ବିଶ୍ଵ ଫଟୋଗ୍ରାଫି ଦିବସ ପାଳନ

ବରଗଡ :-ବିଶ୍ୱ ଫଟୋ ଗ୍ରାଫି ଦିବସ ପ୍ରତିବର୍ଷ ବର୍ଷ ଭଳି ଏ ବର୍ଷ ମଧ୍ୟ ଆଜି ରାଜବୋଡାସମ୍ବର ଫଟୋଗ୍ରାଫର୍ ଏସୋସିଏସନ ର ଆନୁକୂଲ୍ୟରେ ପଶ୍ଚିମ ଓଡ଼ିଶା ର ପବିତ୍ର ତୀର୍ଥ ସ୍ଥଳ ନୃସିଂହନାଥ ପୀଠରେ କୋଭିଡ-୧୯ କଟକଣା କୁ ଦୃଷ୍ଟିରେ ରଖି ସମସ୍ତ ଫଟୋଗ୍ରାଫର୍ ଭାଇମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ…

ଅଂଚଳ ବାସୀଙ୍କ ସୁଖରେ ଦୁଃଖରେ ମହେନ୍ଦ୍ର:ପକ୍ଷାଘାତ ରୋଗରେ ଆକ୍ରାନ୍ତ ପ୍ରଫୁଲ୍ଲଙ୍କୁ ବଢ଼ାଇଲେ ସହାୟତାର ହାତ

ପଦ୍ମପୁର(ଶାସକପ୍ରଶାସକ)-ଗରିବ, ନିଃସହାୟ ବ୍ୟକ୍ତି ବିଶେଷ ଙ୍କ ଅସହାୟ ସମୟ ରେ ସାହାଯ୍ୟ ପ୍ରଦାନ କ୍ଷେତ୍ରରେ ପଦ୍ମପୁର ଅଞ୍ଚଳ ବାସୀ ଙ୍କ ହୃଦୟ ରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଶ୍ରୀ ମହେନ୍ଦ୍ର ବଢ଼େଇ | ସତରେ ସେ ଦେବଦୂତ ଭଳି ଖବର ପାଇବାପରେ ସେ କାଳବିଳମ୍ବ ନକରି ଅଞ୍ଚଳ…

ରାଜ୍ୟ ପୋଲିସ ମୁଖ୍ୟାଳୟରେ ଜାତୀୟ ସଦ୍‌ଭାବନା ଦିବସ ଶପଥ ପାଠ

କଟକ – ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଜାତୀୟ ସଦ୍‌ଭାବନା ଦିବସ ଅବସରରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି | ରାଜ୍ୟଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସଦ୍‌ଭାବନା ଶପଥ ପାଠ କରାଇଥିଲେ | ଏହି ଅବସରରେ…

ସ୍ୱାଧିନତା ର ୭୫ ବର୍ଷ ପରେ ନିଜ ପଞ୍ଚାୟତ ରେ ବ୍ୟାଙ୍କିଙ୍ଗ ସୁବିଧା ପାଇଲେ କୁଦଗୁଣ୍ଡେରପୁର ବାସିନ୍ଦା

https://youtu.be/1JNS65T9ZIo ସମ୍ବଲପୁର/ ରମାକାନ୍ତ ବିଶ୍ବାଳ : ଦେଶ ସ୍ୱାଧିନତା ପାଇବାର ୭୫ ବର୍ଷ ପରେ ନିଜ ଅଞ୍ଚଳରେ ସିଧାସଳଖ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ର ସୁବିଧା ପାଇଁଲେ ସମ୍ବଲପୁର ଜିଲ୍ଲାର କୁଦଗୁଣ୍ଡେରପୁର ବାସିନ୍ଦା । ସମ୍ବଲପୁର ଜିଲ୍ଲା ପ୍ରଶାସନ ପ୍ରଚେଷ୍ଟାରେ କୁଦଗୁଣ୍ଡେରପୁର…

ନୂଆଁଖାଇ ରହିଲା ମାସେ, ଗାଁ ଗୁଡିକରେ ଦାଦନ ସର୍ଦ୍ଦାର ସକ୍ରିୟ

ପାଟଣାଗଡ଼, ( ଯତୀନ୍ଦ୍ର ନନ୍ଦ )-ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ରହିଲା ଆଉ ମାସେ | ଅପରପଟେ ଦାଦନ ସର୍ଦ୍ଦାର ମାନେ ଏହାର ଭରପୁର ଫାଇଦା ଉଠାଇବା ପାଇଁ ଗାଁ ଗଣ୍ଡା ଗୁଡିକରେ ସକ୍ରିୟ ହେବାର ଆରମ୍ଭ କଲେଣି | ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଁଖାଇକୁ ସ୍ଥାନୀୟ ଅଞ୍ଚଳର ପ୍ରତିଟି…

କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ ୟୁଜିସି ଦେଲା ବିଶ୍ୱବିଦ୍ୟାଳୟ ମାନ୍ୟତା

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଟୁଇଟ କରି କଲେ ସନ୍ତୋଷବ୍ୟକ୍ତ ଭୁବନେଶ୍ୱର : କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ ୟୁଜିସି ଅଧିନିୟମ 1956, ଧାରା 2(ଏଫ୍) ଅନୁଯାୟୀ ୟୁନିଭରସିଟି ଗ୍ରାଣ୍ଟ୍ କମିସନ (ୟୁଜିସି) ଆଜି ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ଅନ୍ତର୍ଭୃକ୍ତ…

ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲା କଂଗ୍ରେସର ସଜବାଜ

https://youtu.be/KxAK4soviVA ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ବାନା ଉଡିବ : ଦାଶରଥି ପାରଳାଖେମୁଣ୍ଡି / ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲା କଂଗ୍ରେସ ତାର ରଣନୀତି କୌଶଳ ଅଭିଯାନ ବନଦୁର୍ଗା ଦେବୀଙ୍କ…

‘ଜାତୀୟ ଶିକ୍ଷା ନୀତି’ରେ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର- ସାଂପ୍ରତିକ ସମୟରେ ନୂଆପିଢ଼ିଙ୍କ ପାଇଁ ଶିକ୍ଷା ପର୍ଯ୍ୟାବରଣ ଆଧାରିତ ହେବା ଦରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ‘ଜାତୀୟ ଶିକ୍ଷା ନୀତି’ରେ ପରିବେଶ ସୁରକ୍ଷା ତଥା ସ୍ଥାୟୀ ପରିବେଶ ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ସମ୍ବାଦ ଡ଼ିଜିଟାଲ…

ସାମାନ୍ୟ ବର୍ଷା ରେ ଧୋଇନେଲା ଅସ୍ଥାୟୀ ପୋଲ, ୬ ଖଣ୍ତ ପଞ୍ଚାୟତବାସୀ ହନ୍ତସନ୍ତ।

କଲ୍ୟାଣସିଂହପୁର/ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଥିବା କଲ୍ୟାଣୀ ନଦୀ ରେ ସାମାନ୍ୟ ବର୍ଷା ହେବାରୁ ଧୋଇନେଲା ଅସ୍ଥାୟୀ ପୋଲ । ଅସ୍ଥାୟୀ ପୋଲ ଧୋଇ ଯିବାରୁ ଉକ୍ତ ବ୍ଲକର ୬ଟି ପାର୍ସାଲି, ପଲମା, ସୁନାଖଣ୍ଡି, ପୂଜାରୀଗୁଡା, ମାଝୀଗୁଡା, କଲ୍ୟାଣସିଂହପୁର,ପଞ୍ଚାୟତ…

ହେଲଥ କାର୍ଡ ନୁହେଁ ଶାସକ ବିଜେଡିର ନିର୍ବାଚନୀ ପୁସିଙ୍ଗ କାର୍ଡ : ଲେଖାଶ୍ରୀ

ଭୂବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସଂପୂର୍ଣ୍ଣ ଫେଲ୍ ମାରିଛି । ବର୍ତମାନ ସୁଦ୍ଧା ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ଯୋଜନା ସଠିକ୍ କାର୍ଯ୍ୟକାରୀ ହେବାରେ ବିଫଳ ହୋଇଛି । ନିଜ ବିଫଳତାକୁ ଲୁଚାଇବା ପାଇଁ ରାଜ୍ୟ ସରକାର ସ୍ମାର୍ଟ ହେଲ୍ଥ କାର୍ଡ…