ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ: ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ କିରକିଟା ଗ୍ରାମ ପଂଚାୟତ ଅନ୍ତର୍ଗତ ଜୁନାପାଣି ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣା। ଅଜଣା ଗାଡି ଧକ୍କାରେ ଗୁରୁତ୍ବର ଆହତ। ଆହତ ଅବସ୍ଥାରେ ପ୍ରତ୍ୟୁଷ ପଟ୍ଟନାୟକ, ଭିକି, ୪୦ ବୟସ, ଖଡ଼ିଆଳ ୱାର୍ଡ ନଂମ୍ବର ୦୩ ନିବାସୀ ଅଟନ୍ତି। ସିନାପାଲି ରୁ ଖଡ଼ିଆଳ ଆସୁଥିବା ବେଳେ ଅଜଣା ଗାଡି ଧକ୍କାରେ ଗୁରୁତ୍ବର ଆହତ। ଚିକିତ୍ସା ପାଇଁ ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସା ଧୀନ ଅବସ୍ଥାରେ ମୃତ୍ୟୁ ହୋଇଅଛି। ଗାଡି ନଂମ୍ବର ଓଡ଼ି-୨୬ ୦୮୩୦। ଖଡ଼ିଆଳ ଥାନାରେ କେଶ ନଂମ୍ବର ୪୦୬/୨୧ ରେ ଦୁର୍ଘଟଣା ମାମଲା ରୁଜୁ ହୋଇଅଛି। ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛନ୍ତି। ଆଜି ତାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଅଛି।ମୃତ ଯୁବକ ପରିବାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପାଇଁ ଅନୁରୋଧ କରିଛନ୍ତି ସ୍ଥାନୀୟ ଲୋକେ ।
Sign in
Sign in
Recover your password.
A password will be e-mailed to you.