ଗଜପତି ଜିଲ୍ଲାରେ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ

ଜିଲ୍ଲା ଶିକ୍ଷା ବିଭାଗର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରୀୟ ଯୋଜନା କାର୍ଯ୍ୟକ୍ରମର ଅଗ୍ରଗତି ଓ ବିଭିନ୍ନ ସମସ୍ୟା ସମ୍ପର୍କିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଏବଂ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ…

ମୋହନାରେ ଗଡ଼ିଲା କୋଭିଡ୍ ଟୀକା ସଚେତନତା ରଥ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ମେଡିକାଲ ପରିସରରେ ଆଜି ଗଡ଼ିଛି କୋଭିଡ୍ ଟୀକା ସଚେତନତା ରଥ । ସରକାରଙ୍କ ମାଗଣା ଟୀକା କରଣ ରଥ ଗଜପତି ଜିଲ୍ଲାର ବିଭିନ ଦୁର୍ଗମ ଅଞ୍ଚଳକୁ ଯାଇ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକଙ୍କୁ ଗୀତ ମାଧ୍ୟମରେ ଯେପରି ଲୋକଙ୍କୁ ବୁଝା…

ପ୍ରଶାସନିକ ହସ୍ତକ୍ଷେପ ଓ ଆଶ୍ୱାସନା ପରେ ତାଲା ଖୋଲିଲେ ଚାଷୀ

ନିର୍ଦ୍ଧାରିତ ସମୟ ଭିତରରେ ପଦକ୍ଷେପ ଗ୍ରହଣ କରାନଗଲେ ପୁନର୍ବାର ଆନ୍ଦୋଳନ ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ବରତୁଣ୍ଡା ଗ୍ରାମ ପଞ୍ଚାୟତ ଅଫିସରେ ଗତ ଷୋହଳ ତାରିଖରୁ ସ୍ଥାନୀୟ ଆଞ୍ଚଳିକ କୃଷକ ମହାସଂଘ ର କର୍ମକର୍ତ୍ତା ମାନେ , ପଂଚାୟତ ରେ ହୋଇଥିବା ବିଭିନ୍ନ ଦୁର୍ନୀତିକୁ ବିରୋଧ କରି…

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୩୭ତମ ପ୍ରତିଷ୍ଠା ଦିବସ

ବରଗଡ :- ବିଶ୍ଵ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତକୁ ରକ୍ଷା କରିବା ପାଇଁ ୩୭ବର୍ଷ ତଳେ ଆଜିର ଦିନରେ ଗଠନ କରାଯାଇଥିଲା ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ । ଘଟଣାଟି ହେଲା ଗନ୍ଧମାର୍ଦ୍ଦନ ପର୍ବତରେ ଗଛିତ ଥିବା ବକ୍ସାଇଟ ଖନନ ପାଇଁ ତତ୍କାଳୀନ ରାଜ୍ୟ ସରକାର ଭାରତ ଆଲୁମିନିୟମ କମ୍ପାନୀ କୁ…

ଯୁବକ ମାନେ ଅଧିକ କ୍ରିୟାଶୀଳ ହେବାର ଆବଶ୍ୟକତା ରହିଛି:- ଭୋଜରାଜ

ଦେଶରେ ହେଉଥିବା ଅପପ୍ରଚାରର କଡା ଜବାବ ଦେବା ଆବଶ୍ୟକ - ପ୍ରଦ୍ୟୁମ୍ନ ତ୍ରିପାଠୀ ବରଗଡ଼ :- ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ । ଦଳୀୟ କର୍ମୀ ମାନଙ୍କୁ ସଂଗଠିତ କରି ମୈଦାନରେ ବିରୋଧୀର ମୁକାବିଲା କରିବାକୁ ପ୍ରୟାସ ଆରମ୍ଭ ହୋଇଗଲାଣି । ଏହି କ୍ରମରେ ଆଜି ବରଗଡ଼ ଜିଲ୍ଲା ପାଇକମାଲ ଓ ଝାରବନ୍ଧ…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସୃଷ୍ଟି ହେଲା ୧୧,୦୦୬ଟି ନର୍ସିଂ ଅଫିସର ପଦବୀ

ସ୍ବାସ୍ଥ୍ୟ ସେବାକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବାପାଇଁ ସରକାରଙ୍କ ପଦକ୍ଷେପ ଭୁବନେଶ୍ୱର( ଶାସକ ପ୍ରଶାସକ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ସ୍ବାସ୍ଥ୍ୟ ସେବାକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବାପାଇଁ ୧୧,୦୦୬ଟି ନୂତନ ନର୍ସିଂ ଅଫିସର ପଦବୀ ସୃଷ୍ଟି…

ବିଜେଡିରୁ ବହିଷ୍କୃତ ହେଲେ ଜିଲ୍ଲା ପରିଷଦ ସଭ୍ୟ

ଭୁବନେଶ୍ୱର( ଶାସକ ପ୍ରଶାସକ) ଯାଜପୁର ଜିଲ୍ଲାର ଜଣେ ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ଘଡେ଼ଇଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆଦେଶ କ୍ରମେ ଦଳରୁ ଆଜି ବହିଷ୍କାର କରାଯାଇଛି ବୋଲି ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜ ସୂଚନା ଦେଇଛନ୍ତି |…

ଆସୁଛନ୍ତି ଅଶ୍ବିନୀ, ବଲାଙ୍ଗୀରରେ ରେଳ କ୍ଷେତ୍ରର ବିକାଶ ପାଇଁ ବିଜେଡିର ଦାବି

 ବଲାଙ୍ଗୀର/ନିରୋଜ ମିଶ୍ର : ଆଜି(ଗୁରୁବାର) ଠାରୁ ୩ ଦିନିଆ ଓଡିଶା ଗସ୍ତରେ କେନ୍ଦ୍ର ରେଳମନ୍ତ୍ରୀ ତଥା ଓଡିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଅଶ୍ବିନୀ ବୈଷ୍ଣବ । ଅଶ୍ବିନୀ ଓଡିଶାର ହୋଇଥିବାରୁ ରେଳ ଉନ୍ନତିକରଣ କ୍ଷେତ୍ରରେ ରାଜ୍ୟବାସୀ ତଥା ରାଜ୍ୟ ସରକାରଙ୍କ ଅଧିକ ଆଶା ପୋଷଣ କରିଛନ୍ତି…

କାବୁଲରେ ଝିଅ ଜ୍ବାଇଁ ନାତି ନାତୁଣି, ସମ୍ବଲପୁରରେ ଚିନ୍ତାରେ ମା

ସମ୍ବଲପୁର-ରମାକାନ୍ତ ବିଶ୍ବାଳ : କାବୁଲରେ ଝିଅ ଜ୍ବାଇଁ ଓ ନାତି ନାତୁଣି ଥିବାରୁ ସମ୍ବଲପୁର ମାଟିରେ ଝୁରୁଛନ୍ତି ମାଁ । ଆପଗାନିସ୍ଥାନ କାବୁଲରେ ତାଲିବାନ ଆତଙ୍କୀ ପରେ ଦେଶ ଛାଡି ହଜାର ହଜାର ଲୋକ ପଲାୟନ କରୁଛନ୍ତି । ସମ୍ବଲପୁର ଝିଅ ସକିଲା ବାନୁ କାବୁଲରେ ଥିବାରୁ ପରିବାର ଚିନ୍ତା ଅଧିକ…

ବଡଘର ବଡ ଗୁମର କଥା……ଅଡୁଆରେ ଭର୍ତ୍ତୃହରି

ଯୌତୁକ ନିର୍ଯାତନା ଅଭିଯୋଗରେ ଛନ୍ଦିହେଲେ : ଖୋଦ ବୋହୁ ଦେଲେ ଏତଲା ଭୁବନେଶ୍ୱର : ବିଜେଡ଼ିର ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଏବେ ଅଡୁଆରେ | ତାଙ୍କ ବିରୋଧରେ ଓ ତାଙ୍କ ପରିବାର ବିରୋଧରେ ଆସିଛି ସଂଗୀନ ଅଭିଯୋଗ | ଅଭିଯୋଗ ଆଣିଛନ୍ତି ତାଙ୍କ ବୋହୁ ସାକ୍ଷୀ ସିଂ ତୋମାର । ଅଧିକ ଯୌତୁକ ଆଣିବା…