କୁଚିଣ୍ଡା/ବାମରା : (ଅଜୟ କୁମାର ବାଘ) : ଆଜି ବିଜୁ ଜନତା ଦଳ ୟୁଥ୍ ପକ୍ଷରୁ ମିଥୁନ କୋଲ ଙ୍କ ଅଧ୍ୟକ୍ଷା ରେ ବାମରା ଏନଏସି ଠାରେ ପଣ୍ଡିରୀ ପଥର ବିଦ୍ୟାଳୟ ରେ ଅନୁଷ୍ଠିତ ରକ୍ତ ଦାନ ଶିବିରରେ ଜୀବନ ବିନ୍ଦୁ ବିଜୁ ଜନତା ଦଳ ର ଆଠ ମଲ୍ଲିକ ବିଧାୟକ ତଥା ସମ୍ବଲପୁର ଜିଲ୍ଲା ପୂର୍ବ ସାଂସଦ ପ୍ରାଥୀ ଶ୍ରୀ ନଳିନୀ କାନ୍ତ ପ୍ରଧାନ ଭିଡ଼ିଓ କଲ୍ ମାଧ୍ୟମରେ ବାମରା ଯୁବ ବିଜୁ ଜନତା ଦଳ ର ଟାଉନ ସଭାପତି ଶ୍ରୀ ମିଥୁନ କୋଲ୍ହ… ବିଜୁ ଯୁବ ଜନତା ଦଳ ର ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଆକାଶ ଦୀକ୍ଷିତ.ମହିଳା ନେତ୍ରୀ ମଙ୍ଗୁଳି ନାଏକ.ରଥ କିସାନ.ମୁନୁ ବାଘ.ରାମୁ ଚଉଧୁରୀ.ସୂର୍ଯ୍ୟୟା ବିଷଞ୍ଜୀ ଓ ଅନ୍ୟ ପ୍ରମୁଖ ବରିଷ୍ଠ ସଦସ୍ୟ ଙ୍କୁ ଶୁଭେଚ୍ଛା ବାର୍ତା ପ୍ରଦାନ କରି ରକ୍ତ ଦାନ ଶିବିର ଶୁଭାରମ୍ଭ ହୋଇ ଥିଲା । ୩୦ ୟୁନିଟ ରକ୍ତ ସଂଗ୍ରହ କର। ଯାଇ ଥିଲା । ସନ୍ତୋଷ ବେହେରା, ମିଥୁନ କୋଲ,ସୁନିଲ ସିନା,ଗଣେଶ ମାଝୀ,କରୁଣ ମୁଣ୍ଡା,କପିଳ ମୁଣ୍ଡା,ସାଗର ଜୟପୁରଆ,ବୁଧୁ ମୁଣ୍ଡା ,ସଞ୍ଜନା ମୁଣ୍ଡା, ଚନ୍ଦ୍ରକାନ୍ତି ସେଠ୍,ରଜନୀ ବର୍ଲା,ସଞ୍ଜନା ଲାକ୍ରା,ଅମିସନ୍ ତପ୍ନୋ,ବିନୟ ସିଂହ,ଜସ୍ମିନି ମାଝୀ,ସରୋଜ ମାଝୀ,ସାଗର ହାସଦା,ମୁନୁ ବାଘ୍,ମଞ୍ଜୁଶ୍ରୀ ମହାପାତ୍ର,ଦିନେଶ ମାଝୀ,ରାଧା କିଷନ, ଘନ ଶ୍ୟାମ ବାର୍ଲା,ମହେଶ ମିଶ୍ର, ଘନ ମୁଣ୍ଡା,ସୁଧାଂଶୁ ମହାନନ୍ଦ,ସରୋଜ ଗୌଡ଼, ପ୍ରକାଶ ନାଏକ,ଅର୍ଜୁନ ଅଡ।ବର୍ ,ଫୁଲ କୁମାର ତିର୍କୀ ପ୍ରମୁଖ ରକ୍ତ ଦାନ କରି ନିଜ କୁ ଭାଗ୍ୟବାନ ବୋଲି ମନେ କରିଛନ୍ତି । କୁଚିଣ୍ଡା ରକ୍ତ ଦାନ କେନ୍ଦ୍ର ର ସମସ୍ତ ସଦସ୍ୟ ସୁଚାରୁ ରୂପେ କରି ଥିବାରୁ ତାଙ୍କୁ ବହୁତ୍ବ ବହୁତ୍ ଧନ୍ୟବାଦ୍ ଜଣାଇ ଥିଲେ ।