ପାଇକ ଖଣ୍ଡାୟତ ଓ ଖେତ୍ରିୟ ମହାସଂଘ କାର୍ଯ୍ୟକାରିଣୀ ବୈଠକ।

0

କଲ୍ୟାସିଂହପୁର:ପ୍ରଦୀପ ଦଲାଇ:ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦ ପୁର ମା କୁଳବନ୍ଧୁ ଠାକୁରାଣୀ ମନ୍ଦିର ପଡିଆ ଠାରେ ପାଇକ ସଂଘ ପକ୍ଷରୁ ଏକ ବୈଠକ ଆୟୋଜନ କରାଯାଇଥିଲା।ଏହି ବୈଠକ କର୍ଯ୍ୟକର୍ମରେ କଲ୍ୟାସିଂହପୁର,ମୁନିଗୁଡା,ଚନ୍ଦ୍ରପୁର,ବିଷମକଟକ, ଟିକିରି,କୋଲନରା,ଦୂର ଦୁରାନ୍ତ ରୁ ଖେତ୍ରିୟ ମାନେ ଉପସ୍ଥିତ ରହି ପାଇକ ମାନକଙ୍କ ପରମ୍ପରାକୁ ବଜାୟ ରଖିବାକୁ ଶତଚେଷ୍ଟିତ କରିବା ପାଇକ ଯାଥି ସମାଜ କୁ ଆଗକୁ କେମିତି ବଢେଇବା ଆବଶ୍ୟକ ଆଲୋଚନା କରାଯାଇଥିଲା। ସମାଜ ରେ ଲାଗି ରହିଥିବା ବିଭିନ୍ନ ସମସ୍ୟାର ସମାଧାନ କିଭଳି କରାଯିବ ଆଲୋଚନା କରାଯାଇଥିଲା ।

Leave A Reply

Your email address will not be published.