ରବି ଫସଲ ପାଇଁ ନୂଆଖାଇ ରେ ମିଳିଲା ମୁଖ୍ୟମନ୍ତ୍ରୀଙ୍କ କାଳିଆ ସହାୟତା

୩୭ ଲକ୍ଷ ଚାଷୀ ପରିବାରର ବ୍ୟାଙ୍କ ଆକାଉଣ୍ଟକୁ ଗଲା ୭୪୩କୋଟି କୋଭିଡ ମହାମାରୀ ଆରମ୍ଭ ଠାରୁ ଆଜି ପର୍ଯ୍ୟନ୍ତ କାଳିଆ ଯୋଜନାରେ ୩୨୦୦ କୋଟିରୁ ଅଧିକ ଟଙ୍କା ସହାୟତା ପ୍ରଦାନ ସାର ଯୋଗାଣ ସମସ୍ୟା ସମାଧାନ ପାଇଁ କେନ୍ଦ୍ର ସହ ଯୋଗାଯୋଗରେ ଅଛୁ- ମୁଖ୍ୟମନ୍ତ୍ରୀ "କାଳିଆ ଯୋଜନା ଯୋଗୁଁ ଆଉ ଧାର…

ଗାଁ ଦାଣ୍ଡରେ ବାପାକୁ ଗୋଡାଇ ଗୋଡାଇ ବିଭତ୍ସ ଭାବେ ହତ୍ୟା କଲା ପୁଅ !

ରେଢାଖୋଲ (ଶାସକ ପ୍ରଶାସକ): ଯେଉଁ ବାପା ଦିନେ କୋଳେଇ କାଖେଇ ପୁଅକୁ ମଣିଷ କରିଥିଲା, ଆଜି ସେଇ ପୁଅ ପଶୁ ପାଲଟିଗଲା। ନିଜ ପୁଅକୁ ନେଇ ଅନେକ ସ୍ୱପ୍ନ ଦେଖୁଥିଲା ବାପା। ହେଲେ ସେଇ ପୁଅ ଯେ ଦିନେ ରାକ୍ଷାସ ପାଲଟି ଜୀବନ ନେଇଯିବ, ଏକଥା ବାପାକୁ ଅଜଣା ଥିଲା। ଗାଁ ଦାଣ୍ଡରେ ଗୋଡାଇ ଗୋଡାଇ ବିଭତ୍ସ…

ବିଶ୍ଵ ଓଡ଼ିଶା ସମାଜ ଆନ୍ଧ୍ର ର ରାଜ୍ୟପାଳ, ବିଶ୍ଵଭୂଷଣଙ୍କ ଦ୍ଵାରା ଉଦଘାଟିତ

ଲସ୍ଏଞ୍ଜେଲେସ୍ / ଟରୋଣ୍ଟୋ/ ମଞ୍ଚେଷ୍ଟର/ ଦୁବାଇ/କାନବେରା/ ନୂଆଦିଲ୍ଲୀ/ ବିଜୟୱାଡା/ ଭୁବନେଶ୍ୱର/ କଟକ- ବିଶ୍ଵ ଓଡ଼ିଶା ସମାଜ ( ବିଓସ) ବିଶ୍ଵ ଭରି ଓଡ଼ିଆ ମାନଙ୍କର ସର୍ବାଙ୍ଗୀନ କଲ୍ୟାଣ ସାଧନ ପାଇଁ ଅଭିପ୍ରେତ ବୋଲି ବରେଣ୍ୟ ବକ୍ତା ମାନେ ପ୍ରକାଶ କରିଛନ୍ତି। ୨୦୩୬ ମସିହାରେ ଓଡ଼ିଶା ପ୍ରଦେଶ…

ଓଡ଼ିଶା ହାଇକୋର୍ଟରେ ଇ-ଫାଇଲିଂ ଷ୍ଟେସନ ଉଦଘାଟିତ

ଭୁବନେଶ୍ୱର(ଶାସକ ପ୍ରଶାସକ): ଓଡ଼ିଶାର ଆଡଭୋକେଟ ଏବଂ ନ୍ୟାୟାଳୟର ଅଧିକାରୀମାନଙ୍କର ସୁବିଧା ନିମନ୍ତେ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ତଥା ଇ-କମିଟିର ଅଧ୍ୟକ୍ଷ ମାନ୍ୟବର ଜଷ୍ଟିସ୍ ଡ. ଡି. ଓ୍ୱାଇ. ଚନ୍ଦ୍ରଚୂଡ଼ ୫ଟି ଇ-ସେବାର ଉନ୍ମୋଚନ କରିଛନ୍ତିା ଓଡ଼ିଶା ହାଇକୋର୍ଟର ମୁଖ୍ୟ…

କନବାଗେରୀ ଠାରେ ସ୍କୁଟି ଦୁର୍ଘଟଣାଗ୍ରସ୍ତ

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନସ୍ଥ କନବାଗେରୀ ଠାରେ ଆଜି ଅପରାହ୍ନ ୨ ଘଣ୍ଟିକା ସମୟରେ ଏକ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇଛି I ଏହି ଦୁର୍ଘଟଣାରେ ସ୍କୁଟି ଚାଳକ ଗୁରୁତର ଆହତ ହୋଇ ଥିବା ବେଳେ ପଛରେ ବସିଥିବା ଜଣେ…

ଭଦ୍ରକ କିନ୍ନର ମାନଙ୍କୁ ସହାୟତା ହାତ ବଢାଇଲା ସାଥୀ

ଭଦ୍ରକ,ବ୍ଲକ ,(ସୀତାକାନ୍ତ ପାଢ଼ୀ):-ସାଥୀ ଏକ ଜାତୀୟ ସ୍ତରର ସାମାଜିକ ଅନୁଷ୍ଠାନ ଦ୍ଵାରା ଭଦ୍ରକ ଜିଲ୍ଲାରେ ଥିବା କିନ୍ନର ମାନଙ୍କୁ ୧ ମାସର ରାସନ । ମାସ୍କ। ସାନିଟାଇଜର, ଔଷଧ ବଣ୍ଟନ କରାଯାଉଛି। ସାଥୀ ଅନୁଷ୍ଠାନ ଦ୍ଵାରା ବିଭିନ୍ନ ଜିଲ୍ଲାରେ ଏହି ସହାୟତା ବଣ୍ଟନ କାର୍ଯକ୍ରମ ଚାଲୁ ଅଛି ।ଗତ…

ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନିଙ୍କ ଇସ୍ତଫା

ଗାନ୍ଧିନଗର :ଆସନ୍ତା ବର୍ଷ ପ୍ରାରମ୍ଭରେ ଗୁଜୁରାଟରେ ବିଧାନ ସଭା ନିର୍ବାଚନ ଥିବାବେଳେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଇସ୍ତଫା ଦେଇଥିବା ଏଜେନ୍ସି ସୂତ୍ରରୁ ଜଣାପଡିଛି | ହେଲେ ଶ୍ରୀ ରୁପାନୀଙ୍କ ଇସ୍ତଫାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ | ଶ୍ରୀ ରୁପାନୀ ନିଜେ ଇସ୍ତଫା ଦେଇଥିବା…

ମହିୟସୀ ମହିଳା ସୁକାନ୍ତି ଦେବୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ।

ଜଗନ୍ନାଥ ପ୍ରସାଦ : (ଡ଼ଃ.କୁମୁଦ ଚନ୍ଦ୍ର ବେହେରା):  ଜଗନ୍ନାଥପ୍ରସାଦ ବ୍ଲକ ପ୍ରତାପୁର ପଞ୍ଚାୟତ ପାଟରାପଲ୍ଲୀରେ ଆଜି ସପ୍ତମ ଶ୍ରାଦ୍ଧ ବାର୍ଷିକରେ ସୁକାନ୍ତି ଦେବୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ନାୟକ ପରିବାର ପକ୍ଷରୁ ପାଟରାପଲ୍ଲୀ ରେ ଏକ ସାଧାରଣ ସଭା ଆୟୋଜନ କରି ସୁକାନ୍ତି…

ନୂଆଖାଇରେ ଦୁଃଖ ଖବର :ବେକରେ ଫାଶୀ ଲଗାଇ ନାବାଳକର ଆତ୍ମହତ୍ୟା

ବରଗଡ :- ଆଜି ସାରା ଓଡିଶା ପବିତ୍ର ଗଣପର୍ବ ନୂଆଁଖାଇ ପାଳନ କରୁଥିବା ବେଳେ ଏକ ଦୁଖଦ ଖବର ଆସିଛି ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ବୁକୁରାମୁଣ୍ଡା ପଞ୍ଚାୟତ ର ମହୁଲ ପାଲି ଗାଁରୁ | ଗ୍ରାମର ତୀର୍ଥ ବରୀହା ଙ୍କର ଷୋହଳ ବର୍ଷୀୟ ପୁଅ ଦୁଖୀଶ୍ୟାମ ବରିହା , ଗ୍ରାମ ନିକଟସ୍ଥ ଏକ ବିଲରେ ଥିବା ବମ୍ବୁର…

ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନର ସିଟ ସଂଖ୍ୟା ୬୦କୁ ବୃଦ୍ଧି

ବରଗଡ :- ବରଗଡ଼ ଜିଲ୍ଲାର ପ୍ରତିଷ୍ଠିତ ଆୟୁର୍ବେଦ ମେଡିକାଲ କଲେଜ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ ରେ ଚଳିତ ବର୍ଷ 60 ଜଣ ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ । ଭାରତୀୟ ଚିକିତ୍ସା ପଦ୍ଧତି ରାଷ୍ଟ୍ରୀୟ ଆୟୋଗ ( ଭାରତ ସରକାରଙ୍କ ଆୟୁଷ ମନ୍ତ୍ରାଳୟ )…