Sign in
Sign in
Recover your password.
A password will be e-mailed to you.
ନିମ୍ନ ମାନର ରାସ୍ତା କାମ କରି ହରଡ ଘଣାରେ ବ୍ଲକ ପ୍ରଶାସନ, ଜିଲ୍ଲାପାଳଙ୍କ ଦ୍ୱାରା ପୁନଃତଦନ୍ତ ନିର୍ଦ୍ଦେଶ
ବଡ଼ଚଣାରୁ ପ୍ରଫୁଲ୍ଲ କୁମାର ସାହୁ : ସିହା ପଞ୍ଚାୟତର ସିହା ଗ୍ରାମରେ ହୋଇଥିଲା ନିମ୍ନ ମାନର ରାସ୍ତା କାମ, ଯାହାକୁ ନେଇ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ନିକଟରେ କରିଥିଲେ ଗୁହାରି | ଆଉ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ହୋଇଛି ତଦନ୍ତ |
ଘଟଣା ରୁ ପ୍ରକାଶ, ପଥରକଟା ଠାରୁ ଅରକ୍ଷିତ ସେଠୀ…
ଦିବ୍ୟାଙ୍ଗ ମହିଳାଙ୍କୁ ହ୍ୟୁଇଲ ଚେଆର ପ୍ରଦାନ କଲେ ଗୌତମ ସିଂ
ବରଗଡ :-ଆଜି ବରଗଡ ଜିଲ୍ଲା ପାଇକମାଲ ବ୍ଲକର ଝାରବନ୍ଦ ପଞ୍ଚାୟତର ପତ୍ରାଗୁଡା ଗ୍ରାମରେ ୪୦ବର୍ଷର ଦିବ୍ୟାଙ୍ଗ ମହିଳା ବାସନ୍ତୀ ମାଝିଙ୍କୁ ବିଧାୟକ ବିଜୟ ରଞନ ସିଂ ବରିହା ଙ୍କ ନିର୍ଦେଶ ରେ ଏକ ହ୍ୟୁଇଲ ଚେଆର ପ୍ରଦାନ କରିଥିଲେ ପାଇକମାଲ ବିଜୁ ଯୁବଜନତା ଦଳ ବ୍ଲକ ସଭାପତି ଗୌତମ ସିଂ। ଏହି…
ଶେଷରେ ୟୁଜିସି ଦେଲା : ରାଜେନ୍ଦ୍ର ମହାବିଦ୍ୟାଳୟ ପାଇଲା ବିଶ୍ୱବିଦ୍ୟାଳୟର ମାନ୍ୟତା
ସୂଚନା ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର (ଶାସକ ପ୍ରଶାସକ) : ପଶ୍ଚିମ ଓଡ଼ିଶାର ପୁରାତନ ଶିକ୍ଷାନୁଷ୍ଠାନ ରାଜେନ୍ଦ୍ର ମହାବିଦ୍ୟାଳୟକୁ ୟୁଜିସି ଅଧିନିୟମ 1956, ଧାରା 2(ଏଫ୍) ଅନୁଯାୟୀ ୟୁନିଭରସିଟି ଗ୍ରାଣ୍ଟ କମିସନ (ୟୁଜିସି) ଆଜି ବିଶ୍ୱବିଦ୍ୟାଳୟର…
ଭଦ୍ରକ ଜିଲ୍ଲା ବିଜୁ ଜନତା ଦଳ କମିଟି ପୁନର୍ଗଠିତ : ଜଗନ୍ନାଥ ସଭାପତି
ଭୁବନେଶ୍ୱର (ଶାସକ ପ୍ରଶାସକ) : ଭଦ୍ରକ ଜିଲ୍ଲା ବିଜୁ ଜନତା ଦଳ କମିଟିର ପୁନର୍ଗଠନ କରାଯାଇଛି ଏବଂ ବରିଷ୍ଠ ନେତା ଜଗନ୍ନାଥ ସ୍ବାଇଁକୁ ଭଦ୍ରକ ଜିଲ୍ଲା ବିଜେଡିର ସଭାପତି ଭାବରେ ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଦ୍ୱାରା ନିଯୁକ୍ତ କରାଯାଇଛି ବୋଲି ବିଜେଡି ସାଧାରଣ ସମ୍ପାଦକ…
ଗୁଣ୍ଟୁର ଦୁର୍ଘଟଣା : ଶୋକଵ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ
ଦୁଇ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା
ଭୁବନେଶ୍ୱର (ଶାସକ ପ୍ରଶାସକ) : ଆନ୍ଧ୍ର ପ୍ରଦେଶ ର ଗୁଣ୍ଟୁର ର ଏକ ମାଛ ଫାର୍ମରେ ବିଦ୍ୟୁତ ଦୁର୍ଘଟଣାରେ ଗୁଣୁପୁରର ଛଅ ଜଣ ଶ୍ରମିକ ପ୍ରାଣ ହରାଇଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ…
ବାଙ୍କେ ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ ଉଦଘାଟନ କଲେ ବିଧାୟକ
କୁଚିଣ୍ଡା - ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାଏକ କୁଚିଣ୍ଡା ବ୍ଲକ ବାଙ୍କେ ପଞ୍ଚାୟତ ପରିଦର୍ଶନରେ ଯାଇ ସେଠାରେ ନିର୍ମାଣ ହୋଇଥିବା ହରିଜନ ପଡ଼ା ଯାତ୍ରା ମଣ୍ଡପ , ପଞ୍ଚାୟତ ବାସଗୃହ, ମହିଳାମାନଙ୍କ ମିଶନ ଶକ୍ତି ଗୃହ ଉଦଘାଟନ କରିଛନ୍ତି l ଏହି…
ମାଲକାନଗିରି ଜିଲ୍ଲାର ଉନ୍ନୟନ କାର୍ଯ୍ୟ ନେଇ ଅଧିକାରୀଙ୍କ ସହ ବୈଠକ ନେଲେ ମନ୍ତ୍ରୀ ତୁଷାରକାନ୍ତି
ଭୁବନେଶ୍ୱର(ଶାସକ ପ୍ରଶାସକ)-ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ଆଜି ମାଲକାନାଗିରି ଜିଲ୍ଲାର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛିା ବୈଠକରେ ମନ୍ତ୍ରୀ ଜିଲ୍ଲାର କ୍ରୀଡ଼ା…
ଚାଷୀମାନଙ୍କ ନାମ ପଞ୍ଜିକରଣ ନିମନ୍ତେ ପ୍ରଚାର ରଥକୁ ଶୁଭାରମ୍ଭ କଲେ ଉପଜିଲ୍ଲାପାଳ
ରାୟଗଡ (ସରୋଜ କୁମାର ସାହୁ) - ଚଳିତ ବର୍ଷ ଖରିଫ ବିପଣନ ଋତୁରେ ଚାଷୀ ନିଜର ବଳକା ଧାନ ସରକାରଙ୍କ ନିର୍ଦ୍ଦାରିତ ମୂଲ୍ୟରେ ବିକ୍ରୟ ପାଇଁ ଚାଷୀ ମାନେ ନିକଟସ୍ଥ କୃଷି ସମବାୟ ସମିତି ଲିଃ.ରେ ନାମ ପଞ୍ଜିକରଣ କରିବାକୁ ଦିନ ଧାର୍ଯ୍ୟ କରାଯାଇଛି । ପଞ୍ଜିକରଣ କାର୍ଯ୍ୟ ଚଳିତ ମାସ ୧୫ ତାରିଖରୁ…
ଦେବରାଜ ବିଦ୍ୟାପୀଠ ସଭାଗୃହ କକ୍ଷକୁ ଉଦ୍ଘାଟନ କଲେ ଭୁବନେଶ୍ୱର ମଧ୍ୟ ବିଧାୟକ
ଗରିବ ମେଧାବୀ ଛାତ୍ରୀଙ୍କ ପାଠ ପଢା ପାଇଁ ଦେଲେ ସହାୟତାର ପ୍ରତିଶ୍ରୁତି
ଭୁବନେଶ୍ୱର (ଶାସକ ପ୍ରଶାସକ) : ବମିଖାଲ ସ୍ଥିତ ଦେବରାଜ ବିଦ୍ୟାପୀଠ ସଭାଗୃହ କକ୍ଷକୁ ଆଜି ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ | ପ୍ରଧାନ…
” ଗର୍ଭଧାରଣରେ ଆଗୁଆ, ସନ୍ତାନ ପ୍ରସବରେ ଶୂନ “
ଫନି କ୍ଷତିଗ୍ରସ୍ତକୁ ଥଇଥାନ ଏବଂ ବାସହରାଙ୍କୁ ଘର ଯୋଗାଇବା ପ୍ରସଙ୍ଗ
ଭୁବନେଶ୍ୱର : ୨୦୧୯ ମସିହା ମେ ୩ ତାରିଖରେ ମହାବାତ୍ୟା ଫନିର ପ୍ରଭାବରେ ରାଜ୍ୟର ୧୪ ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଥିବା ସ୍ଥଳେ ପୂରୀ ଜିଲ୍ଲାର ସମଗ୍ର ୧୧ଟି ବ୍ଲକ ଧସ୍ତବିଧ୍ୱସ୍ତ ହୋଇଯାଥିଲା । ରାଜ୍ୟ ସରକାର ବାତ୍ୟାର…