ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମ୍ବର୍ଦ୍ଧନା ପର୍ବ

https://youtu.be/id35d8gOeW0 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ପାରଳା ମାଟିର ଯୋଗ୍ୟତମ ସନ୍ତାନ ସଂଗୀତ ନିର୍ଦ୍ଦେଶକ ଗୁରୁ ଶ୍ରୀ ରଘୁନାଥ ପାତ୍ରଙ୍କୁ ୨୦୨୦ ବର୍ଷ ପାଇଁ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଦ୍ବାରା ପୁରସ୍କାରରେ ସମ୍ମାନୀତ କରାଯାଇଛି। ସଂଗୀତ ପ୍ରାଣ ଓ ମନକୁ ଆନନ୍ଦ…

ଘୋରାବୁରହାନୀ ସାଗାସାହି ଲୁହାପଥର ଖଣିରେ ଏଏମ୍/ଏନ୍ଏସ୍ ଇଣ୍ଡିଆର କାର୍ଯ୍ୟ ଆରମ୍ଭ

  ଭୁବନେଶ୍ୱର: ଓଡିଶାର ସୁନ୍ଦରଗଡ ଜିଲ୍ଲାର ଘୋରାବୁରହାନି ସାଗାସାହି ଲୁହାପଥର ଖଣିରେ କାର୍ଯ୍ୟ ଆରମ୍ଭ ବିଷୟ ଘୋଷଣା କରିଛି ଆର୍ସେଲର ମିତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ(ଏଏମ୍/ଏନ୍ଏସ୍ ଇଣ୍ଡିଆ) ।ସୁନ୍ଦରଗଡର କୋଇରା ତହସିଲ ଅନ୍ତର୍ଗତ ୧୩୯.୧୬୫ହେକ୍ଟର ପରିମିତ ଅଂଚଳରେ ବ୍ୟାପ୍ତ ଏହି ଖଣି…

ମୋବାଇଲ ଧରି ଅନ୍ୟମନସ୍କତାରୁ ଦୁର୍ଘଟଣା

୨ ମହଲା ଛାତରୁ ଖସି ପଡ଼ି ଆୟୁଷ ଡାକ୍ତର ଗୁରୁତର ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ଅନ୍ୟମନସ୍କତା କାରଣରୁ ନିଜଘର ଛାତରୁ ଖସି ପଡ଼ି ଜଣେ ଆୟୁଷ ଡାକ୍ତର ଗୁରୁତର ହୋଇପଡିରୁ ତାଙ୍କୁ ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଭୁବନେଶ୍ୱର ସମ…

ନୂଆଁଖାଇ ପାଇଁ ନୃସିଂହନାଥ ମନ୍ଦିରରେ ପ୍ରସ୍ତୁତି ବୈଠକ

ବରଗଡ :- ଆସନ୍ତା ଏଗାର ତାରିଖ ଦିନ ପଶ୍ଚିମ ଓଡ଼ିଶାର ମହାନ ପର୍ବ ନୂଆଁଖାଇ । ଏହି ଅବସରରେ ଚଳଚଞ୍ଚଳ ହୋଇପଡେ ପୁରା ପଶ୍ଚିମ ଓଡିଶା । ଏହି ମହାନ ପର୍ବକୁ ନିଜର ପରିବାର ଓ ବନ୍ଧୁ ମାନଙ୍କର ସହିତ ପାଳନ କରିବା ପାଇଁ ଯିଏ ଯେଉଁଠି ଥାନ୍ତୁ ନା କାହିଁକି , ଘରକୁ ପହଞ୍ଚି ଯାଇଥାନ୍ତି । ନୂଆଁଖାଇ…

ସୋଲାଟିଅମ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ

ବରଗଡ଼: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଲାଦେରପାଲି ଗ୍ରାମର ଜୟପ୍ରକାଶ ଶର୍ମାଙ୍କୁ ବରଗଡ଼ ଜିଲ୍ଲା ସଡକ ସୁରକ୍ଷା କମିଟି ସଭାରେ ବରଗଡ଼ ଜିଲ୍ଲାପାଳ ଶ୍ରୀମତୀ ମନୀଷା ବାନାର୍ଜୀଙ୍କ ଉପସ୍ଥିତିରେ ବରଗଡ଼ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀଯୁକ୍ତ ମାନସ କୁମାର ସାହୁ ଏବଂ ଜିଲ୍ଲା ମୁଖ୍ୟ…

ଓଡିଶା ବିଜେପି ଚାଷୀ ବିରୋଧୀ: ବିଜେଡି

ଭୁବନେଶ୍ୱର: ଓଡିଶା ବିଜେପି ବିଧାୟକଙ୍କ ଆଜିର ସାମ୍ବାଦିକ ସମ୍ମିଳନୀ ପୁଣିଥରେ ଓଡିଶାବାସୀଙ୍କ ଆଗରେ ତାଙ୍କର ଚାଷୀ ବିରୋଧୀ ମନୋଭାବକୁ ପଦାରେ ପକାଇ ଦେଇଛି ବୋଲି କହିଛନ୍ତି ବିଜେଡି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ।ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଶ୍ରୀମତୀ ଛୁରିଆ କହିଛନ୍ତି…

ପାଣିରେ ପଶିଲେ, ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲାପାଳ

ତୁରନ୍ତ ସମସ୍ୟା ସମାଧାନ ପାଇଁ ନିଆଯିବ ପଦକ୍ଷେପ : ଜିଲ୍ଲାପାଳ ଭଦ୍ରକ,(ସତ୍ୟଭୂଷଣ ସ୍ବାମୀ) : ଭଦ୍ରକ ସହରରେ ଅନେକ ସମସ୍ୟା ମୁଣ୍ଡ ଟେକିଥିବା ଏହାକୁ ସମାଧାନ କରିବାରେ ପ୍ରଶାସନ ର ଅବହେଳା ପୂର୍ବରୁ ପରିଲକ୍ଷିତ ହେଉଥିଲା, କିନ୍ତୁ ଏବେ ଜିଲ୍ଲାପାଳ ବଦଳି ଯାଇଛନ୍ତି । ଏବେକାର ନୂତନ…

ଏନ୍ଆଇଆରଏଫ ରାଙ୍କିଙ୍ଗ୍: ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାର ୨୧ତମ ସ୍ଥାନରେ କିଟ୍‍

ଭୁବନେଶ୍ୱର, ୯ ।୯: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମୱାର୍କ (ଏନ୍ଆଇଆରଏଫ) ଗୁରୁବାର ପ୍ରକାଶ ପାଇଛି। ଏଥିରେ ଭାରତର ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟକୁ ନେଇ ତାଲିକା ପ୍ରସ୍ତୁତ ହୋଇଥିବା ବେଳେ ବିଶ୍ୱବିଦ୍ୟାଳୟ ତାଲିକାର…

ଏନ୍ଆଇଆରଏଫ ରାଙ୍କିଙ୍ଗ୍ : ଓଡ଼ିଶାରେ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମାନ୍ୟତା ବଜାୟ ରଖିଲା ସୋଆ

ଭୁବନେଶ୍ୱର,: ଦେଶର ଶ୍ରେଷ୍ଠ ୨୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନୀତ ହୋଇ ବଜାୟ ରଖି ଓଡ଼ିଶାର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ନିଜ ସ୍ଥାନ ବଜାୟ ରଖିଛି ଶିକ୍ଷା ଓ ଅନୁସନ୍ଧାନ । ଗୁରୁବାର ବିଭିନ୍ନ ବର୍ଗର ଶିକ୍ଷାନୁଷ୍ଠାନକୁ ନେଇ ନ୍ୟାସନାଲ୍ ଇନଷ୍ଟିଟ୍ୟୁସନାଲ୍ ର୍ୟାଙ୍କିଙ୍ଗ୍…

ବଙ୍ଗୋପ ସାଗରରେ ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୦୯/୦୯: ଥାଇଲାଣ୍ଡ ନିକଟରେ ସୃ୍ଷ୍ଟି ହୋଇଥିବା ଏକ ସାଇକ୍ଲୋଜିକ୍ ସର୍କୁଲେସନ୍ ପଶ୍ଚିମ ମୁହାଁ ହୋଇଥିବା ବେଳେ ଏହାର ପ୍ରଭାବରେ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏକ ଲଘୁଚାପ ଘନୀଭୂତ ହେବା ସମ୍ଭାବନା ରହିଛି । ଏଥିପାଇଁ ଶନିବାର ସୁଦ୍ଧା ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ଥିବା…