ୱାର୍ଡ଼ ନଂ-୩୯ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ୱର/ଚକ୍ରଧର ମାଝି : ପବିତ୍ର ସୁନାବେଶ ଉପଲକ୍ଷେ ନୂଆପଲ୍ଲୀ ୱାର୍ଡ଼ ନଂ ୩୯ ଅଧୁନରେ ଥିବା ୟୁନିଟ୍-୮ କଲ୍ୟାଣ ମଣ୍ଡପ ପ୍ରାଚେରୀ ପାର୍ଶ୍ଵ ରେ ସମାଜସେବୀ ତଥା ବିଜୁ ଜନତା ଦଳର ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସମ୍ପାଦକ ମିଲନ୍‌ କୁମାର ପାଇକରାୟଙ୍କ ନେତୃତ୍ବରେ ଓ ଗ୍ରୀନ୍ ୱାଲ୍ଡର ମିଳିତ…

ନିର୍ଦ୍ଦିଷ୍ଟ ବୟସ ପରେ ସକ୍ରିୟ ରାଜନୀତି ଉଚିତ ନୁହେଁ : ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର/ନୂଆଦିଲ୍ଲୀ : ଗୋଟେ ବୟସ ଟପିଲା ପରେ ସକ୍ରିୟ ରାଜନୀତି କରିବା ଉଚିତ ନୁହେଁ। ନିର୍ଦ୍ଦିଷ୍ଟ ବୟସ ପରେ ବରିଷ୍ଠ ନେତାମାନେ ମାର୍ଗଦର୍ଶନ କରନ୍ତି ଓ ବିଜେପିରେ ଏହି ପରମ୍ପରା ଗତ କିଛି ବର୍ଷ ଧରି ଚାଲିଆସୁଛି। କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପାଙ୍କ ପ୍ରସ୍ଥାନ…

ଜଗାକୁ ଭେଟିଲେ ମନ୍ତ୍ରୀ ପ୍ରତାପ ଜେନା : ପରିବାର ବର୍ଗ ମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା 

କନ୍ଧମାଳ (ଗଗନ କୁମାର ପ୍ରଧାନ) : ତିନି ଦିନିଆ କନ୍ଧମାଳ ଜିଲା ଗସ୍ତରେ ଥିବା ପଂଚାୟତି ରାଜ ପାନୀୟ ଜଳ ଓ ଗୃହ ନିର୍ମାଣ ନଗର ଉନ୍ନୟନ ତଥା ଆଇନମନ୍ତ୍ରୀ ପ୍ରତାପ ଜେନା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଯାଇ ଶିଶୁ ବିଭାଗକୁ ଯାଇ ଜଗାକୁ ସାକ୍ଷାତ କରି ତାର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି  ।…

ବିଦ୍ୟୁତ ବିଭାଗର ଖେଲ ଚାଷି ପାଇଁ କାଲ

ବରଗଡ :-ବିଦ୍ୟୁତ ବିଭାଗର ଖାମଖିଆଲି ପାଇଁ ଆଜି ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାର ଆଜି ଶେଷ ତାରିଖ ଜୁଲାଇ ୩୦ରେ ଅନେକ ଚାଷୀ ଅଣଋଣୀ ତଥା ବ୍ୟାଙ୍କରେ ବୀମା କରିଥାନ୍ତି। ଗତକାଲି ଠାରୁ ଘୋଷଣା କରାଯାଇ ଥିଲା ସକାଲ୮ଟାରୁ ୪ପଯ୍ୟନ୍ତ ବିଦ୍ୟୁତ କାଟ ହେବ। ବିଭିନ୍ନ ଲୋକଙ୍କ ବିରୋଧ ଓ ପାଇକମାଲ ଜୋନ…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ : ୬୩,୩୦୩ ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି।

ରେସିଡେନ୍ସି ପିରିଅଡ କମିଲା, ଗୁଣାତ୍ମକ ଶିକ୍ଷା କାର୍ଯ୍ୟକ୍ରମର ସଫଳତା ରେ ସହଯୋଗ  ଲୋଡିଲେ ମୁଖ୍ୟମନ୍ତ୍ରୀ  ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟ ଗୁଡିକର ଶିକ୍ଷକ ମାନଙ୍କ ପଦୋନ୍ନତି ପାଇଁ ଆବଶ୍ୟକ ରେସିଡେନ୍ସି ପିରିଅଡକୁ…

ଅତିଶୟ ଗରିବ ମହିଳାଙ୍କ ଶୁଦ୍ଧିକ୍ରିୟାରେ ସହାୟତାର ହାତ ବଢ଼ାଇଲା ମହିଳା ମହାସଂଘ

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି )-ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଏନ‌ଏସି ଅନ୍ତର୍ଗତ ୱାର୍ଡ ନଂ୨ ଶୁଣ୍ଢିମୁଣ୍ଡା ଗ୍ରାମର ଏକ ଅତିଶୟ ଗରିବ ପରିବାର ଶୁଦ୍ଧିକ୍ରିୟା କାର୍ଯ୍ୟ କରିନପାରିବାରୁ ଅଣ୍ଟା ଭିଡ଼ିଲେ ଶୁଣ୍ଢିମୁଣ୍ଡା ଲକ୍ଷ୍ମୀ ନାରାୟଣ ମହିଳା ମହାସଂଘ । ସୂଚନା ଯୋଗ୍ୟ ଯେ ଗତ ୧୯ତାରିଖ…

ନରସିଂହଙ୍କ ଚୁଡାପାଲି ଗସ୍ତ : ସ୍ୱାସ୍ଥ୍ୟ, ଶିକ୍ଷା ଓ ସୁକତେଲ ପ୍ରକଳ୍ପକୁ ନେଇ ବୁଦ୍ଧିଜିବୀଙ୍କ ସହ  କଲେ ଆଲୋଚନା

ବଲାଙ୍ଗିର(ନିରୋଜ ମିଶ୍ର)  :  ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଚୁଡାପାଲି ଅଂଚଳର ବିଭିନ୍ନ ସମସ୍ୟାକୁ ନେଇ ସେଠାକାର ବୁଦ୍ଧିଜିବୀମାନଙ୍କୁ ନେଇ ଏକ ଆଲୋଚନା କରିଛନ୍ତି । ବିଶେଷ କରି ଚୁଡାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ବ୍ୟବସ୍ଥାକୁ ନେଇ ବୁଦ୍ଧିଜିବିମାନେ ଶ୍ରୀ ମିଶ୍ରଙ୍କ…

ବଡ଼ଚଣା,  ଏଠି ବିକାଶ ଯେମିତି ବାଟବଣା

ବଡ଼ଚଣାରୁ ପ୍ରଫୁଲ୍ଲ କୁମାର ସାହୁ : ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ ଅନ୍ତର୍ଗତ ଦର୍ପଣ ଗ୍ରାମ ପଂଚାୟତର କୋଲସାଇ ଗ୍ରାମର ଶବରସାହିକୁ ଗଲେ ବିକାଶର ଚିତ୍ର ଦେଖିବାକୁ ମିଳେ |  ସତେ ଯେମିତି  ସରକାରଙ୍କର ଆମ ଗାଁ ଆମ ବିକାଶ, ଏଠି ଆମ ଗାଁ ଆମ ବିନାଶ ପରି ଅନୁମେୟ ହୁଏ | ଦେଶ ସ୍ବାଧୀନ ହେବାର …

ଜୁଲାଇ ୨୬ରେ ମୟୂରଭଞ୍ଜ ଜିଲ୍ଲାର ୬୧୦ ମାଧ୍ୟମିକ ବିଦ୍ୟାଳୟ ଖୋଲିଲା 

ଜୁଲାଇ ୨୯ରେ ଜିଲ୍ଲାର ୩୮,୧୯୩ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅଫଲାଇନ  ୧୩,୭୦୮ ଓ ଅନଲାଇନ  ୭,୩୨୮ ଛାତ୍ରଛାତ୍ରୀ କ୍ଲାସରେ ଯୋଗ ଦେଲେ ବାରିପଦା(ଦିଲ୍ଲୀପ ମହାନ୍ତି)-  ଦୀର୍ଘ ଦିନର ବ୍ୟବଧାନ ପରେ ମୟୂରଭଞ୍ଜ ଜିଲ୍ଲାରେ ଥିବା ୬୧୦ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗତ ଜୁଲାଇ ୨୬ରେ ଖୋଲିଥିବା ବେଳେ…

 ଜନପଥ ଠାରୁ ସହିଦନଗର ରେଲୱେ ଓଭର ବ୍ରିଜ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ପାଇଁ  ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର (ଶାସକ ପ୍ରଶାସକ) : ଗୁରୁବାର ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଜନପଥ ଠାରୁ ସହିଦନଗର ରେଲୱେ ଓଭର ବ୍ରିଜ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ନିମନ୍ତେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି | 2.1 କୋଟି ଟଙ୍କା ବ୍ୟୟରେ ଏହି ରାସ୍ତା ର ଉନ୍ନତିକରଣ…