Sign in
Sign in
Recover your password.
A password will be e-mailed to you.
କନସିଂହାରେ କରିସ୍ମା କଂପ୍ୟୁଟର ଶିକ୍ଷା କେନ୍ଦ୍ର ଉଦଘାଟିତ ।
ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ନିକଟସ୍ଥ କନସିଂହା ଛକ ଠାରେ ନାଇସ (ଏନଆଇଏସଆଇ) କରିସ୍ମା କଂପ୍ୟୁଟର ଶିକ୍ଷା କେନ୍ଦ୍ର ଉଦଘାଟିତ ହୋଇଛି।ଅତିଥିମାନେ ଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ ।ଭୋପାଳ ବୁଡେକ ଉଦଘାଟନୀ କାର୍ଯ୍ୟକ୍ରମକୁ ପରିଚାଲନା କରିଥିଲେ ।ଶିକ୍ଷାକେନ୍ଦ୍ରର ପରିଚାଲକ…
ଭୋପାଳର ଯୁବ ଆନ୍ଦୋଳନ କାରୀଙ୍କ ଉପରେ ପୋଲିସର ଦମନଲୀଳା ବିରୁଦ୍ଧରେ ଜିଲ୍ଲାପାଳଙ୍କୁ ଦାବିପତ୍ର ।
ଯାଜପୁର ରୋଡ/ବଡ଼ଚଣା/ପ୍ରଫୁଲ୍ଲ ସାହୁ, :ଅଲ ଇଣ୍ଡିଆ ଡ଼ି. ୱାଇ. ଓ (AIDYO) ଯାଜପୁର ଜିଲ୍ଲା କମିଟି ପକ୍ଷରୁ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ଠାରେ ହଜାର ହଜାର ବେକାର ଯୁବକ ନିଯୁକ୍ତି ଦାବିକରି ଶୋଭାଯାତ୍ରା କରୁଥିବା ସମୟରେ ମଧ୍ୟପ୍ରଦେଶ ସରକାରଙ୍କ ନିର୍ଦ୍ଦେଶରେ ପୋଲିସ ଅତ୍ୟନ୍ତ ଅମାନବିକ…
ଆୟୁଷ୍ମାନ ଭାରତ ଯୋଜନା ରାଜ୍ୟରେ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ଧର୍ମେନ୍ଦ୍ର
ଭୁବନେଶ୍ୱର- ଓଡ଼ିଶାର ଲୋକମାନେ ବିଶେଷ ଭାବରେ ପ୍ରବାସୀ ଓଡ଼ିଆମାନେ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ରାଜ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଲ୍ୟାଣକାରୀ ସ୍ୱାସ୍ଥ୍ୟ ଯୋଜନା ଆୟୁଷ୍ମାନ ଭାରତକୁ ତୁରନ୍ତ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ…
ଜନ ଆଶୀର୍ବାଦ ଯାତ୍ରା ଅବସରରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ୱିନୀ ବୈଷ୍ଣବଙ୍କ ୪ ଦିନିଆ ଓଡିଶା ଗସ୍ତ
ଓଡିଶାର ବହୁମୁଖୀ ବିକାଶ ଆମର ପ୍ରାଥମିକତା : ବିଜେପି
ଭୁବନେଶ୍ୱର :ମୋଦି ସରକାରଙ୍କ ସଦ୍ୟ ସଂପ୍ରସାରିତ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସମସ୍ତ ରାଜ୍ୟ ଓ ସଂପ୍ରଦାୟର ପ୍ରତିନିଧି ସ୍ଥାନ ପାଇଛନ୍ତି । ନୂତନ…
ଡିଜିଟାଲ ଟେକ୍ନୋଲୋଜିରେ ଦକ୍ଷ ହେବେ ଶିକ୍ଷକ-ଶିକ୍ଷୟିତ୍ରୀ
୫-ଟି ହାଇସ୍କୁଲ୍ ଟ୍ରାନ୍ସଫରମେସନ କାର୍ଯ୍ୟକ୍ରମ'ରେ ଆରମ୍ଭ ହେଲା ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ଭୁବନେଶ୍ୱର(ଶାସକ ପ୍ରଶାସକ) : ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ୫-ଟି ହାଇସ୍କୁଲ୍ ଟ୍ରାନ୍ସଫରମେସନ…
ବେଳାଭୂମି ମଦ ବିକ୍ରିକୁ ବିରୋଧ: ପ୍ରତ୍ୟାହାର ପାଇଁ ୧୪ ସଂଗଠନ ପକ୍ଷରୁ ଦାବିପତ୍ର
ବାଲେଶ୍ୱର(ଶାସକ ପ୍ରଶାସକ) : ରାଜ୍ୟ ସରକାରଙ୍କ ସମୁଦ୍ର ବେଳାଭୂମିରେ ମଦ ଦୋକାନ ଖୋଲିବା ନିଷ୍ପତ୍ତିକୁ ବାଲେଶ୍ୱରରେ ବିଭିନ୍ନ ମହଲରୁ ଦୃଢ଼ ବିରୋଧ କରାଯାଉଛି । ଜିଲାର ୧୪ଟି ସଂଗଠନପକ୍ଷରୁ ମିଳିତ ଭାବେ ସରକାରଙ୍କ ଏହି ପ୍ରସ୍ତାବକୁ ବିରୋଧ କରି ଜିଲାପାଳଙ୍କୁ ଗୁରୁବାର ପ୍ରତିବାଦପତ୍ର…
ସଦଭାବନା ଦିବସ ଉପଲକ୍ଷେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଶପଥ ପାଠ କାର୍ଯ୍ୟକ୍ରମ
ବଲାଙ୍ଗିର ସଦଭାବନା ଦିବସ ଅବସରରେ ଆଜି ଏକ ଶପଥ ପାଠ କାର୍ଯକ୍ରମ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଅଛି। ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶପଥ ପାଠ କାର୍ଯକ୍ରମ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର କାର୍ଯ୍ୟରତ ଅଧିକାରୀ ଓ…
ତିହିଡ଼ିରେ ଜବର ଦଖଲ ଉଚ୍ଛେଦ ମାନିଲେନି ଉଠାଦୋକାନୀ, ମେସିନ ଲଗେଇ ଭାଙ୍ଗିଦେଲା ପ୍ରଶାସନ l
ତିହିଡି, (ଶେଖ. ଅବଦୁଲ ଫିତର ): ଭଦ୍ରକ ଜିଲ୍ଲା ତିହିଡି ସଦର ବଜାରସ୍ଥିର ଜବର ଦଖଲ କରିଥିବା ୮ ଟି ଦୋକାନକୁ ଉଚ୍ଛେଦ କରାଯାଇଛି ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନୋଟିସ୍ କୁ ମାନିଲେନି ଶେଷରେ ଉଠାଦୋକାନଗୁଡିକୁ ମେସିନ ଲଗେଇ ଭାଙ୍ଗିଦେଲା ପ୍ରଶାସନ ମେଡିକାଲ ପ୍ରବେଶ ପଥର ବାମ ପଟେ ଥିବା…
ପଶ୍ଚିମବଙ୍ଗ ସରକାରଙ୍କ ଚେହେରା ପଦାରେ ପଡିଯାଇଛି : ବୈଜୟନ୍ତ
ଭୁବନେଶ୍ୱର : କଲିକତା ଉଚ୍ଚ ନ୍ୟାୟାଳୟଙ୍କ ରାୟ ପରେ ପଶ୍ଚିମବଙ୍ଗ ସରକାରଙ୍କ ଚେହେରା ପଦାରେ ପଡିଯାଇଛି ବୋଲି ଭାରତୀୟ ଜନତା ପାର୍ଟି ର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି | କଲିକତା ଉଚ୍ଚ ନ୍ୟାୟାଳୟଙ୍କ ରାୟ ନେଇ ଶ୍ରୀ ପଣ୍ଡା ଗଣମାଧ୍ୟମକୁ କହିଛନ୍ତି ଯେ କେବଳ ନିର୍ବାଚନ ପରେ…
ସରଧାପାଲିର ପଦ୍ମଲୋଚନ ସଂସ୍କୃତରେ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଲୟ ଟପର ।
ପଦ୍ମପୁର(ଶାସକପ୍ରଶାସକ)-ବରଗଡ ଜିଲ୍ଲା ଗାଇସିଲାଟ ଥାନା ଅନ୍ତର୍ଗତ ସରଧାପାଲି ଗ୍ରାମ ର ଶ୍ରୀମତୀ ବୃନ୍ଦାବତୀ ପ୍ରଧାନ ଓ ଲିଙ୍ଗରାଜ ପଧାନଙ୍କ କନିଷ୍ଠ ପୁତ୍ର ପଦ୍ମଲୋଚନ ପଧାନ ଗୁରୁକୁଲ ନବପ୍ରଭାତ ବୈଦିକ ବୈଦିକ ବିଦ୍ୟାପୀଠ ର ସୁୟୋଗ୍ୟ ସ୍ନାତକ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟର ସସ୍କୃତ…