ଗାଁକୁ ଗାଁ ବୁଲି ଅଭିଯୋଗ ଓ ସମସ୍ୟା ଶୁଣିଲେ ମନ୍ତ୍ରୀ, ନିର୍ମାଣାଧୀନ କାର୍ଯ୍ୟର କଲେ ତଦାରଖ 

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ନିଜନିର୍ବାଚନ ମଣ୍ଡଳୀରେ ବିଭିନ୍ନ ପଂଚାୟତର ଗାଁକୁ ଗାଁ ବୁଲି ଲୋକଙ୍କ ସମସ୍ୟା ତଥା ସୁବିଧା ଅସୁବିଧା ବୁଝିଛନ୍ତି  ନୟାଗଡ଼ ବିଧାୟକ ତଥା କୃଷି, କୃଷକ ସଶକ୍ତିକରଣ, ମତ୍ସ୍ୟ-ପଶୁ ସମ୍ପଦ ତଥା ଉଚ୍ଚଶିକ୍ଷା  ମନ୍ତ୍ରୀ ଡ. ଅରୁଣ କୁମାର ସାହୁ | କରୋନାର…

ନାବାଳିକା କଲେଜ୍  ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ , ଯୁବକ ଅଟକ।    

ରେଢ଼ାଖୋଲ (ଅନିଲ କୁମାର ପୃଷ୍ଟି ) : ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅନ୍ତର୍ଗତ ଅଞ୍ଚଳରେ ଶନିବାର ଦିନ ଜଣେ କଲେଜ ନାବାଳିକା  ଛାତ୍ରୀଙ୍କୁ ଦୁଷ୍କର୍ମ ହୋଇଥିବା ନେ଼ଇ ଚାରମାଳ ଥାନାରେ ଅଭିଯୋଗ  ହୋଇଛି। ଅଭିଯୋଗ ପରେ ପୋଲିସ୍ ଚାରମାଳ ଥାନା କେସ ନମ୍ବର ୧୦୦/୨୧ରେ ଏକ ମାମଲା ରୁଜୁ କରି…

 ପୁଣି ଥରେ ସାଲିମାର-ଭଞ୍ଜପୁର ମଧ୍ୟରେ ଅଗଷ୍ଟ ୩ରୁ ଚାଲିବ ସାପ୍ତାହିକ ଏକ୍ସପ୍ରେସ ଟ୍ରେନ 

ବାରିପଦା(ଦିଲ୍ଲୀପ ମହାନ୍ତି)- କରୋନା ମୁକାବିଲା ନିମନ୍ତେ ଗତ ୨୦୨୦ ମାର୍ଚ୍ଚରୁ ବନ୍ଦ ହୋଇଥିବା ସାଲିମାର –ଭଞ୍ଜପୁର ଏକ୍ସପ୍ରେସ ଟ୍ରେନ ପୁଣି ଥରେ ଚଳାଚଳ ଆରମ୍ଭ କରିବ । ଉକ୍ତ ୦୮୦୦୭ ଆପ୍ ସାଲିମାର-ଭଞ୍ଜପୁର ଏକ୍ସପ୍ରେସ ଟ୍ରେନଟି  ଆସନ୍ତା ଅଗଷ୍ଟ ୩ ମଙ୍ଗଳବାର ଅପରାହ୍ନ ୪.୨୫ ମିନିଟ ସମୟରେ…

ସ୍ୱର୍ଗତ ଡଃ ଗୁରୁପ୍ରସାଦ ମହାପାତ୍ରଙ୍କ ଦ୍ୱାରା ସଂକଳିତ ପୁସ୍ତକର ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ

ଡଃ ଗୁରୁପ୍ରସାଦ ମହାପାତ୍ରଙ୍କ କର୍ତବ୍ୟନିଷ୍ଠା ସମଗ୍ର ଦେଶ ପାଇଁ ପ୍ରେରଣା - ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର - ଓଡ଼ିଶାର ସୁପୁତ୍ର ତଥା ବିଚକ୍ଷଣ ପ୍ରଶାସନିକ ଅଧିକାରୀ ତଥା ପ୍ରଖ୍ୟାତ ଓଡ଼ିଆ ସାହିତ୍ୟିକ ସ୍ୱର୍ଗତ ମହାପାତ୍ର ନୀଳମଣି ସାହୁଙ୍କ ପୁତ୍ର ସ୍ୱର୍ଗତ ଡଃ ଗୁରୁପ୍ରସାଦ…

ସାର ବିକ୍ରିର କୁତ୍ରିମ ଅଭାବ  ସୃଷ୍ଟି କରି ଚାଷୀ ଭାଇ ମାନଙ୍କ ମନରେ ବିଭ୍ରାନ୍ତ କରୁଛନ୍ତି ବିଜେଡ଼ି ସରକାର: ପ୍ରଦୀପ…

ଆବଶ୍ୟକୀୟ ସାର ମହଜୁଦ ଥିବା ନେଇ ତଥ୍ୟ ରଖିଲା ବିଜେପି ଭୁବନେଶ୍ୱର:ରାଜ୍ୟର ଆବଶ୍ୟକ ଅନୁଯାୟୀ ସାର ମହଜୁଦ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀ ଭାଇ ମାନଙ୍କୁ ବିଭ୍ରାନ୍ତି କରିବା ପାଇଁ ଏକ ଚିଠି ଲେଖୁଛନ୍ତି ଏବଂ ଅନ୍ୟପଟେ ବିଜେଡ଼ି ଦଳର ସାଂସଦମାନେ କେନ୍ଦ୍ର ସାର ମନ୍ତ୍ରୀଙ୍କୁ…

ଦୀପାଙ୍କ ପ୍ରୟାସ ପରେ ମରାମତି ହେଲା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା

ଝାରବନ୍ଧ-ମନୋହର ଦାଶ:ରାଜ୍ୟ ସରକାରଙ୍କ ମୋ ସରକାର ଏବଂ 5 T ଯୋଜନା ଅନ୍ତର୍ଗତ ସାମାଜିକ ଗଣମାଧ୍ୟମ ଅଭିଯୋଗ ଗୁଡ଼ିକୁ ସମସ୍ତ ବିଭାଗ ଗୁରୁତ୍ୱ ପ୍ରଦାନ କରି ତ୍ୱରିତ ପଦକ୍ଷେପ ଗ୍ରହଣ କରୁଥିବା ଦେଖାଯାଉଛି | ଏହିଭଳି ହଜାର ହଜାର ସମସ୍ୟାର ସମାଧାନ କରିସାରିଥିବା ପାଇକମାଲ ଅଂଚଳର ଦୀପା ବାରିକ…

ରାଜ୍ୟ ତଥା କେନ୍ଦ୍ର ସରକାରଙ୍କର ଦୋମୁହାଁ ନୀତି କୁ ବିରୋଧ 

 ସୁନ୍ଦରଗଡ ଜିଲ୍ଲା କଂଗ୍ରେସ ପକ୍ଷରୁ ବାରଘଣ୍ଟିଆ ସୁନ୍ଦରଗଡ ବନ୍ଦ ଡାକରା ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ  :- ଆଜି ସ୍ଥାନୀୟ ପୂର୍ତ ବଙ୍ଗଳା ଠାରେ ଜିଲା କଂଗ୍ରେସ ସଭାପତି ବେଣୁମାଧବ ତ୍ରିପାଠୀଙ୍କ ନେତୃତ୍ୱରେ  ଜିଲ୍ଲାର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଗୁଡିକ ବିଳମ୍ବ ହେବା ଉଭୟ ରାଜ୍ୟ…

ସାରା ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ,  ଭୁବନେଶ୍ୱର କଟକ ପୁରୀରେ ସପ୍ତାହାନ୍ତ ସଟ ଡାଉନ 

ଭୁବନେଶ୍ୱର : ୩୦ ଜିଲ୍ଲା ମଧ୍ୟରୁ ୨୭ ଜିଲ୍ଲାରେ ସଂକ୍ରମଣ ନଗଣ୍ୟ  ହେଲେବି  କେତେକ ଜିଲ୍ଲାରେ ଚିନ୍ତାଜନକ | ତେଣୁ ସଂପୂଣ୍ଣ କଟକଣା ମୁକ୍ତ ହୋଇଗଲେ ଆମ ପାଇଁ କିଛି ବିପଦର ଆଶଙ୍କା ରହିଛି | ଜୀବନ ଜୀବିକା ମଧ୍ୟରେ ସନ୍ତୁଳନ ରଖି କିଛିଟା କଟକଣା କୋହଳ କରାଯାଇଛି | ତେଣୁ ଅଧିକ ସଂକ୍ରମଣ ଥିବା…

ଭାଜପା ପକ୍ଷରୁ ମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ

  କଲ୍ୟାସିଂହପୁର:ପ୍ରଦୀପ ଦଳାଇ-ରାୟଗଡ଼ା ଜିଲ୍ଲା ବିଷମ କଟକ ମଣ୍ଡଳସ୍ତରୀୟ ଭାଜପା ପକ୍ଷରୁ କଲ୍ୟାଣସିଂହପୁର ଜଗନ୍ନାଥ ପଡ଼ିଆଠାରେ ଭାଜପାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି | ମୁଖ୍ୟ ଅତିଥି ଭାବେ ବିଷମ କଟକ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଶିବ ଶଙ୍କର ଉଲାକା , ମହିଳା…

 ବିଜୁ ମହିଳା ଜନତା ଦଳ ସାଙ୍ଗଠନିକ ବୈଠକ , ତୃଣମୂଳ ସଙ୍ଗଠନ ମଜଭୁତ କରିବା ଉପରେ ଗୁରୁତ୍ବ 

ଦଳର ଏକ ଶୃଙ୍ଖଳିତ ସଦସ୍ୟ ଭାବେ ଲୋକଙ୍କ ସହ ସର୍ବଦା ରହିବାକୁ ବବିଙ୍କ ଆହ୍ବାନ  ଭୁବନେଶ୍ୱର(ଚକ୍ରଧର ମାଝି)  ବିଜୁ ମହିଳା ଜନତା ଦଳ ର ଏକ ସାଙ୍ଗଠନିକ ସଭାରେ ସମସ୍ତ ନୂତନ ନିଯୁକ୍ତ ରାଜ୍ୟ କର୍ମକର୍ତା ମାନଙ୍କୁ ନେଇ, ବିଜୁ ମହିଳା ଜନତା ଦଳ ର ସଭାନେତ୍ରୀ ଶ୍ରୀମତି ସ୍ମେହାଙ୍ଗିଂନୀ ଛୁରିଆ…