Sign in
Sign in
Recover your password.
A password will be e-mailed to you.
ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଅଧକ୍ଷା ଆସନକୁ ହାତେଇଲା ବିଜେଡି
୩୭ ଖଣ୍ଡ ଭୋଟ ପାଇଁ ରୋଜି ସେଠୀ ହେଲେ ବିଜୟୀ
ନିଶ୍ଚିନ୍ତକୋଇଲି( ଦେବେନ୍ଦ୍ର ଷଡ଼ଙ୍ଗୀ): ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ବିଜେଡି ହାତେଇଲା ପରେ ବିଜୁ ଜନତା ଦଳ ନେତାଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଆନନ୍ଦର ଲହରୀ । ଆଜି ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟାଳୟ ପରିସରରେ…
ଅସ୍ତରଙ୍ଗ : କଂଗ୍ରେସ ମେଣ୍ଟର ବିପୁଳ ବିଜୟ
ଆରତୀ ନାଏକ ହେଲେ ବ୍ଲକ ଅଧ୍ୟକ୍ଷା
ଅସ୍ତରଙ୍ଗ(ଦୁଃଶାସନ ନାୟକ) : ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକ ର ଅଧ୍ୟକ୍ଷ ନିର୍ବାଚନରେ କଂଗ୍ରେସ ସମର୍ଥୀତ ମେଣ୍ଟକୁ ବିପୁଳ ବିଜୟ ମିଳିଛି । ଯାହା ଫଳରେ କି, ଶାସକ ଦଳ ଅଧୀନରେ ଦୀର୍ଘ ଦିନ ଧରି ଥିବା ଅସ୍ତରଙ୍ଗ ପଞ୍ଚାୟତ ସମିତି ବିରୋଧୀ କଂଗ୍ରେସ ମେଣ୍ଟ…
ଲୋକ ଓ ପୋଲିସ କର୍ମୀଙ୍କ ଉପରେ ଚିଲିକା ବିଧାୟକ ଗାଡ଼ି ଚଢ଼ାଇବା ଘଟଣାକୁ ନିନ୍ଦା କଲେ କେନ୍ଦ୍ରମନ୍ତ୍ରୀ
ବାଣପୁର ଘଟଣା ଅତ୍ୟନ୍ତ ଦୁଃଖଦ ଓ ହୃଦୟ ବିଦାରକ-ଧର୍ମେନ୍ଦ୍ର
ଭୁବନେଶ୍ୱର - ଖୋର୍ଦ୍ଧା ଜିଲ୍ଲା ବାଣପୁର ଠାରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ନିର୍ବାଚିତ ପ୍ରତିନିଧି ପ୍ରଶାନ୍ତ ଜଗଦ୍ଦେବ ନୀରିହ ଜନତା ଓ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରୋଶମୂଳକ ଭାବେ…
ବାସୁଦେବପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ହାତେଇଲା ବିଜେଡ଼ି।
ନଗେନ୍ଦ୍ର ବିଶ୍ଵାଳ ହେଲେ ପଞ୍ଚାୟତ ସମିତି ଅଧ୍ୟକ୍ଷ।
ବାସୁଦେବପୁର/ ପ୍ରତାପ ପାଢ଼ୀ - ଆଜି ବାସୁଦେବପୁର ପଞ୍ଚାୟତ ସମିତି ପରିସର ରେ ନିର୍ବାଚନ କମିଶନ ଙ୍କ ନିଷ୍ପତି ଅନୁଯାୟୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି। ବାସୁଦେବପୁର ପଞ୍ଚାୟତ ସମିତି ର ମୋଟ ୩୬…
ଭଞ୍ଜନଗର ବ୍ଲକର ନୂତନ ଅଧ୍ୟକ୍ଷ ହେଲେ ନରୀସଭା
ଭଞ୍ଜନଗର / ନିଲୁ ବିଷୋୟୀ: . ଭଞ୍ଜନଗର ବ୍ଲକ ଅଧ୍ୟକ୍ଷ ପଦବୀ ନିମନ୍ତେ ବିଭିନ୍ନ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଶନିବାର ହୋଇଥିବା ନିର୍ବାଚନରେ ବିଜେଡ଼ି ସମର୍ଥିତ ସମିତି ସଭ୍ୟ ନରୀସଭା ନାୟକ ବିଜୟ ଲାଭ କରିଛନ୍ତି।ଏହି ଆସନଟି ଅନୁସୂଚିତ ଜାତି ବର୍ଗର ଲୋକଙ୍କ ନିମନ୍ତେ ସଂରକ୍ଷିତ ଥିବା…
ବିଜେଡି ପ୍ରାର୍ଥୀଙ୍କ ଉପରେ ବିଜେପିର ନୃଶଂସ ଆକ୍ରମଣ ନିନ୍ଦନୀୟ: ବିଜେଡି
ଭୁବନେଶ୍ୱର: ଭୁବନେଶ୍ୱରରେ ବିଜେଡି ପ୍ରାର୍ଥୀଙ୍କ ଉପରେ ବିଜେପି ନେତା ଓ କର୍ମୀଙ୍କ ଦ୍ୱାରା ହୋଇଥିବା ନୃଶଂସ ଆକ୍ରମଣକୁ ବିଜେଡି ଦୃଢ ଭାବେ ନିନ୍ଦା କରୁଥିବା କହିଛନ୍ତି ବିଜେଡି ମୁଖପାତ୍ର ସୁଶ୍ରୀ ଇପ୍ସିତା ସାହୁ । ଆଜି ଏଠାରେ ଗଣମାଧ୍ୟମକୁ ସୁଶ୍ରୀ ସାହୁ କହିଛନ୍ତି ଯେ ଗଣତନ୍ତ୍ରରେ…
ବିଜେଡି ପୋଛି ନେଲା ୧୨ ରୁ ୧୨: ଦଶଟିରେ ନିର୍ଦ୍ବନ୍ଦ୍ବ
ବରଗଡ :- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ଥିଲା ବ୍ଲକ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ । ବରଗଡ଼ ଜିଲ୍ଲାରେ ସମସ୍ତ ୧୨ ଟି ବ୍ଲକ ରେ ପଂଚାୟତ ସମିତି ଅଧକ୍ଷ ନିର୍ବାଚନ ହୋଇଥିବା ବେଳେ ୧୦ ଟି ବ୍ଲକ ରେ ନିର୍ଦ୍ୱନ୍ଦରେ ବିଜୁ ଜନତା ଦଳର ଅଧ୍ୟକ୍ଷ ଅଧ୍ୟକ୍ଷା ପ୍ରାର୍ଥୀ ମାନେ ନିର୍ବାଚିତ…
ନିର୍ଦ୍ୱନ୍ଦରେ ସମିତି ଅଧ୍ୟକ୍ଷା ଭାବେ ନିର୍ବାଚିତ ହେଲେ ଅମ୍ରିତା କାଡ୍ରାକା।
କଲ୍ୟାଣସିଂହପୁର-ପ୍ରଦୀପ ଦଲାଇ/ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୱାର୍ଡ ସଦସ୍ୟ, ସରପଞ୍ଚ, ସମିତି ସଭ୍ୟ ଓ ଦୁଇଟି ଜିଲାପରିଷଦ ପ୍ରାର୍ଥୀ ନିର୍ବାଚିତ ହେବାପରେ ଗତକାଲି ନାଏବ ସରପଞ୍ଚ ନିର୍ବାଚନ କରାଯାଇଥିଲା ।ତାହା ଆଜି ସମିତି ଅଧ୍ୟକ୍ଷା ପଦବୀପାଇଁ ପ୍ରାର୍ଥୀ ଚୟନ କରି ନାମାଙ୍କନ ପତ୍ର…
କଲ୍ୟାଣସିଙ୍ଗପୁର ବ୍ଲକରେ ନାଏବ ସରପଞ୍ଚ ଙ୍କ ନିର୍ବାଚନ।
କଲ୍ୟାସିଂହପୁର/ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ରେ ନାଏବ ସରପଞ୍ଚ ଙ୍କ ନିର୍ବାଚନ ଆଜି ପ୍ରତ୍ୟେକ ପଞ୍ଚାୟତରେ କାର୍ଯ୍ୟନିର୍ବାହୀ ଅଧିକାରୀ ପିଇଓ ଙ୍କ ସମ୍ମୁଖ ନିର୍ବାଚନ ରେ ନାଏବ ସରପଞ୍ଚ ଙ୍କ ଵିଜୟ । ନୂତନ ନାଏବ ସରପଞ୍ଚ ଙ୍କୁ କାର୍ଯ୍ୟାଳୟର କର୍ମଚାରୀ ଯୋଗାଣ ସହାୟକ…
ଜଗଦେବଙ୍କ ବର୍ବର କାର୍ଯ୍ୟକୁ ଦୃଢ ଭାବେ ନିନ୍ଦା କଲା ବିଜେଡି
ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ: ସସ୍ମିତ
ଭୁବନେଶ୍ୱର: ବିଜୁ ଜନତା ଦଳ ପକ୍ଷରୁ ଆଜି ବାଣପୁରରେ ଚିଲିକା ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦେବ ଘଟାଇଥିବା ବର୍ବର କାର୍ଯ୍ୟକୁ ବିଜେଡି ଦୃଢ ଭାବେ ନିନ୍ଦା କରୁଥିବା କହିଛନ୍ତି ଦଳୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ।ଆଜି ଏଠାରେ ଡକ୍ଟର…