କୋଭିଡ ସଂକ୍ରମଣ ସଂଖ୍ୟା ବୃଦ୍ଧି, ଶିଶୁ କୋଭିଡ ଆକ୍ରାନ୍ତ ସଂଖ୍ୟା ନେଇ ପ୍ରଶାସନ ପକ୍ଷରୁ ତତ୍ପରତା

0

ନୂଆପଡ଼ାରୁ ଯଶୋବନ୍ତ କୁମାର: ନୂଆପଡା ଜିଲ୍ଲା ଖଡ଼ିଆଳ ଏବଂ ସିନାପାଲି ବ୍ଲକ କାର୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଅଛି । ଉଭୟ ବିଡ଼ିଓ, ତାହାସିଦାର ଏବଂ ବିଜ୍ଞାପିତ ଅଂଚଳ ପରିଷଦ ନିର୍ବାହୀ ଯନ୍ତ୍ରୀ, ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ଉପସ୍ଥିତିରେ କୋଭିଡ ପରିସ୍ଥିତି ମୁକବିଲା ଏବଂ ନିୟନ୍ତ୍ରଣ ନେଇ ଆବଶ୍ୟକ ପଦକ୍ଷେପ ପାଇଁ ଗୁରୁତ୍ବ ଦେଇଥିଲେ। କିନ୍ତୁ କିଛି ଶିଶୁ କୋଭିଡ ପୋଜିଟିଭ ସଂଖ୍ୟା ହେବାରେ ଲାଗୁଛନ୍ତି। ତେଣୁପ୍ରଶାସନ ପ୍ରତ୍ୟେକ ପତିସ୍ଥିତିରେ ସଜାଗ ରହି ତାର ମୁକାବିଲା ପାଇଁ ପ୍ରସ୍ତୁତ ଥିବା ବୈଠକରେ ଗୁରୁତ୍ବ ଦେଇଥିଲେ।

Leave A Reply

Your email address will not be published.