Sign in
Sign in
Recover your password.
A password will be e-mailed to you.
ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ
ଭାରତ ଏକ କୃଷିପ୍ରଧାନ ଦେଶ । କୃଷିକୁ ଆଧାର କରି ଭାରତ ବର୍ଷରେ ଏକ ସମୃଦ୍ଧ ସଭ୍ୟତା ଗଢ଼ିଉଠିଛି । କେଉଁ ଆବହମାନ କାଳରୁ ଭାରତବର୍ଷରେ ପାଳିତ ହେଉଥିବା ପର୍ବପର୍ବାଣୀ ମଧ୍ୟରେ ନୂଆଁ ଅନ୍ନ ପୂଜା ମହାନ ପର୍ବ ଭାବରେ ଏକ ସ୍ୱତନ୍ତ୍ର ସ୍ଥାନ ଅଳଙ୍କୃତ କରି ଆସିଛି । ଭାରତ ବର୍ଷରେ ବିଭିନ୍ନ…
ଜିକ୍ସଡୋ ଡଟ କମ ଓଡ଼ିଶାରେ ପ୍ରଥମ ଷ୍ଟୋର
ଭୁବନେଶ୍ଵର /ଚକ୍ରଧର ମାଝୀ: ଭୁବନେଶ୍ୱର ସ୍ଥିତ ନିକୋ ପାର୍କ ରୋଡ ପ୍ଲଟ ନମ୍ବର ୪୯୯ ଠାରେ ସମାଜସେବୀ ସେବତୀ ସ୍ୱାଇଁଙ୍କ କରକମଳରେ ଉଦଘାଟନ ହୋଇଯାଇଛି I ଜିକ୍ସଡୋ ଡଟ କମର ମୁଖ୍ୟ ଲକ୍ଷ ଗୁଣବତ୍ତା ମୂଲ୍ୟ ଗଠନ କରେ ଏବଂ ଏହା ମୁଖ୍ୟ ଚାଳକ ଶକ୍ତି | ଗୁଣବତ୍ତା ଅତ୍ୟାଧୁନିକ ଉପକରଣ ଏବଂ…
ଏଲଏଚବି ରେକ୍ ସହ ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ କଳ୍ପନାରେ ଓଡିଶାର ରେଳ ଭିତିଭୂମିକୁ ସର୍ବାଧିକ ପ୍ରାଧାନ୍ୟ - ଧର୍ମେନ୍ଦ୍ର
ରେଳବାଇରେ ସଂସ୍କାର ଆଣିବା ଆବଶ୍ୟକତା ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ଦେଉଛନ୍ତି ଗୁରୁତ୍ୱ : ବୈଷ୍ଣବ
ନୂଆଦିଲ୍ଲୀ/ଭୁବନେଶ୍ୱର – ପବିତ୍ର ଗଣେଶ ପୂଜା ଅବସରରେ ନୂଆଦିଲ୍ଲୀରୁ ଭିଡ଼ିଓ…
ଗାଲେରି-ବଦାଙ୍ଗି ରୋଡର ସମ୍ପ୍ରସାରଣ ଏବଂ ମଜବୁତିକରଣ ପାଇଁ ୧୨.୫୬ କୋଟି ମଂଜୁର
ଭୁବନେଶ୍ୱର : ରାଜ୍ୟ ଯୋଜନା ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାର ଗାଲେରି-ବଦାଙ୍ଗି ରୋଡ (ODR)ର ସମ୍ପ୍ରସାରଣ ଏବଂ ମଜବୁତିକରଣ ପାଇଁ ୧୨.୫୬ କୋଟି ଟଙ୍କାର ବ୍ୟୟ ବରାଦକୁ ପ୍ରଶାସନିକ ଅନୁମୋଦନ ପ୍ରଦାନ କରାଯାଇଛି । ୯ କିଲୋମିଟର ଲମ୍ୱା ଏହି ରାସ୍ତାକୁ 11 ମାସର ନିର୍ଦ୍ଧାରିତ ସମୟ ଅବଧିରେ ଶେଷ…
ପୁରୀରେ ଅଗ୍ରପୂଜ୍ୟ ଗଜାନନଙ୍କ ନିଆରା କଳାକୃତି
ପୁରୀ/ଅନିମେଷ ପଟ୍ଟନାୟକ: ନିଆରା କଳାକୃତିରେ ଅଗ୍ରପୂଜ୍ୟଙ୍କୁ ସ୍ୱାଗତ କଲେ ଦୁଇ ଚିତ୍ରଶିଳ୍ପୀ ।ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବେଳାଭୂମିରେ ଏକ ଗଣେଶଙ୍କ ବାଲୁକା କଳା କରିଛନ୍ତି । ଏହି ବାଲୁକା କଳାରେ ସେ ପାଖାପାଖି ୭ ହଜାରରୁ ଉର୍ଧ୍ଵ ଶାମୁକା ବ୍ୟବହାର କରିଛନ୍ତି, ଯାହା…
ଭଟଲି ମହାବିଦ୍ୟାଳୟ ର ନୂତନ ପ୍ରଶାସନିକ କୋଠାର ଶୁଭ ଉଦ୍ଘାଟନ
ବରଗଡ :- ଆଜି ପବିତ୍ର ଶ୍ରୀ ଗଣେଶ ପୂଜା ଅବସରରେ ଭଟଲି ଦଧିବାମନ ମହାବିଦ୍ୟାଳୟର ନବନିର୍ମିତ ପ୍ରଶାସନିକ କୋଠାକୁ ରାଜ୍ୟ ସରକାରଙ୍କ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଶ୍ରୀ ସୁଶାନ୍ତ ସିଂ ବିଧିବଦ୍ଧ ଭାବରେ ପୂଜାଅର୍ଚନା କରି ଉଦ୍ଘାଟନ କରିଥିଲେ । ଏହା ସହିତ କଲେଜ ପରିସରରେ ନିର୍ମାଣାଧୀନ…
ମୂର୍ତ୍ତି ଉଚ୍ଚତା ବୃଦ୍ଧି ଦାବି ଅଗ୍ରାହ୍ୟ : କୋହଳ ହେବନି କଟକଣା
ଭୁବନେଶ୍ୱର : ସମ୍ପ୍ରତି କୋଭିଡି ସଂକ୍ରମଣ ବୃଦ୍ଧି ଆଶଙ୍କାକୁ ପ୍ରତିହତ କରିବା ପାଇଁ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ପାର୍ବଣ ଋତୁରେ ମଣ୍ଡପ / ପାଣ୍ଡାଲରେ ପୂଜା ସମ୍ପର୍କରେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀରେ କୌଣସି ପରିବର୍ତ୍ତନ ହେବ ନାହିଁ |…
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ପାଳିଲେ ବିଘ୍ନରାଜ ଗଣେଶ ପୂଜା
ପଦ୍ମପୁର:-ଆଜି ପବିତ୍ର ବିଘ୍ନରାଜ ଗଣେଶ ଙ୍କ ପୂଜାର୍ଚ୍ଚନା ସମଗ୍ର ବରଗଡ ଜିଲ୍ଲା ରେ ପାଳନ କରିଥିବାବେଳେ ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ର ଟେମେରୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସୋଢ଼ା ଗ୍ରାମର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଫ୍ରେଜରପୁର ରେ ଅଧ୍ୟୟନ ରତ ଛାତ୍ର ଛାତ୍ରୀ ମାନେ ବହୁ ଆନନ୍ଦ ଉଲ୍ଲାସ…
ବ୍ରିଟିଶ ସମୟର ଭାଙ୍ଗିଲା ଝୁଲେନ ପୋଲ, ଖର୍ଲା ନଦୀକୁ ଖସି ପଡ଼ିଲା ହାଇୱା ଟ୍ରକ
କୁଚିଣ୍ଡା- ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥ ଦେବଗଡ଼ - କୁଚିଣ୍ଡା ସହରକୁ ସଂଯୋଗ କରୁଥିବା ବ୍ରିଟିଶ ସମୟର ଝୁଲେନ ପୋଲ ଭାଙ୍ଗି ଯାଇଛି l ଏକ ହାଇୱା ଟ୍ରକ ଖର୍ଲା ନଦୀ ଭିତରକୁ ଖସି ପଡ଼ିଛି l ଶହେ ବର୍ଷରୁ ଅଧିକ ପୁରୁଣା କୁହାଯାଉଥିବା ଏହି…
ବିଶ୍ୱ ଫିଜିଓଥେରାପି ଦିବସ ପାଳିତ
https://youtu.be/UOE5BcL5Khw
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସମ୍ମିଳନୀ କକ୍ଷଠାରେ ଲାଇଫ ଷ୍ଟାଇଲ ଫିଜିଓଥେରାପି କ୍ଲିନିକ ଓ ଥଇଥାନ କେନ୍ଦ୍ର ଆନୁକୂଲ୍ୟରେ ବିଶ୍ୱ ଭୌତିକ ତଥା ଫିଜିଓଥେରାପି ଦିବସ ପାଳିତ ହୋଇଯାଇଛି ।…