Sign in
Sign in
Recover your password.
A password will be e-mailed to you.
ନୟାଗଡ଼ରେ ବନ୍ଦ ଥିବା ଚିନିକଳର ପୁନରୁଦ୍ଧାର ଦାବି କଲେ ଚେଲ୍ଲାକୁମାର
ନୟାଗଡ଼(ଶାସକ ପ୍ରଶାସକ) ; ନୟାଗଡ ଜିଲ୍ଲା କଂଗ୍ରେସ କମିଟିର ଦ୍ଵିତୀୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ୧୮ ଡିସେମ୍ବର ୨୦୨୧ ଶନିବାର ଦିବା ୧୧ ଘଟିକା ସମୟରେ ନୟାଗଡ ବିଜୁ ପଟ୍ଟନାୟକ କଲ୍ୟାଣମଣ୍ଡପ ଠାରେ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
ଅସ୍ତରଙ୍ଗ ବ୍ଲକ ବିଜେଡି ଜୋନ ସ୍ତରୀୟ କୋର କମିଟି ବୈଠକ
ଅସ୍ତରଙ୍ଗ(ଦୁଃଶାସନ ନାୟକ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଅସ୍ତରଙ୍ଗ ବ୍ଲକରେ ଜୋନ ସ୍ତରୀୟ କୋର କମିଟି ବୈଠକ ଦୁଇ ପର୍ଯ୍ୟାରେ ଜୋନନଂ ୧ ର ପ୍ରଥମ ବୈଠକ ଖଟୁଆ ଗାଦି ମଠ ପରିସରରେ ଅନୁଷ୍ଠିତ ହୋଇଥିଲା।ଦ୍ୱିତୀୟ ପର୍ଯ୍ୟାୟରେ ବୈଠକ ପୀରଜାହାନିଆ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ…
ନିଖୋଜ ଯୁବକଙ୍କ ମୃତ ଦେହ ଉଦ୍ଧାର : ହତ୍ୟା ସନ୍ଦେହ
ଅସ୍ତରଙ୍ଗ(ଦୁଃଶାସନ ନାୟକ) : ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଦ୍ୱୀପାଞ୍ଚଳ ତାଳଦା ଠାରେ ଯୁବକର ମୃତ ଦେହକୁ ପୋଲିସ ଉଦ୍ଧାର କରିବା ପରେ ପରିବାର ପକ୍ଷରୁ ହତ୍ୟା ସନ୍ଦେହ କରାଯାଉଥିବା ଥାନାରେ ଅଭିଯୋଗ ହୋଇଛି।ଖବର ନେବାରେ ଜଣାପଡିଛି ଯେ ଏଡେବାଂଶ ଗ୍ରାମର ବିଜୟ ପରିଡା (୩୫) ଗତ ମଙ୍ଗଳବାର…
ପ୍ରଧାନମନ୍ତ୍ରୀ ସଡ଼କ : ରାସ୍ତା ନା ମରଣ ଯନ୍ତା
କଲ୍ୟାଣସିଂହପୁର: ପ୍ରଦୀପ ଦଳାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକରେ କରାଯାଇଥିବା ରାସ୍ତା ଟି ମରଣ ଯନ୍ତା ପାଲଟିଛି । ଗାଁ କୁ ସମ୍ମାନ ମାଆ କୁସମ୍ମାନ ସରକାର ପ୍ରତ୍ୟେକ ପଞ୍ଚାୟତର ଗାଁ କୁ ଗାଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା ସଂଯୋଗ କରିବା ପାଇଁ କୋଟି କୋଟି ଟଙ୍କା…
ତିଳକଣା, ନେମାଳ ଓ ପାଳଦା ପଂଚାୟତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଂଟନ ।
ନିଶ୍ଚିନ୍ତକୋଇଲି ରୁ ଦେବେନ୍ଦ୍ର ଷଢଙ୍ଗୀ:: ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କଟକ ସଦର ନିର୍ବାଚନ ମଣ୍ଡଳୀ ତିଳକଣା,ନେମାଳ ଓ ପାଳଦା ଗ୍ରାମପଂଚାୟତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କଟକ ସଦର…
ବାବୁଜଙ୍ଗ ପଂଚାୟତରେ ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଂଟନ କଲେ ବିଧାୟକ…
ନିଶ୍ଚିନ୍ତକୋଇଲି ରୁ ଦେବେନ୍ଦ୍ର ଷଢଙ୍ଗୀ: ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କଟକ ସଦର ନିର୍ବାଚନ ମଣ୍ଡଳୀ ବାବୁଜଙ୍ଗ ଗ୍ରାମପଂଚାୟତରେ ପୂର୍ବତନ ସରପଞ୍ଚ ତଥା ସାଂସଦ ଙ୍କ ପ୍ରତିନିଧି ସ୍ଵାଧିନ ଭୂୟାଁ ଙ୍କ ସଂଯୋଜନା ରେ ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ…
ଦଖଲରୁ ମୁକ୍ତ ହେଲା ଆତ୍ମା
ବରଗଡ :- ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକରେ କୃଷି ବିଭାଗ ତରଫରୁ ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ପରିସରରେ କୃଷି ବୈଷୟିକ ତାଳିମ ପାଇଁ ଆତ୍ମା ଭବନ ତିଆରି ହୋଇଥିଲା । ଝାରବନ୍ଧ ଅଞ୍ଚଳର ଗୋପାଳ ବେହେରା ନାମକ ଜନୈକ ବ୍ୟକ୍ତି ନିଜର ମାଳିକାନା ଥିବା ଜମିରେ ବିଲ୍ଡିଂ ତିଆରି କରାଯାଇଛି ବୋଲି ଉକ୍ତ…
ରଘୁନାଥପାଲୀ ପ୍ରାକ୍ତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ବସ୍ତି ସମସ୍ୟା ନେଇ ସହର ପ୍ରଶାସକଙ୍କ ସହ ଆଲୋଚନା…
ରାଉରକେଲା (ବସନ୍ତ କୁମାର ଜେନା) :ରାଉରକେଲା ସ୍ଥିତ ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀର ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ଯୁବ ବର୍ଗ ଙ୍କୁ ନେଇ ଆସ ବସ୍ତିକୁ ଯିବା କାର୍ଯ୍ୟକ୍ରମରେ ବିଭିନ୍ନ ବସ୍ତି ଅଞ୍ଚଳ ବୁଲୁଛନ୍ତି । ଏହି ସମୟରେ ବସ୍ତି ବାସିନ୍ଦାଙ୍କ ବିଭିନ୍ନ ସମସ୍ୟା…
କାଶୀନଗର ବ୍ଲକରେ ବିଜେଡିର ମିଶ୍ରଣ ପର୍ବ କାର୍ଯ୍ୟକ୍ରମ
ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ ଓ କାର୍ଯ୍ୟକାରିତାରେ ନବୀନ ସରକାର ଅଦ୍ଵିତୀୟ : ଅତନୁ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଗୋରୀବନ୍ଧା ପଞ୍ଚାୟତର ଖୁରିଗାଁ ଗ୍ରାମରେ ବିଜେଡି ପକ୍ଷରୁ ଏକ ମିଶ୍ରଣ-ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…
ଗୁଣୁପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଜେଜେମା ଜେଜେବାପା ସମ୍ମିଳନୀ
ଉତ୍ତମ ଚରିତ୍ର ସହ ଉତ୍ତମ ରାଷ୍ଟ୍ର ଗଠନ ରେ ମୁଖ୍ୟ ସ୍ରୋତ ରେ ସାମିଲ ହେବାକୁ ପରାମର୍ଶ ହେଲେ ପଦ୍ମଶ୍ରୀ ଶାନ୍ତି ଦେବି
ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ଗୁଣୁପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଆଜି ସବୁ ବର୍ଷ ପରି ଜେଜେମା ଜେଜେବାପା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ଏହି ଅବସର ରେ…