ଟଙ୍କିକିଆ ଚାଉଳ ଏବଂ ବିଭିନ୍ନ କଲ୍ୟାଣ ଯୋଜନା ଗରିବ ଲୋକଙ୍କ ସାମାଜିକ ସ୍ଥିତିରେ ଉନ୍ନତି ଆଣିପାରିଛି – ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସାରା ରାଜ୍ୟରେ ‘ଗୋଟିଏ ଦେଶ, ଗୋଟିଏ ରେସନ’ କାର୍ଯ୍ୟକ୍ରମର ଶୁଭାରମ୍ଭ ରାଜ୍ୟର ୧୦,୫୭୮ ସୁଲଭ ମୂଲ୍ୟ ଦୋକାନରେ ହିତାଧିକାରୀମାନେ ଏହି ସୁବିଧା ପାଇବେ ମାଲକାନଗିରି ଜିଲ୍ଲାରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଭିଟାମିନଯୁକ୍ତ ଚାଉଳ ପ୍ରଦାନ ଆରମ୍ଭ…

ଧର୍ମେନ୍ଦ୍ରଙ୍କୁ ପତ୍ର ଲେଖିଲେ ପୂର୍ବତନ ସାଂସଦ କଳିକେଶ 

ରାଜେନ୍ଦ୍ର କଲେଜକୁ ୟୁଜିସି ପକ୍ଷରୁ ବିଶ୍ୱ ବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଉ  ବଲାଙ୍ଗୀର (ନିରୋଜ ମିଶ୍ର)ପଶ୍ଚିମ ଓଡିଶାର ସର୍ବପୁରାତନ ଶିକ୍ଷାନୁଷ୍ଠାନ ରାଜେନ୍ଦ୍ର କଲେଜକୁ ଗତ ୨୦୨୦ରେ ରାଜ୍ୟସରକାର ବିଶ୍ୱବିଦ୍ୟାଳୟ ଘୋଷଣା କଲେ । କିନ୍ତୁ ଘୋଷଣାର ବର୍ଷେପରେ ମଧ୍ୟ କେନ୍ଦ୍ରିୟ…

ରାଷ୍ଟ୍ର ନିର୍ମାଣ ମହାଯଜ୍ଞରେ ନୂଆ ଜାତୀୟ ଶିକ୍ଷା ନୀତିର ବଡ଼ ଯୋଗଦାନ – ପ୍ରଧାନମନ୍ତ୍ରୀ

ନୂଆ ଶିକ୍ଷା ନୀତି-୨୦୨୦ ପ୍ରଣୟନର ବର୍ଷେ ପୂର୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ ପ୍ରଗତିଶୀଳ ନୂଆ ଶିକ୍ଷା ନୀତି ନୂଆ ଭାରତର ମାଇଲଖୁଂଟ - ଧର୍ମେନ୍ଦ୍ର ପ୍ରଧାନ ନୂଆ ଶିକ୍ଷା ନୀତିର ଲକ୍ଷ୍ୟକୁ ପୂରଣ କରିବା ପାଇଁ ଏକାଧିକ ପଦକ୍ଷେପ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ…

ମୋଦି ସରକାରଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ସମସ୍ତ ୧୧ ଜଣ ମହିଳା ମନ୍ତ୍ରୀଙ୍କୁମହିଳା ମୋର୍ଚ୍ଚା ତରଫରୁ…

ମହିଳାମାନଙ୍କୁ ସମସ୍ତ କ୍ଷେତ୍ରରେ ସର୍ବାଧିକ ଗୁରୁତ୍ୱ ଦେଉଆସୁଛି ବିଜେପି : ସ୍ମୃତି ପଟ୍ଟନାୟକ ଭୂବନେଶ୍ୱର: ଭାରତୀୟ ଜନତା ପାର୍ଟୀ ମହିଳାମାନଙ୍କୁ ସମସ୍ତ କ୍ଷେତ୍ରରେ ସର୍ବାଧିକ ଗୁରୁତ୍ୱ ଦେଉଆସୁଛି ।ମୋଦି ସରକାର ସର୍ବଦା ମହିଳାମାନଙ୍କ ବିକାଶକୁ ପ୍ରଧାନ୍ୟ ଦେଇ କାର୍ଯ୍ୟ କରୁଛନ୍ତି ।…

ମେଡିକାଲ ଶିକ୍ଷାରେ ଓବିସି ଏବଂ ଇଡବ୍ଲ୍ୟୁଏସ ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ନିଷ୍ପତି 

ପଛୁଆ ବର୍ଗ ଓ ଅର୍ଥନୈତିକ ଅନଗ୍ରସରମାନଙ୍କ ପାଇଁ ଯୁଗାନ୍ତକାରୀ ପଦକ୍ଷେପ : ସୁରଥ ବିଶ୍ୱାଳ ଭୁବନେଶ୍ୱର(ଶାସକ ପ୍ରଶାସକ)  : ‘ମୋ ସରକାର ଗରୀବଙ୍କ ପାଇଁ ସମର୍ପିତ’ । ଏହି ଉକ୍ତଟି ଗତ ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ଭାବେ ଦାୟୀତ୍ୱ ଗ୍ରହଣ କରିବା ସମୟରେ ଶ୍ରୀ ନରେନ୍ଦ୍ର ମୋଦି ଦୃଢୋକ୍ତି…

ଏସବିଆଇ ଲାଇଫ୍ ପକ୍ଷରୁ ଜୁନ୍ ୩୦ ସୁଦ୍ଧା ଶେଷ ତ୍ରୟମାସରେ ୩୩୪୫ କୋଟି ଟଙ୍କାର ନୂଆ ବ୍ୟବସାୟ ପ୍ରିମିୟମ୍ ହାସଲ

ଭୁବନେଶ୍ୱର: ଦେଶର ଅଗ୍ରଣୀ ଜୀବନ ବୀମା କଂପାନି ଏସବିଆଇ ଲାଇଫ୍ ଇନସ୍ୟୁରାନ୍ସ ୨୦୨୧ ଜୁନ୍ ୩୦ ସୁଦ୍ଧା ଶେଷ, ପ୍ରଥମ ତ୍ରୟମାସରେ ୩୩୪୫ କୋଟି ଟଙ୍କାର ନୂଆ ବ୍ୟବସାୟ ପ୍ରିମିୟମ୍ ହାସଲ କରିଛି । ୨୦୨୦ ଜୁନ୍ ୩୦ ସୁଦ୍ଧା ଶେଷ ତ୍ରୟମାସରେ କଂପାନି ୩୦୫୯ କୋଟି ଟଙ୍କାର ନୂଆ ବ୍ୟବସାୟ ପ୍ରିମିୟମ୍…

ଟିକାକରଣକୁ ନେଇ କଥା ବୁଲାଉଛନ୍ତି କେନ୍ଦ୍ର ସରକାର : ଅମୀୟ ପାଣ୍ଡଵ 

ଭୁବନେଶ୍ୱର - ଟୀକାକରଣ ନୀତି ସଂକ୍ରାନ୍ତରେ  ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦାସୀନତାକୁ ତୀବ୍ର ନିନ୍ଦା କରିଛି ପ୍ରଦେଶ କଂଗ୍ରେସ । କଂଗ୍ରେସ ଭବନରେ ଏ ସଂକ୍ରାନ୍ତରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଅମିୟ ପାଣ୍ଡବ ଏବଂ ରଜନୀ କୁମାର ମହାନ୍ତି କେନ୍ଦ୍ର ସରକାରଙ୍କ…

ବିଶାଳ ଦେବ ହେଲେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ

ଭୁବନେଶ୍ୱର :  ଆଇଏଏସ ଅଫିସର ସ୍ତରରେ ରାଜ୍ୟ ସରକାର କରିଛନ୍ତି ଅଦଳ ବଦଳ | ସମ୍ପ୍ରତି କ୍ରୀଡା ଯୁବବ୍ୟାପାର ତଥା ପର୍ଯ୍ୟଟନ ବିଭାଗ ଦାୟିତ୍ୱରେ ଥିବା  ବରିଷ୍ଠ ଏଆଇଏସ ଅଫିସର ଶ୍ରୀ ବିଶାଳ ଦେବଙ୍କୁ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଭାବେ ଅବସ୍ଥାପିତ କରାଯାଇଛି |   ଅର୍ଥ ବିଭାଗ…

କେ.ଭି ସିଂହଦେଓଙ୍କ  ଅଧ୍ୟକ୍ଷତାରେ  ବିଜେପି ଘୋଷଣା କଲା ରାଜ୍ୟ ସ୍ତରୀୟ ପୌରାଂଚଳ କମିଟି 

ଭୁବନେଶ୍ୱର: ଦଳୀୟ ସଂଗଠନକୁ ଆହୁରି ଅଧିକ ସୁଦୃଢ କରିବା ପାଇଁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ପୂର୍ବତନ ରାଜ୍ୟ ସଭାପତି ତଥା ପୂର୍ବତନ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କେ.ଭି ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟ ସ୍ତରୀୟ ପୌରାଂଚଳ କମିଟି  ଗଠନ କରାଯାଇଛି ଏବଂ ରାଜ୍ୟ…

ଗ୍ରାମ ବିକାଶ ତରଫରୁ ଗୋଟ ଟ୍ରଷ୍ଟର ତାଲିମ ଶିବିର ଅନୁଷ୍ଠିତ।

ନୂଆଗାଁ (ସୁବ୍ରତ ପରିଡ଼ା): ଗ୍ରାମ ବିକାଶ ର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ଥିବାବେଳେ ଗ୍ରାମ ବିକାଶ ଏବଂ ଗୋଟ ଟ୍ରଷ୍ଟର ମିଳିତ ସହଯୋଗ ରେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ର କାପ୍ତାପଲ୍ଲୀ ଗ୍ରାମ ପଞ୍ଚାୟତରେ ଥିବା  ପ୍ରାଥମିକ ବିଦ୍ୟାଳୟ  ଠାରେ ଗାଁ ଗହଳିର ଛେଳି ଚାଷୀ ମାନେ କିପରି…