Sign in
Sign in
Recover your password.
A password will be e-mailed to you.
ପୁଣି ବଢ଼ିଲା ଏଲପିଜି ସିଲିଣ୍ଡରର ମୂଲ୍ୟ !
ନୂଆଦିଲ୍ଲୀ : ବଢିଛି ଅଣସବସିଡ଼ିଯୁକ୍ତ ଏଲପିଜି ସିଲିଣ୍ଡରର ମୂଲ୍ୟ | ଅଗଷ୍ଟ ୧୭ ରୁ ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି କରାଯାଇଥିବା ଜାତୀୟ ସରବରାହ ସଂସ୍ଥା ରିପୋର୍ଟ କରିଛି। ଅଗଷ୍ଟ ୧୭ ଠାରୁ, ଅଣସବସିଡ଼ିଯୁକ୍ତ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ଦିଲ୍ଲୀ ଏବଂ ମୁମ୍ବାଇରେ ଟ…
ଟଙ୍କିକିଆ ଚାଉଳ ନେବାପାଇଁ ଲୋକେ ହିନସ୍ଥା
ପିଡ଼ିଏସ ଦୋକାନ ଖୋଲିଦେଇ ଯୋଗାଣ ସହାୟକ ଛୁ
ପଦ୍ମପୁର(ଶାସକପ୍ରଶାସକ)- ସରକାର ଗରିବ ଲୋକଙ୍କ ପାଇଁ ଟଙ୍କା ଟିଏ ମୂଲ୍ୟରେ ଚାଉଲ ଯୋଗାଇ ଦେଉଛନ୍ତି । ଗ୍ରାମାଞ୍ଚଳର ଲୋକମାନେ ଏହି ଚାଉଲ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଥିବା ବିକ୍ରୟ କେନ୍ଦ୍ର ଠାରୁ ଆଣିଥାନ୍ତି । ପଦ୍ମପୁର ବ୍ଳକ ଦହିଗାଁ…
ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ
ଯାଜପୁର (ଶାସକ ପ୍ରଶାସକ) ଆଜି ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ। ବିଧାୟକ ସଂଜୀବ ଶ୍ରୀ ମଲ୍ଲିକ ଆଜି ଭୁବନେଶ୍ୱର ରୁ ଭଦ୍ରକ ଫେରୁଥିବା ବେଳେ ଜାତୀୟ ରାଜପଥ ନିକଟ ଯାରକା ପାଖରେ ତାଙ୍କ ଗାଡି ଦୁର୍ଘଟଣାଗ୍ରସ୍ଥ ହୋଇଛି। ଶ୍ରୀ ମଲ୍ଲିକ ନିରାପଦ ଥିବା ବେଳେ ଜାରକା…
ଜଷ୍ଟିସ ବି ଭି ନାଗରତ୍ନା ହୋଇପାରନ୍ତି ଭାରତର ପ୍ରଥମ ମହିଳା ପ୍ରଧାନ ବିଚାରପତି
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଜଷ୍ଟିସ୍ ବି ଭି ନାଗରତ୍ନା ପ୍ରଥମ ମହିଳା ଭାବରେ 2027 ମସିହାରେ ଭାରତର ପ୍ରଧାନ ବିଚାରପତି ହେବେ।ପ୍ରଧାନ ବିଚାରପତି ଏନ.ଭି ରାମନାଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟର କଲେଜିୟମ ନଅ ଜଣ ବିଚାରପତିଙ୍କ ନାମକୁ ସର୍ବୋଚ୍ଚ ନ୍ୟାୟାଳୟ ପାଇଁ ସୁପାରିଶ କରିଛନ୍ତି।…
ଫୁଲମୁଣ୍ଡାରେ ମିଶନ ଚାଟଶାଳୀ ଉଦ୍ଘାଟନ
ପାଟଣାଗଡ଼,( ଶାସକ ପ୍ରଶାସକ- ଯତୀନ୍ଦ୍ର ନନ୍ଦ ) - କରୋନା ପରି ମହାମାରୀ ବିପତ୍ତି ସମୟରେ ସମଗ୍ର ଦେଶ ତଥା ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡିବା ଯୋଗୁଁ ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ଆଦିବାସୀ ଖଟିଖିଆ, ଦଳିତ ପରିବାର ଛାତ୍ର ଛାତ୍ରୀ ମାନେ କିପରି ଶିକ୍ଷା ଲାଭ କରିପାରିବେ…
ଜିଲ୍ଲାପାଳ ଙ୍କ ଗୁଦେରପାଲି ହାଇସ୍କୁଲ ପରିଦର୍ଶନ ।
ପଦ୍ମପୁର(ଶାସକପ୍ରଶାସକ)-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ବାପୁଜୀ ଉଚ୍ଚବିଦ୍ୟାଳୟ କୁ ମଙ୍ଗଳବାର ଅଚାନକ ବରଗଡ଼ ଜିଲ୍ଲାପାଳ ମନିଷା ବାନାର୍ଜୀ, ଗାଇସିଲେଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବୀଣ କୁମାର ବଣୁଆଁ ,ସମାଜସେବୀ କିଶୋର ଚନ୍ଦ୍ର ଦେବତା, ପରିଦର୍ଶନ କରିଥିଲେ।ମୋ…
ରେଳମନ୍ତ୍ରୀଙ୍କୁ ଭେଟି ଅବିଭକ୍ତ କଟକ ଜିଲ୍ଲାର ବିଭିନ୍ନ ଦାବି ରଖିଲେ ରେଲୱେ ବୋର୍ଡ ପିଏସି ସଦସ୍ୟ ଦିଲ୍ଲୀପ ମଲ୍ଲିକ
ନୂଆଦିଲ୍ଲୀ (ଶାସକ ପ୍ରଶାସକ ): ଜାତୀୟ ରେଲୱେ ବୋର୍ଡ ପିଏସି ସଦସ୍ୟ ତଥା ବିଜେପି ଓଡିଶା ପ୍ରଦେଶ ଗଣମାଧ୍ୟମ ବିଭାଗ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ରେଳବାଇ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ନୂଆଦିଲ୍ଲୀସ୍ଥିତ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଅବିଭକ୍ତ କଟକ ଜିଲ୍ଲାର ବିଦ୍ଭିନ୍ନ ଦାବି ଓ…
ଆଉ୧୦ ବର୍ଷ ପାଇଁ ହକି ଇଣ୍ଡିଆର ପ୍ରଯୋଜକ ରହିବ ଓଡିଶା
ଅଲିମ୍ପିକ ହକି ହିରୋଙ୍କୁ ଓଡିଶା ମାଟିରେ ଭବ୍ୟ ସମ୍ବର୍ଦ୍ଧନା : ଭାବବିହ୍ୱଳ ହେଲେ ଖେଳାଳି
"ଓଡ଼ିଶା ଆମର ଦ୍ୱିତୀୟ ଘର, ମୁଖ୍ୟମନ୍ତ୍ରୀଙ୍କ ବିନା ଏଭଳି ପ୍ରଦର୍ଶନ ସମ୍ଭବ ହୋଇ ନଥାନ୍ତା"
ଭୁବନେଶ୍ୱର (ଶାସକ ପ୍ରଶାସକ) : ଟୋକିଓ ଅଲିମ୍ପିକରେ ବ୍ରୋଞ୍ଜ ପଦକ ବିଜୟୀ ହୋଇ ଫେରିଥିବା ଭାରତୀୟ…
ବରଗାଁ ଏବଂ କଳିଙ୍ଗଡୋଳା ବୃହତ୍ ଉଠାଜଳସେଚନ ପ୍ରକଳ୍ପର କାର୍ଯ୍ୟକାରିତା ନେଇ ସମୀକ୍ଷା
Kalingadola mega lift project
ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟ ଜଳ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଜି ଅପରାହ୍ଣରେ ଜଳ ସଂପଦ ବିଭାଗ ସମ୍ମିଳନୀ…
ରାଜ୍ୟରେ ସ୍ୱଳ୍ପବୃଷ୍ଟି ଯୋଗୁଁ ସମ୍ଭାବ୍ୟ ଫସଲ କ୍ଷତିର ମୁକାବିଲା ନିମନ୍ତେ ଯୁଗ୍ମ-ମନ୍ତ୍ରୀସ୍ତରୀୟ ବୈଠକ
ସମସ୍ତ ଉଠାଜଳସେଚନ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ କରାଯିବକୁ ନିର୍ଦ୍ଦେଶ
ଫସଲବୀମା ଯୋଜନାରେ ଅଧିକରୁ ଅଧିକ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ
ଭୁବନେଶ୍ୱର, (ଶାସକ ପ୍ରଶାସକ) : ଚଳିତ ଖରିଫରେ ରାଜ୍ୟରେ କମ୍ ବର୍ଷା ହୋଇଥିବା ପରିପ୍ରେକ୍ଷୀରେ ସମ୍ଭାବ୍ୟ ଫସଲ…