକୃତି ଦେବତାଙ୍କୁ ପୂଜା

ଟିଟିଲାଗଡ,(ଗୌରବ ଦର୍ଜୀ) -ପ୍ରକୁତିର ଉପାସକ ଆଦିବାସୀ। କେତେବେଳେ ପାହାଡ଼ ପର୍ବତ କୁ ନେଇ ପୂଜା ତ ଆଉ କେତେବେଳେ ସୂର୍ଯ୍ୟ, ଚନ୍ଦ୍ର ଆକାଶ କୁ ନେଇ।  ପୁଣି କେତେବେଳେ ଗଛଳତା ପାଣି ପବନ କୁ ନେଇ ପୂଜାର୍ଚନା କରିବା ସହ ଅନେକ ପରମ୍ପରା ର ଛବି ବି ଦେଖିବାକୁ ମିଳିଥାଏ।  ସେଥିପାଇଁ ତ ଏମାନଙ୍କୁ…

ନୂଆଗାଁ ଷ୍ଟେଟ୍ ବ୍ୟାଙ୍କ ଏ ଟି ଏମ୍ ଅଚଳ,ଜନସାଧାରଣ  ଅସନ୍ତୋଷ

ନୂଆଗାଁ(ସୁବ୍ରତ ପରିଡ଼ା): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ପରିସରରେ ଥିବା ଷ୍ଟେଟ୍ ବ୍ୟାଙ୍କ ଏ ଟି ଏମ୍  ଅଫ୍ ଲାଇନ୍ ହୋଇ ରହିଥିବାରୁ ଗ୍ରାହକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ଏହି ଷ୍ଟେଟ୍ ବ୍ୟାଙ୍କ୍ ଏ ଟି ଏମ୍ ରୁ ଟଙ୍କା ଉଠାଇବା ପାଇଁ ବ୍ଲକ୍ କର୍ମଚାରୀଙ୍କ ସମେତ…

ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ପ୍ରତିବାଦରେ ଗଜପତି ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଶୋଭାଯାତ୍ରା ଓ ଜିଲ୍ଲାପାଳଙ୍କ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ପ୍ରତିବାଦରେ ଗଜପତି ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଶୋଭାଯାତ୍ରା ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ।  ଅହେତୁକ ଭାବରେ ତୈଳ ବୃଦ୍ଧି ପାଉଥିବାରୁ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ…

 କିରାଣୀ ଦୋକାନୀଙ୍କୁ ପିସ୍ତଲ ଦେଖାଇ ଲୁଟ ଘଟଣା: ପୋଲିସକୁ ସଫଳତା

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅନ୍ତର୍ଗତ ଭ୍ରମରବାଡ଼ି ଗ୍ରାମର କିରାଣୀ ଦୋକାନୀ  ନିଧିଆ ସାହୁଙ୍କୁ ପିସ୍ତଲ ଦେଖାଇ ଲୁଟ ଘଟଣାରେ ଦାରିଙ୍ଗବାଡି ପୋଲିସକୁ ମିଳିଛି ବଡ଼ ସଫଳତା I ସୂଚନା ଅନୁଯାୟୀ ଗତ ୧୩  ତାରିଖ ଦିନ ଭ୍ରମରବାଡ଼ି ଗ୍ରାମର କିରାଣି…

ଉନ୍ନୟନ କମିଶନର  ପ୍ରଦୀପ ଜେନାଙ୍କ ହସ୍ତକ୍ଷେପ ପରେ ଡାକ୍ତରଖାନା ଗଲେ ଅସହାୟ ରୋଗୀ

ବରଗଡ଼ /ଶାସକ ପ୍ରଶାସକ :  ଲୋକଙ୍କ ସମସ୍ୟାକୁ ହୃଦୟଙ୍ଗମ କରି  ସରକାରୀ ବିଧି ବ୍ୟବସ୍ଥା ଭିତରେ ଲୋକଙ୍କୁ ସବୁବେଳେ ସହାୟତାର ହାତ ବଢ଼ାଇ ଆସୁଥିବା କିଛି ହାତଗଣତି ସମ୍ବେଦନଶୀଳ ଅଧିକାରୀଙ୍କ ମଧ୍ୟରେ ବରିଷ୍ଠ ଆଇଏଏସ ଅଫିସର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ରାଜ୍ୟ ଉନ୍ନୟନ କମିଶନର ସର୍ବୋପରି…

ଜିଲ୍ଲାପାଳଙ୍କ ରାମନାଗୁଡା ବ୍ଲକ ଗସ୍ତ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ସମୀକ୍ଷା 

ରାୟଗଡରୁ ସରୋଜ କୁମାର ସାହୁ: ଆଜି ରାୟଗଡା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର, ପି.ଡି.ଡି.ଆର୍‍.ଡି.ଏ ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକ, ଉପଜିଲ୍ଲାପାଳ ଗୁଣୁପୁର ଶ୍ରୀ ସୋନାଲ ଜେ ପ୍ରମୁଖ ରାମନାଗୁଡା ଗସ୍ତ କରି ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମର ସମୀକ୍ଷା  କରିଛନ୍ତି । ଶୁଣ୍ଢିଧାମୁଣି…

ମିନି ଟ୍ରକ ଜବତ।

  ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର  ପୋଲିସ ଛତିଶଗଡ଼ ପଟ ରୁ ଆସୁଥିବା ନବରତନା D.A.P ସାର ୧୮୦ବସ୍ତା ସାର ଧଉରାଭଟା ଛକ ନିକଟରେ ଏକ ମିନି ଟ୍ରକ OD 03 C 7569 କୁ ଜବତ କରି ଜଗଦଲପୁର ଥାନା କୁ ଆଣିଥିଲେ ଜଗଦଲପୁର ପୋଲିସ ଦଳ ରାତ୍ର ରେ ପେଟ୍ରୋଲିଂ କରୁଥିବା…

ପାଞ୍ଚ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମହୁଲ ଫୁଲ ଜବତ : ଦିନ ସାରା ଚାଲିଥିଲା ରେଡ଼, ଦୁଇ ଅଭିଯୁକ୍ତ ଗିରଫ 

ବରଗଡ :- ମହୁଲ ଫୁଲ ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକଙ୍କ ପାଇଁ ଅୟର ଏକ ସାଧନ ଅଟେ । ସରକାର ଙ୍କର ଦ୍ୱାରା ଲାଇସେନ୍ସ ପ୍ରାପ୍ତ ବ୍ୟବସାୟୀ ମାନେ ଲୋକଙ୍କ ଠାରୁ ମହୁଲ ଫୁଲ କିଣିବା କଥା । କିନ୍ତୁ ଗାଁ ଗହଳିରେ ଏମିତି ଅନେକ ବ୍ୟବସାୟୀ ଅଛନ୍ତି ଯେଉଁ ମାନଙ୍କର ପାଖରେ ଲାଇସେନ୍ସ ନାହିଁ ।…

ଶିକାର ହେଲା ଶିକାରୀ

ତିନି ଅଭିଯୁକ୍ତ ଗିରଫ : ନଦୀପଠାରୁ ମୃତଦେହ ଉଦ୍ଧାର ବରଗଡ :- ଗତ ବାଇଶି ତାରିଖ ଦିନ ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା ଅନ୍ତର୍ଗତ ଭଇଁସାଦରହା ଗ୍ରାମପଞ୍ଚାୟତ ର ଦିୱାନପାଳି ଗ୍ରାମର ବନବାସୁ ପଡା ନିବାସୀ କାଶୀ ରାମ ପଟେଲ ଗାଁର ଅନ୍ୟ କିଛି ଯୁବକ ସହିତ ବାର୍ହା ଶିକାର କରିବାକୁ ଯାଇଥିଲା ।…

୪୦୦୦ରୁ ଉର୍ଦ୍ଧ୍ବ ପଡ଼ାକୁ ରାଜସ୍ୱ ଗ୍ରାମ ମାନ୍ୟତା ପ୍ରଦାନ ପ୍ରକ୍ରିୟା ତ୍ୱରାନ୍ୱିତ 

ପଡ଼ାଗ୍ରାମକୁ ରାଜସ୍ୱ ଗ୍ରାମ ମାନ୍ୟତା ପ୍ରଦାନ ନିମନ୍ତେ ନିୟମରେ ସରଳୀକରଣ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ  ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ  ମାର୍ଗଦର୍ଶିକାର ଅନୁପାଳନ ପାଇଁ ଜିଲ୍ଲାପାଳଙ୍କୁ ପତ୍ର ଲେଖିଲେ ରାଜସ୍ବ ବିଭାଗ ପ୍ରମୁଖ ଶାସନ ସଚିବ  ୪୦୦୦ରୁ…