ଯୁବକ ମାନେ ଅଧିକ କ୍ରିୟାଶୀଳ ହେବାର ଆବଶ୍ୟକତା ରହିଛି:- ଭୋଜରାଜ

ଦେଶରେ ହେଉଥିବା ଅପପ୍ରଚାରର କଡା ଜବାବ ଦେବା ଆବଶ୍ୟକ - ପ୍ରଦ୍ୟୁମ୍ନ ତ୍ରିପାଠୀ ବରଗଡ଼ :- ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ । ଦଳୀୟ କର୍ମୀ ମାନଙ୍କୁ ସଂଗଠିତ କରି ମୈଦାନରେ ବିରୋଧୀର ମୁକାବିଲା କରିବାକୁ ପ୍ରୟାସ ଆରମ୍ଭ ହୋଇଗଲାଣି । ଏହି କ୍ରମରେ ଆଜି ବରଗଡ଼ ଜିଲ୍ଲା ପାଇକମାଲ ଓ ଝାରବନ୍ଧ…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସୃଷ୍ଟି ହେଲା ୧୧,୦୦୬ଟି ନର୍ସିଂ ଅଫିସର ପଦବୀ

ସ୍ବାସ୍ଥ୍ୟ ସେବାକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବାପାଇଁ ସରକାରଙ୍କ ପଦକ୍ଷେପ ଭୁବନେଶ୍ୱର( ଶାସକ ପ୍ରଶାସକ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ସ୍ବାସ୍ଥ୍ୟ ସେବାକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବାପାଇଁ ୧୧,୦୦୬ଟି ନୂତନ ନର୍ସିଂ ଅଫିସର ପଦବୀ ସୃଷ୍ଟି…

ବିଜେଡିରୁ ବହିଷ୍କୃତ ହେଲେ ଜିଲ୍ଲା ପରିଷଦ ସଭ୍ୟ

ଭୁବନେଶ୍ୱର( ଶାସକ ପ୍ରଶାସକ) ଯାଜପୁର ଜିଲ୍ଲାର ଜଣେ ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ଘଡେ଼ଇଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆଦେଶ କ୍ରମେ ଦଳରୁ ଆଜି ବହିଷ୍କାର କରାଯାଇଛି ବୋଲି ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜ ସୂଚନା ଦେଇଛନ୍ତି |…

ଆସୁଛନ୍ତି ଅଶ୍ବିନୀ, ବଲାଙ୍ଗୀରରେ ରେଳ କ୍ଷେତ୍ରର ବିକାଶ ପାଇଁ ବିଜେଡିର ଦାବି

 ବଲାଙ୍ଗୀର/ନିରୋଜ ମିଶ୍ର : ଆଜି(ଗୁରୁବାର) ଠାରୁ ୩ ଦିନିଆ ଓଡିଶା ଗସ୍ତରେ କେନ୍ଦ୍ର ରେଳମନ୍ତ୍ରୀ ତଥା ଓଡିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଅଶ୍ବିନୀ ବୈଷ୍ଣବ । ଅଶ୍ବିନୀ ଓଡିଶାର ହୋଇଥିବାରୁ ରେଳ ଉନ୍ନତିକରଣ କ୍ଷେତ୍ରରେ ରାଜ୍ୟବାସୀ ତଥା ରାଜ୍ୟ ସରକାରଙ୍କ ଅଧିକ ଆଶା ପୋଷଣ କରିଛନ୍ତି…

କାବୁଲରେ ଝିଅ ଜ୍ବାଇଁ ନାତି ନାତୁଣି, ସମ୍ବଲପୁରରେ ଚିନ୍ତାରେ ମା

ସମ୍ବଲପୁର-ରମାକାନ୍ତ ବିଶ୍ବାଳ : କାବୁଲରେ ଝିଅ ଜ୍ବାଇଁ ଓ ନାତି ନାତୁଣି ଥିବାରୁ ସମ୍ବଲପୁର ମାଟିରେ ଝୁରୁଛନ୍ତି ମାଁ । ଆପଗାନିସ୍ଥାନ କାବୁଲରେ ତାଲିବାନ ଆତଙ୍କୀ ପରେ ଦେଶ ଛାଡି ହଜାର ହଜାର ଲୋକ ପଲାୟନ କରୁଛନ୍ତି । ସମ୍ବଲପୁର ଝିଅ ସକିଲା ବାନୁ କାବୁଲରେ ଥିବାରୁ ପରିବାର ଚିନ୍ତା ଅଧିକ…

ବଡଘର ବଡ ଗୁମର କଥା……ଅଡୁଆରେ ଭର୍ତ୍ତୃହରି

ଯୌତୁକ ନିର୍ଯାତନା ଅଭିଯୋଗରେ ଛନ୍ଦିହେଲେ : ଖୋଦ ବୋହୁ ଦେଲେ ଏତଲା ଭୁବନେଶ୍ୱର : ବିଜେଡ଼ିର ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଏବେ ଅଡୁଆରେ | ତାଙ୍କ ବିରୋଧରେ ଓ ତାଙ୍କ ପରିବାର ବିରୋଧରେ ଆସିଛି ସଂଗୀନ ଅଭିଯୋଗ | ଅଭିଯୋଗ ଆଣିଛନ୍ତି ତାଙ୍କ ବୋହୁ ସାକ୍ଷୀ ସିଂ ତୋମାର । ଅଧିକ ଯୌତୁକ ଆଣିବା…

ବିଶ୍ଵ ଫଟୋଗ୍ରାଫି ଦିବସ ପାଳନ

ବରଗଡ :-ବିଶ୍ୱ ଫଟୋ ଗ୍ରାଫି ଦିବସ ପ୍ରତିବର୍ଷ ବର୍ଷ ଭଳି ଏ ବର୍ଷ ମଧ୍ୟ ଆଜି ରାଜବୋଡାସମ୍ବର ଫଟୋଗ୍ରାଫର୍ ଏସୋସିଏସନ ର ଆନୁକୂଲ୍ୟରେ ପଶ୍ଚିମ ଓଡ଼ିଶା ର ପବିତ୍ର ତୀର୍ଥ ସ୍ଥଳ ନୃସିଂହନାଥ ପୀଠରେ କୋଭିଡ-୧୯ କଟକଣା କୁ ଦୃଷ୍ଟିରେ ରଖି ସମସ୍ତ ଫଟୋଗ୍ରାଫର୍ ଭାଇମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ…

ଅଂଚଳ ବାସୀଙ୍କ ସୁଖରେ ଦୁଃଖରେ ମହେନ୍ଦ୍ର:ପକ୍ଷାଘାତ ରୋଗରେ ଆକ୍ରାନ୍ତ ପ୍ରଫୁଲ୍ଲଙ୍କୁ ବଢ଼ାଇଲେ ସହାୟତାର ହାତ

ପଦ୍ମପୁର(ଶାସକପ୍ରଶାସକ)-ଗରିବ, ନିଃସହାୟ ବ୍ୟକ୍ତି ବିଶେଷ ଙ୍କ ଅସହାୟ ସମୟ ରେ ସାହାଯ୍ୟ ପ୍ରଦାନ କ୍ଷେତ୍ରରେ ପଦ୍ମପୁର ଅଞ୍ଚଳ ବାସୀ ଙ୍କ ହୃଦୟ ରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଶ୍ରୀ ମହେନ୍ଦ୍ର ବଢ଼େଇ | ସତରେ ସେ ଦେବଦୂତ ଭଳି ଖବର ପାଇବାପରେ ସେ କାଳବିଳମ୍ବ ନକରି ଅଞ୍ଚଳ…

ରାଜ୍ୟ ପୋଲିସ ମୁଖ୍ୟାଳୟରେ ଜାତୀୟ ସଦ୍‌ଭାବନା ଦିବସ ଶପଥ ପାଠ

କଟକ – ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଜାତୀୟ ସଦ୍‌ଭାବନା ଦିବସ ଅବସରରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି | ରାଜ୍ୟଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସଦ୍‌ଭାବନା ଶପଥ ପାଠ କରାଇଥିଲେ | ଏହି ଅବସରରେ…

ସ୍ୱାଧିନତା ର ୭୫ ବର୍ଷ ପରେ ନିଜ ପଞ୍ଚାୟତ ରେ ବ୍ୟାଙ୍କିଙ୍ଗ ସୁବିଧା ପାଇଲେ କୁଦଗୁଣ୍ଡେରପୁର ବାସିନ୍ଦା

https://youtu.be/1JNS65T9ZIo ସମ୍ବଲପୁର/ ରମାକାନ୍ତ ବିଶ୍ବାଳ : ଦେଶ ସ୍ୱାଧିନତା ପାଇବାର ୭୫ ବର୍ଷ ପରେ ନିଜ ଅଞ୍ଚଳରେ ସିଧାସଳଖ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ର ସୁବିଧା ପାଇଁଲେ ସମ୍ବଲପୁର ଜିଲ୍ଲାର କୁଦଗୁଣ୍ଡେରପୁର ବାସିନ୍ଦା । ସମ୍ବଲପୁର ଜିଲ୍ଲା ପ୍ରଶାସନ ପ୍ରଚେଷ୍ଟାରେ କୁଦଗୁଣ୍ଡେରପୁର…