ଗ୍ରାମ ମୁଖିଆଙ୍କ ପତ୍ନୀ ବିୟୋଗ

-ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ଗ୍ରାମର ଗ୍ରାମ ମୁଖିଆ ପ୍ରତାପ ଚନ୍ଦ୍ର ପାତ୍ରଙ୍କ ଧର୍ମପତ୍ନୀ ବିଦୁଲତା ପାତ୍ରଙ୍କ ଗୁରୁବାର ଦିନ ସକାଳୁ ଅକାଳ ବିୟୋଗ ଘଟିଛି। କିଛି ମାସ ହେଲା ବିଦୁଲତା ପାତ୍ର ଅସୁସ୍ଥ ଥିଲେ ଏବଂ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା ହୋଇ…

“ମୁକ୍ତା” ଯୋଜନା ମାଧ୍ୟମରେ ପାରଳାଖେମୁଣ୍ଡି ପୌର ପରିଷଦର ରୂପାନ୍ତରିତ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ପୌରାଞ୍ଚଳର ଉନ୍ନତି ପାଇଁ ଭିଡିଓ କନଫେରନ୍ସ ଦ୍ୱାରା "ମୁକ୍ତା " ଯୋଜନା ମାଧମରେ ପୌରପରିଷଦ କାର୍ଯ୍ୟକ୍ରମରେ ସହରର ରୂପାନ୍ତରିକରଣ ନିମନ୍ତେ ଆବଶ୍ୟକ ଥିବା ବିଭିନ୍ନ ପ୍ରକଳ୍ପର ମଞ୍ଜୁରୀ ସକାଶେ ୫-ଟି…

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ “ବିଜୟ ଦିବସ” କାର୍ଯ୍ୟକ୍ରମ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ: ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମସ୍ଥିତ କମ୍ୟୁନିଟି ହଲ ଠାରେ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅନ୍ତର୍ଗତ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଯୁବଗୋଷ୍ଠୀ ,ଏକ୍ସ ମିଲିଟାରୀ ଓ ଗ୍ରାମବାସୀ ମାନଙ୍କୁ ନେଇ…

କିଟ୍‍ ଓ କିସରେ କଳାକୁମ୍ଭ ଉଦ୍‍ଯାପିତ

ଭୁବନେଶ୍ୱର: ରାଷ୍ଟ୍ରୀୟ ଆଧୁନିକ କଳା ସଂଗ୍ରହାଳୟ ପକ୍ଷରୁ କିଟ୍‍ ଓ କିସ୍‍ ସହଯୋଗରେ କିସ୍‍ ପରିସରରେ ଡିସେମ୍ବର ୧୨ ତାରିଖରୁ ଚାଲିଥିବା କଳାକୁମ୍ଭ ଶୁକ୍ରବାର ଉଦ୍‍ଯାପିତ ହୋଇଯାଇଛି । ନିକଟରେ କିଟ୍‍-କିସ୍‍ ଓ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଥିବା ରାଷ୍ଟ୍ରୀୟ ଆଧୁନିକ କଳା…

ଦୁବାଇରେ ଫସିଥିବା ଓଡିଆ ଯୁବକଙ୍କ ମରଶରୀର ଫେରାଇ ଆଣିବାକୁ ବୈଜୟନ୍ତଙ୍କ ଉଦ୍ୟମ

ଭୁବନେଶ୍ବର - ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡା ଦୂବାଇରେ ଫସିଥିବା ମୃତ ଓଡିଆ ଯୁବକ ନାରାୟଣ ରାଉତଙ୍କ ମରଶରୀର ଭାରତ ଫେରାଇ ଆଣିବାପାଇଁ ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ନିବେଦନ କରିଛନ୍ତି।ସୂଚନାଯୋଗ୍ୟ, କେନ୍ଦ୍ରାପଡା…

ଚିନ୍ତା ବଢାଇପାରେ ରିଫ୍ରାକ୍ଟିଭ୍ ତ୍ରୁଟି – ଆପଣଙ୍କର ଚକ୍ଷୁ ସୁରକ୍ଷା ପ୍ରତି ଯତ୍ନବାନ ରୁହନ୍ତୁ

ଦୃଷ୍ଟି ଶକ୍ତିର ଯତ୍ନ ନେବା ଦ୍ୱାରା ଆପଣଙ୍କର ଜୀବନରେ ଉନ୍ନତି ଆସିଥାଏ                                                    ଡା. ଦେବୀ ଐଶ୍ୱର୍ଯ୍ୟା ଦାସ, ସିନିୟର କନ୍ସଲଟାଂଟ-ଅପ୍ଥାଲମୋଲୋଜିଷ୍ଟ, ଡା.ଅଗ୍ରୱାଲ୍ସ ଆଇ ହସ୍ପିଟାଲ, କଟକ ମହାମାରୀ ହେତୁ ନିକଟରେ ଆମର ଜୀବନଶୈଳୀରେ…

ବୀରମିତ୍ରପୁରରେ ଦନ୍ତାହାତୀ

ରାଉରକେଲା (ବସନ୍ତ କୁମାର ଜେନା) ହାତୀବାରି ପଞ୍ଚାୟତ ପରେ ବୀରମିତ୍ରପୁରରେ ପଶିଛି ଦନ୍ତାହାତୀ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକମାନେ ଆତଙ୍କିତ ଅଛନ୍ତି । ହାତୀର ଗତିବିଧି ଉପରେ ନଜର ରଖିଛି ବନବିଭାଗ । ନୂଆଗାଁ ବ୍ଲକ ଅନ୍ତର୍ଗତ ହାତୀବାରି ଅଞ୍ଚଳରେ ଏହି ଦନ୍ତାହାତୀ ବୁଲୁଥିବାବେଳେ…

ବ୍ୟାଙ୍କ ଧର୍ମଘଟକୁ ସିଆଇଟିୟୁର ସମର୍ଥନ ଘୋଷଣା କଲା

ରାଉରକେଲା(ବସନ୍ତ କୁମାର ଜେନା): କେନ୍ଦ୍ର ମୋଦି ସରକାର ଦେଶର ଲାଭଦାୟକ ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକୁ କେତେକ ମୁଷ୍ଟିମେୟ ପୁଂଜିପତିଙ୍କ ସ୍ୱାର୍ଥରେ ଘରୋଇକରଣ କରିବା ପାଇଁ ଯେଉଁ ନିଷ୍ପତି ଗ୍ରହଣ କରିଛନ୍ତି ଏବଂ ରାଷ୍ଟ୍ରାୟତ ବ୍ୟାଙ୍କ ଓ କର୍ମଚାରୀଙ୍କ ବିରୋଧରେ ସରକାର ଯେଉଁ କଳାଆଇନ…

ଅସାବଧାନତା ଯୋଗୁଁ ଘରେ ନିଆଁଲାଗି, ଜଣେ ମହିଳା ଗୁରୁତର

ରାଉରକେଲା (ବସନ୍ତ କୁମାର ଜେନା): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅସାବଧାନତା ଯୋଗୁଁ ଜଣଙ୍କ ଘରେ ନିଆଁ ଲାଗିଥିବାବେଳେ ପରିବାରର ଜଣେ ଗୁରୁତର ଆହତ ହୋଇଛନ୍ତି । ସୂଚନାନୁଯାୟୀ, ରାଜଗାଙ୍ଗପୁର ପୌରପାଳିକା ଅଧିନସ୍ଥ ୱାର୍ଡ଼ ନଂ-୭ ଗୋଶାଳା…

ପୋଲିସଗିରୀ ଆଗରେ ଫିକା ପଡିଲା ମାନବାଧିକାର !!!!

ଗୁଳିରେ ଆହତ ଅଭିଯୁକ୍ତକୁ କୋର୍ଟ ଚାଲାଣ କଲା ପୋଲିସ ଭୁବନେଶ୍ୱର (ଶାସକ ପ୍ରଶାସକ) :- ଭାରତୀୟ ସମ୍ବିଧାନ ଅନୁସାରେ ଜଣେ ଅଭିଯୁକ୍ତର ମଧ୍ୟ ମାନବାଧିକାର ରହିଛି | ତାଛଡା ନ୍ୟାୟାଳୟ ନିଜର ନିର୍ଣ୍ଣୟ ନଶୁଣାଇବା ଯାଏ କୌଣସି ଅଭିଯୁକ୍ତକୁ ଅପରାଧୀ ବୋଲି ମଧ୍ୟ ବିବେଚନା କରାଯାଇପାରିବ ନାହିଁ |…