ଭୁପେନ୍ଦ୍ର ପଟେଲ ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ !

ଗାନ୍ଧିନଗର : ଗୁଜୁରାଟର ବରିଷ୍ଠ ବିଜେପି ନେତା ଭୁପେନ୍ଦ୍ର ପଟେଲ ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ | ବିଜେପି ବିଧାୟକ ଦଳର ସେ ନେତା ଭାବେ ନିର୍ବାଚିତ ହୋଇଛନ୍ତି | ଘାଟଲୋଡିଆ ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଶ୍ରୀ ପଟେଲ  ଗୁଜୁରାଟର ପୂର୍ବତନ…

ଭଦ୍ରକ ବିଜେଡିରେ ହେଲା ପୁଣି ମିଶ୍ରଣ ପର୍ବ ।

ଭଦ୍ରକ,(ସତ୍ୟଭୂଷଣ ସ୍ବାମୀ): ଭଦ୍ରକରେ ପୂର୍ବ ଅପେକ୍ଷା ବିଜେଡି ଆହୁରି ଅଧିକ ସକ୍ରିୟ ହେବାକୁ ଲାଗୁଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ଦଳର ଶକ୍ତି କମି କମି ଯାଉଛି । ପୂର୍ବରୁ ବିଜେଡ଼ିରେ ଅନ୍ୟ ଦଳରୁ ନେତା କର୍ମୀ ଆସି ମିସିଥିବା ବେଳେ ଆଜି ପୁଣି ଏକ ମିଶ୍ରଣ ପର୍ବ ଭଦ୍ରକ ବିଧାୟକ…

ନୂଆଁଖାଇ : କୄଷି ଓ କୄଷକ ଉପରେ ଆଧାରିତ “ଅଭିମନ୍ୟୁର କଥା” ପରିବେଶିତ ।

ପଦ୍ମପୁର(ଶାସକ ପ୍ରଶାସକ)-ପଦ୍ମପୁର ଉପଖଣ୍ଡ ସମାରପାଲି ଗ୍ରାମରେ ଗୋପବନ୍ଧୁ କ୍ଲୁବ ସମାରପାଲି ର ଯୁବ କଳାକାରମାନଙ୍କ ଦ୍ୱାରା ନାଟ୍ୟକାର ରାଜକୁମାର ସାହୁଙ୍କ ଦ୍ୱାରା ଲିଖିତ ବହୁ ପ୍ରସିଦ୍ଧ କୃଷି ଓ କୃଷକ ଉପରେ ଆଧାରିତ ଲୋକନାଟକ 'ଅଭିମନ୍ୟୁର କଥାର ସଫଳ ମଞ୍ଚନ ହୋଇଛି l କୃଷକର ଅନ୍ତଃସ୍ୱର…

ଉପାନ୍ତ ଅଞ୍ଚଳରେ ଇଂରାଜୀ ମାଧ୍ୟମ ସ୍କୁଲର ଶୁଭାରମ୍ଭ ।

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡ ସିମାନ୍ତବର୍ତୀ ଅଞ୍ଚଳ ଝାରବନ୍ଧ ବ୍ଳକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏଠାକାର ପିଲାଙ୍କ ଶିକ୍ଷା କ୍ଷେତ୍ରରେ ଉନ୍ନତି ତଥା ଗରିବ ଶ୍ରେଣୀର ଲୋକଙ୍କ ପିଲାମାନେ କମ ଖର୍ଚ୍ଚରେ ବେସରକାରୀ ସ୍କୁଲର ପାଠ ପଢି ପାରିବେ ସେଥିପାଇଁ ଠାକୁର ବାଳ୍ମିକି…

ଏବିସିଡ଼ି ଆନୁକୂଲ୍ୟରେ ନୂଆଁଖାଇ ଭେଟଘାଟ

ପଦ୍ମପୁର(ଶାସକପ୍ରଶାସକ)-ନୂଆଁଖାଇ ପଶ୍ଚିମ ଓଡ଼ିଶାର ଗଣପର୍ବ । ଗାଁ ରୁ ସହର ସମସ୍ତ ଜାଗାରେ ପୂଜାପାଠ କରି ନୂଆଁଖାଇ ପାଳନ କରାଯାଇଛି । ନୂଆଁଖାଇ ପରେ ନୂଆଁଖାଇ ଭେଟଘାଟ କରିଥାନ୍ତି ହେଲ ବିଗତ ଦୁଇ ବର୍ଷ ହେବ କରୋନା କଟକଣା ଯୋଗୁଁ ସମସ୍ତ ପ୍ରକାର ଯାନି ଯାତ୍ରା ହେଉ ଅବା ମନୋରଞ୍ଜନ…

ମହେନ୍ଦ୍ରଗିରି ଓ ଚନ୍ଦ୍ରଗିରି ଓଡ଼ିଶା ପର୍ଯ୍ୟଟନ ସର୍କିଟ ସହ ସଂଯୋଜିତ ହେବ: ମୁଖ୍ୟ ଶାସନ ସଚିବ

ଛେଳିଗଡ଼ ଜଳସେଚନ ପ୍ରକଳ୍ପର କ୍ଷେତ୍ରସ୍ତରୀୟ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ପାରଳାଖେମୁଣ୍ଡି (ବାଳକୃଷ୍ଣ ପାଣିଗ୍ରାହୀ) : ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଗଜପତି ଜିଲ୍ଲା ଗସ୍ତକରି ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଏବଂଜିଲ୍ଲାରେ ରହିଥିବା ପର୍ଯ୍ୟଟନ ସମ୍ଭାବନାର…

ଓଡ଼ଗାଁ ବ୍ଳକର ବିଭିନ୍ନ ପଂଚାୟତରେ ବୁଲି ବୁଲି ଗ୍ରାମବାସୀଙ୍କ ଅଭିଯୋଗ ଶୁଣିଲେ ମନ୍ତ୍ରୀ ଅରୁଣ

ତାଲିକାରୁ ବାଦ ପଡିଥିବା ହିତାଧିକାରୀ ମନ୍ତ୍ରୀଙ୍କ ନିକଟରେ ଫେରାଦ ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ନୟାଗଡ଼ ବିଧାୟକ ତଥାମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଆଜି ଓଡ଼ଗାଁ ବ୍ଳକର ରବିଗାଡିଆ, ଗିରିଡିପଲ୍ଲୀ, ଏବଂ କୁରାଳ ପଂଚାୟତର ବିଭିନ୍ନ ଗ୍ରାମକୁ ଯାଇ ଗ୍ରାମବାସୀଙ୍କ ଠାରୁ ଅଭିଯୋଗ ଶୁଣିଥିଲେ ।…

ରାଧାମୋହନଙ୍କ ସ୍ମୃତିରେ ଜୈବ ବିବଧ ଆମ୍ବ ଉଦ୍ୟାନ ପାଇଁ ଚାରା ରୋପଣର ଶୁଭାରମ୍ଭ

ଓଡ଼ଗାଁ /ଶ୍ରୀକାନ୍ତ ମିଶ୍ର : ପଦ୍ମଶ୍ରୀ ପ୍ରଫେସର ସ୍ୱର୍ଗତ ରାଧାମୋହନଙ୍କୁ ଅନ୍ୟନ୍ୟ ଶ୍ରଦ୍ଧାଞ୍ଜଳି ସ୍ୱରୁପ ଆଜି ତାଙ୍କର ସ୍ମୃତି ଉଦେଶ୍ୟରେ ଜୈବ ବିବଧତା ଆମ୍ବ ଉଦ୍ୟାନ ପାଇଁ ଚାରା ରୋପଣ ଶୁଭାରମ୍ଭ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଓଡ଼ଗାଁ କଲେଜର ଦକ୍ଷୀଣ ପାର୍ଶ୍ୱ ତଥା ଓଡ଼ଗାଁ ନୟାଗଡ଼…

୧୧ଟି ଖଣିର ନିଲାମ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ

ଚମ୍ପୁଆ/ବଡ଼ବିଲ (ଶାସକ ପ୍ରଶାସକ)-ରାଜ୍ୟରେ ଆଉ ୧୧ ଖଣିର ନିଲାମ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବରୁ ରାଜ୍ୟର ୨୪ଟି ଖଣି ନିଲାମ ହୋଇଥିଲା। ସେଥିରୁ ୧୯ଟି ଖଣି ଲିଜଧାରୀମାନଙ୍କୁ ହସ୍ତାନ୍ତର କରାଯାଇଥିଲା। ଏବେ ରାଜ୍ୟ ସରକାର ଆଉ ୧୧ ଖଣିର ନିଲାମ ପ୍ରକ୍ରିୟା ଆରମ୍ଭ କରିଛନ୍ତି।…

ମା’ ସମଲେଶ୍ୱରୀ ପୀଠରେ ଲାଇଟ୍ ଆଣ୍ଡ ସାଉଣ୍ଡକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

‘ନୂଆଁଖାଇ ଭେଟଘାଟ’ରେ କଳା ଓ ସଂସ୍କୃତିର ଝଲକ ଦେଖାଇଲେ କଳାକାର ସମ୍ବଲପୁର(ଶାସକ ପ୍ରଶାସକ) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ମା’ ସମଲେଶ୍ୱରୀ ମନ୍ଦିରରେ ଲାଇଟ୍ ଆଣ୍ଡ ସାଉଣ୍ଡ୍ ଶୋ’କୁ ଉଦଘାଟନ କରିଛନ୍ତି। ଏହି ଅବସରରେ ମାନ୍ୟବର…