ଆରଡିଏ ସପ୍ ଓନର୍ସ ଆସୋସିଏସନ୍ ଆରଡିଏ ସଚିବ ଙ୍କ ସହ ସାକ୍ଷାତ ଓ ଆଲୋଚନା ସଫଳ

ରାଉରକେଲା,(ବସନ୍ତ କୁମାର ଜେନା): ଆସୋସିଏସନ୍ ର କହିବା ଅନୁଯାୟୀ ୨୦୨୦/୨୧ କୋଭିଡ୍-୧୯ ସମୟରେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସମ୍ବଲପୁର ରାଜସ୍ୱ ପରିଷଦଙ୍କୁ ଭଡାଛାଡ଼ ପାଇଁ ସୁପାରିଶ କରିବା ସତ୍ତ୍ବେ ଆଜି ପର୍ଯ୍ୟନ୍ତ ଭଡାଛାଡ଼ କରାଗଲା ନାହିଁ।ଏ…

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଓଡିଶାର ସବୁଠାରୁ ଦୀର୍ଘତମ ସେତୁ ଉଦ୍ଘାଟିତ

ବଡମ୍ବା ନରସିଂହପୁରରୁ ବାଙ୍କୀ ବୈଦେଶ୍ବର ଏବଂ ମହାନଦୀରେ ସିଂହନାଥ ମନ୍ଦିରକୁ ସଂଯୋଗ କରୁଛି ଏହି ସେତୁ ୩.୪ କିଲୋମିଟର ଦୀର୍ଘ ଏହି ଟି -ଆକାରର ସେତୁ ପାଇଁ ବିନିଯୋଗ ହୋଇଛି ୧୧୧ କୋଟି ଟଙ୍କା ଭୁବନେଶ୍ୱର ( ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି…

ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା’ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

‘ମାଲକାନଗିରି, ନବରଙ୍ଗପୁର, ନୂଆପଡା ଓ କଳାହାଣ୍ଡିର ଜନସାଧାରଣ ପାଇବେ ଉତ୍କୃଷ୍ଟ ସ୍ବାସ୍ଥ୍ୟସେବା ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଡାକ୍ତରୀଦଳକୁ ନେଇ ମାଲକାନଗିରିକୁ ପ୍ରଥମ ବିମାନ ଉଡାଣର ଶୁଭାରମ୍ଭ ଭୁବନେଶ୍ୱର (ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ…

ମନ୍ତ୍ରୀ ସୁଶାନ୍ତ ସିଂଙ୍କର ପ୍ରୟାସ କ୍ରମେ ଯୁବା ମଞ୍ଚକୁ ମିଳିଲା ନୂତନ ଆମ୍ବୁଲାନ୍ସ

ସୋହେଲା :- ଲୋକଙ୍କୁ ଉଚିତ ସମୟରେ ସ୍ବାସ୍ଥ୍ୟ ସେବା ପ୍ରଦାନ କରିବା ସୋହେଲା ମାରୱାଡ଼ି ଯୁବାମଞ୍ଚ କ୍ରମାଗତ ଭାବରେ ପ୍ରୟାସ ଜାରି ରଖିଛି । ହେଲେ ଲୋକଙ୍କୁ ଅଧିକ ତ୍ୱରିତ ସେବା ଯୋଗାଇଦେବା ପାଇଁ ଆବଶ୍ୟକତା ଥିଲା ଗୋଟେ ଆମ୍ବୁଲାନ୍ସର । ଆଜି ମନ୍ତ୍ରୀ ସୁଶାନ୍ତ ସିଂଙ୍କର ପ୍ରୟାସ କ୍ରମେ ଯୁବା…

ଡିସେମ୍ବର ୨୪ ରୁ କ୍ରିଷ୍ଣା କପ୍ କ୍ରିକେଟ୍ ।

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆରେ ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ଆସନ୍ତା ଡିସେମ୍ବର ୨୪ ତାରିଖରୁ ୨୦ତମ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବାକୁ ଯାଉଛି। କେ.ସି.ସି ଦ୍ଵାରା ଆୟୋଜିତ ଏହି ଗ୍ରାମାଞ୍ଚଳ ଟେନିସ ବଲ କ୍ରିକେଟ ପ୍ରତିଯୋଗିତାରେ ୧୬…

ଫୁଲବାଣୀ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା କାର୍ଯ୍ୟକାରିଣୀ ଓ ମିଶ୍ରଣ ପର୍ବ

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ଠାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା କାର୍ଯ୍ୟକାରିଣୀ ଓ ମିଶ୍ରଣ ପର୍ବ ଫୁଲବାଣୀ କରୋନେସନ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଛି I ଏହି ମିଶ୍ରଣ ପର୍ବରେ ଓଡିଶା ପ୍ରଭାରି ଡଃ ଚେଲ୍ଲା କୁମାର, ଓଡିଶା ସହାପ୍ରଭାରୀ…

ଗୁଣୁପୁରରେ ବିଜେପିର ମିଶ୍ରଣ ପର୍ବ

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ ଏବଂ ଭାରତୀୟ ଜନତା ପାର୍ଟିର ବିଚାରଧାରାରେ ଅନୁପ୍ରାଣିତ ହୋଇ ବହୁ ସଂଖ୍ୟାରେ ବିଜେଡ଼ି, କଂଗ୍ରେସର ଓ ଅନ୍ୟ ଶିକ୍ଷିତ ଯୁବକ ଯୁବତୀ ଦଳରେ ଏକ ମିଶ୍ରଣ ପର୍ବ ମାଧ୍ୟମରେ ବିଧିବଦ୍ଧ ଭାବରେ ଯୋଗ ଦେଇଛନ୍ତି ।…

ବିଜୁ ସ୍ୱାସ୍ଥ୍ୟ କାର୍ଡ ବଂଟନ ସାଙ୍ଗକୁ ପ୍ରକଳ୍ପ ଉଦ୍ଘାଟନ ଓ ପ୍ରତିମୂର୍ତ୍ତି ଉନ୍ମୋଚନ

ନିଶ୍ଚିନ୍ତକୋଇଲି ରୁ ଦେବେନ୍ଦ୍ର ଷଡ଼ଙ୍ଗୀ:-ନିଶ୍ଚିନ୍ତକୋଇଲି ବ୍ଲକ ତଥା କଟକ ସଦର ନିର୍ବାଚନ ମଣ୍ଡଳୀ ସାନ୍ତପୁର,କଳମିଶ୍ରି, ବନ୍ଧୁପୁର ପଂଚାୟତରେ ବିଜୁ ସ୍ମାର୍ଟ କାର୍ଡ ବଂଟନ , ପ୍ରକଳ୍ପ ଉଦ୍ଘାଟିତ , ପୂର୍ବତନ ମନ୍ତ୍ରୀ ସ୍ବର୍ଗତ କାଳିନ୍ଦୀଚରଣ ବେହେରା ଓ ପୂର୍ବତନ ବିଧାୟକ ସ୍ବର୍ଗତ…

ନତକାଇ ସ୍ଥିତ ଅଖାବାବାଙ୍କ ଆଶ୍ରମର ବାର୍ଷିକ ଉତ୍ସବ ।

ନିଶ୍ଚିନ୍ତକୋଇଲି ରୁ ଦେବେନ୍ଦ୍ର ଷଡ଼ଙ୍ଗୀ: ନିଶ୍ଚିନ୍ତକୋଇଲି ବ୍ଲକ ନତକାଇ ଗ୍ରାମର ବାଘୁଆ ପଡିଆ ଠାରେ ପବିତ୍ର ପଣ୍ଡୁ ପୂର୍ଣ୍ଣିମା ଉପଲକ୍ଷେ ଅଖବାବାଙ୍କ ଆଶ୍ରମର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜଗତର କଲ୍ୟାଣ ପାଇଁ ଭଜନ, କୀର୍ତ୍ତନ ଆଦି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ…

ରାସ୍ତାରେ ଯୁବକଙ୍କୁ ଜୋର ଜବରଦସ୍ତ ଗାମାକ୍ସିନ ଖୁଆଇଦେଲେ ଦୁର୍ବୃତ୍ତ

ପଦ୍ମପୁର(ଶାସକ ପ୍ରଶାସକ)-ବରଗଡ଼ ଜିଲ୍ଲା ପଦ୍ମପୁର ସହରଠୁ ସରାଇପାଲି ଯିବା ରାସ୍ତାରେ ଜଣେ ଯୁବକକୁ ଦୁର୍ବୁତ୍ତ ମାନେ ଯୋର ଜବରଦସ୍ତ ଗେମାକସିନ ଖୁଆଇଥିବା ଦେଖିବାକୁ ମିଲିଛି । ସୂଚନା ଅନୁସାରେ ଯୁବକ ଜଣକ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ବ୍ଳକ କୁତୁରାମୁଣ୍ଡା ଗ୍ରାମର ବିଷ୍ଣୁ ଦେହୁରୀ ।  ଏହି…