ନୂଆପଡ଼ାରୁ ଯଶୋବନ୍ତ କୁମାର : ଏକ ନବଜାତ ଶିଶୁ ଜନ୍ମ ହୋଇ ତାର ମୃତ୍ୟୁ ହିଇଥିବା ବେଳେ ମୃତ ଶିଶୁର ମାଁ ମାନସିକ ରୋଗୀର ପୀଡିତ ଥିଲେ। ତାର ଶବ ସଂସ୍କାର କରିବା ପାଇଁ କୌଣସି ବ୍ୟକ୍ତି ବାହାରି ନଥିଲେ। ସହିଦ ଭଗତ ସିଂ ମୌର୍ଚ୍ଚା ପକ୍ଷରୁ ସ୍ଥାନୀୟ ଯୁବକ ମାନେ ବାହାରି ଆସି ଶିଶୁର ଶବକୁ ସଂସ୍କାର କରିଛନ୍ତି। ଏହି କାର୍ଯ୍ୟ ରେ ରାଜୁ ନାଇଖୋର,ସୁରେନ ଶର୍ମା ପରକ୍ଷିତ ସତନାମୀ ଏବଂ ବଳଦେବ ରାଉତ ପ୍ରମୁଖ ଯୋଗ ଦେଇ ମୃତ ଶିଶୁକୁ ସମ୍ମାନର ସହ ସଂସ୍କାର କରିଛନ୍ତି। ତାଙ୍କ କାର୍ଯ୍ୟ ନେଇ ବିଭିନ୍ନ ମହଲରେ ପ୍ରଶଂସା କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post